ନୂପୁର ଶର୍ମାଙ୍କ ଭିଡିଓ ଦେଖିବା ହେଲା କାଳ, ଯୁବକଙ୍କୁ ୬ଥର ଛୁରାମାଡ଼

ପାଟନା: ଥମୁନି ବିଜେପିର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ନେଇ ବିବାଦ। ଦିନକୁ ଦିନ ଏହା ଆହୁରି ଉଗ୍ର ହେଉଛି। ରାଜସ୍ଥାନର ଉଦୟପୁରରେ ଯେଉଁଭଳି ଘଟଣା ଘଟିଥିଲା ସେହିପରି ଏକ ଘଟଣା ବିହାରର ସୀତାମାଢ଼ୀ ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କ ପାଇଁ ନୂପୁର ଶର୍ମାଙ୍କ ଭିଡିଓ ଦେଖିବା କାଳ ହୋଇଛି। ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କ ଉପରେ ଛଅ ଥର ଛୁଡାମାଡ କରାଯାଇଛି। ଆହତ ଯୁବକଙ୍କ ଅବସ୍ଥା ସଙ୍ଗୀନ ରହିଛି। ତାଙ୍କୁ ଆଇସିୟୁରେ […]

youth-accused-stabbed-6-times

youth-accused-stabbed-6-times

Madhupriya Mistry
  • Published: Tuesday, 19 July 2022
  • Updated: 19 July 2022, 01:56 PM IST

Sports

Latest News

ପାଟନା: ଥମୁନି ବିଜେପିର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ନେଇ ବିବାଦ। ଦିନକୁ ଦିନ ଏହା ଆହୁରି ଉଗ୍ର ହେଉଛି। ରାଜସ୍ଥାନର ଉଦୟପୁରରେ ଯେଉଁଭଳି ଘଟଣା ଘଟିଥିଲା ସେହିପରି ଏକ ଘଟଣା ବିହାରର ସୀତାମାଢ଼ୀ ଅଞ୍ଚଳରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କ ପାଇଁ ନୂପୁର ଶର୍ମାଙ୍କ ଭିଡିଓ ଦେଖିବା କାଳ ହୋଇଛି। ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ତାଙ୍କ ଉପରେ ଛଅ ଥର ଛୁଡାମାଡ କରାଯାଇଛି।

ଆହତ ଯୁବକଙ୍କ ଅବସ୍ଥା ସଙ୍ଗୀନ ରହିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି। ତେବେ ଏହି ଘଟଣାକୁ ପୁଲିସ ଆପୋଷ ବିବାଦ କହୁଥିବାରୁ ତା' ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

OpIndia.com

ଆହତ ହୋଇଥିବା ଯୁବକ ହେଲେ ଅଙ୍କିତ ଝା। ସେ ନାନପୁରର ବହେରା ଗ୍ରାମରେ ରୁହନ୍ତି। ବାପାଙ୍କ କହିବା ମୁତାବକ, ତାଙ୍କ ପୁଅ ଅଙ୍କିତ ଝା ପାନ ଖାଇବାକୁ ଦୋକାନକୁ ଯାଇଥିଲେ। ଏହି ସମୟରେ ସେ ନୂପୁର ଶର୍ମାଙ୍କ ଭିଡିଓ ମୋବାଇଲରେ ଦେଖୁଥିଲେ। ସେଠାରେ ଛିଡା ହୋଇଥିବା କିଛି ସଂଖ୍ୟାଲଘୁ ଯୁବକ ତାଙ୍କୁ ଏଥିପାଇଁ ଗାଳିଗୁଲଜ କରିଥିଲେ। ଅଙ୍କିତଙ୍କୁ ଏହି ଭିଡିଓ କ'ଣ ପାଇଁ ଦେଖୁଛ ବୋଲି ପଚାରିଥିଲେ। ଏଥିସହ ତୁମେ ନୂପୁର ଶର୍ମାଙ୍କୁ ସମର୍ଥନ କରୁଛ କି ପଚାରିଥିଲେ। ଏହାର ଉତ୍ତରରେ ଅଙ୍କିତ ସମର୍ଥନ ଜଣାଇଥିଲେ। ପରେ ଏହି ଘଟଣା ଉଗ୍ର ରୂପ ନେଇଥିଲା। ଛୁରୀରେ ସମସ୍ତେ ମିଶି ଅଙ୍କିତଙ୍କୁ ୬ଥର ଆକ୍ରମଣ କରିଥିଲେ। ପରେ ଅଙ୍କିତଙ୍କୁ ରକ୍ତାକ୍ତ ଅବସ୍ଥାରେ ସେଠାରୁ ହସ୍ପିଟାଲକୁ ନିଆଯାଇଥିଲା।

ଘଟଣାକୁ ନେଇ ଅଙ୍କିତଙ୍କ ବାପା ମନୋଜ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆରରୁ ନୂପୁର ଶର୍ମାଙ୍କ ନାଁ କାଟି ଦିଆଯାଇଥିଲା। ଏହାକୁ ପୁଲିସ ଆପୋଷ ବିବାଦ ବୋଲି କହିଥିଲା। ପୁଲିସ ଏହି ମାମଲାରେ ନାନପୁର ଗାଁର ବିଲାଲ, ମହମ୍ମଦ ନିହାଲ ସମେତ ୫ ଜଣଙ୍କ ନାଁକୁ ଅଭିଯୁକ୍ତ ତାଲିକାଭୁକ୍ତ କରିଛି। ଘଟଣାର କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଆକ୍ରମଣର ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହି ଘଟଣାରେ ଅଙ୍କିତଙ୍କ ବାପା କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story