ବିଜେପି ଚାହୁଁନାହିଁ ଗରିବ ପିଲାମାନେ ଇଂଲିଶ ପଢ଼ନ୍ତୁ: ଆପ ନେତା

ନୂଆଦିଲ୍ଲୀ: ବିଜେପି ଚାହୁଁନାହିଁ ଗରିବ ପିଲାମାନେ ଇଂଲିଶ ପଢ଼ନ୍ତୁ। ଏହା କହିଛନ୍ତି ଆମ୍ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ସୌରଭ ଭରଦୱାଜ୍‌। ଏକ ସାମ୍ବାଦିକ ସମ୍ମିଳନୀ କରି ସୌରଭ କହିଛନ୍ତି, ଗରିବଙ୍କ ପିଲାମାନେ ଭଲ ଇଂରାଜୀ ପଢ଼ନ୍ତୁ ଓ କୁହନ୍ତୁ ବୋଲି ବିଜେପି ଚାହୁଁନାହିଁ। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ପ୍ରଣୟନ କରିଥିବା ଯୋଜନା ବିରୋଧରେ ବିଜେପି ସମାଲୋଚନା କରୁଥିବା ବେଳେ ଏହାର ଜବାବ ଦେଇଛନ୍ତି ଦିଲ୍ଲୀ ବିଧାୟକ ସୌରଭ।  ସେ କହିଛନ୍ତି ଯେ, ଦିଲ୍ଲୀରେ […]

app

app

Tapas Behera
  • Published: Monday, 15 August 2022
  • Updated: 15 August 2022, 08:19 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ଚାହୁଁନାହିଁ ଗରିବ ପିଲାମାନେ ଇଂଲିଶ ପଢ଼ନ୍ତୁ। ଏହା କହିଛନ୍ତି ଆମ୍ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ସୌରଭ ଭରଦୱାଜ୍‌।

ଏକ ସାମ୍ବାଦିକ ସମ୍ମିଳନୀ କରି ସୌରଭ କହିଛନ୍ତି, ଗରିବଙ୍କ ପିଲାମାନେ ଭଲ ଇଂରାଜୀ ପଢ଼ନ୍ତୁ ଓ କୁହନ୍ତୁ ବୋଲି ବିଜେପି ଚାହୁଁନାହିଁ।

ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ପ୍ରଣୟନ କରିଥିବା ଯୋଜନା ବିରୋଧରେ ବିଜେପି ସମାଲୋଚନା କରୁଥିବା ବେଳେ ଏହାର ଜବାବ ଦେଇଛନ୍ତି ଦିଲ୍ଲୀ ବିଧାୟକ ସୌରଭ।  ସେ କହିଛନ୍ତି ଯେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସ୍କିମ ଆରମ୍ଭ କରିଛନ୍ତି। ଯେଉଁଥିରେ ଗରିବ ପିଲାମାନେ ପ୍ରାଞ୍ଜଳ ଭାବେ ଇଂଲିଶ ପଢ଼ିପାରିବେ ଏବଂ ବୁଝି ପାରିବେ।  କିନ୍ତୁ ଏହାକୁ ବିଜେପି ବିରୋଧ କରୁଛି। ଗରିବ ପିଲାଙ୍କୁ ଉତ୍ତମ ଶିକ୍ଷା ସପକ୍ଷରେ ବିଜେପି ନଥିବା ସେ କହିଛନ୍ତି। ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିଭେଦିଙ୍କୁ ଜବାବ ଦେଇ ଏହା କହିଛନ୍ତି ସୌରଭ।

ସେ କହିଛନ୍ତି, ବିଜେପିର ୩ ବରିଷ୍ଠ ନେତା ତଥା ଆରଏଏସ ବିଚାରପନ୍ଥୀ ସବରକର, ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ଏଲଏକେ ଆଡ଼ଭାନି ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ିଛନ୍ତି।  ସେମାନଙ୍କକ ବ୍ୟତିତ  ସ୍ମୃତି ଇରାନୀ, ଜ୍ୟୋତିରାଦିତ୍ୟ ସନ୍ଧିଆ, ହାର୍ଦ୍ଦିକ ସିଂ ପୁରୀ, ପୀୟୁଷ ଗୋୟଲ ମଧ୍ୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି।

ଆଜି ପ୍ରାୟ ସମସ୍ତ ବିଜେପି ନେତାଙ୍କ ପିଲାମାନେ ଇଂରାଜୀ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ପ୍ରଶ୍ନ ହେଉଛି ଗରିବ ପିଲାମାନେ ଇଂରାଜୀ ଶିଖନ୍ତୁ ବୋଲି ବିଜେପି କାହିଁକି ଚାହୁଁନାହିଁ ? ବିଜେପି ନିଜ କର୍ମୀମାନଙ୍କୁ ବୋକା ବନେଇ ସେମାନଙ୍କ ପିଲାଙ୍କୁ ବିଦ୍ୟାମନ୍ଦିରରେ ପଢ଼ିବା ପାଇଁ କହୁଛି ଏବଂ ସେମାନଙ୍କୁ ଦଙ୍ଗାକାରୀ ଭାବେ ଗଢ଼ୁଛି। ବିଜେପି ନିଜକୁ ହିନ୍ଦୀ ଭାଷା ଏବଂ ଭାରତୀୟ ସଂସ୍କୃତିର ରକ୍ଷାକର୍ତ୍ତା ଭାବେ ଦର୍ଶାଇବାକୁ ଚାହୁଁଛି ବୋଲି ସୌରଭ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story