ଆତ୍ମହତ୍ୟା କଲେ ବିଜେପିର ପୂର୍ବତନ ମନ୍ତ୍ରୀ

ରାଜନନ୍ଦଗାଁ: ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟା ୭ଟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ଜଣାପଡ଼ିନାହିଁ। ପୁଲିସ୍ ଏବେ ମାମଲାର ତଦନ୍ତ କରୁଛି। ଭାଟିଆ ନିଜ ସାନ ଭାଇଙ୍କ ସହ ରହୁଥିଲେ। ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। […]

rajinder-pal-singh-bhatia

rajinder-pal-singh-bhatia

Ranjit Kumar Jena
  • Published: Sunday, 19 September 2021
  • Updated: 19 September 2021, 09:50 PM IST

Sports

Latest News

ରାଜନନ୍ଦଗାଁ: ବିଜେପିର ବରିଷ୍ଠ ନେତା ଓ ଛତିଶଗଡ଼ର ପୂର୍ବତନ ପରିବହନ ମନ୍ତ୍ରୀ ରାଜିନ୍ଦରପାଲ୍ ସିଂହ ଭାଟିଆ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜିନ୍ଦରପାଲ୍ ସିଂହ ରବିବାର ସନ୍ଧ୍ୟା ୭ଟା ବେଳେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତା’ର କାରଣ ଜଣାପଡ଼ିନାହିଁ। ପୁଲିସ୍ ଏବେ ମାମଲାର ତଦନ୍ତ କରୁଛି।

ଭାଟିଆ ନିଜ ସାନ ଭାଇଙ୍କ ସହ ରହୁଥିଲେ। ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। ତାଙ୍କ ଭାଇ ଯେତେବେଳେ ଘରେ ପହଞ୍ଚିଲେ, ଭାଟିଆଙ୍କୁ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଲେ। ଗତ କିଛି ଦିନ ହେବ ଖରାପ ସ୍ୱାସ୍ଥ୍ୟ କାରଣରୁ ସେ ବହୁତ ଚିନ୍ତିତ ରହୁଥିଲେ।

ଭାଟିଆଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ କୌଣସି ସୁସାଇଡ୍ ନୋଟ୍ ଜବତ କରାଯାଇନାହିଁ। ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

ଭାଟିଆ ଥରେ ଅବିଭାଜିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଗଠନ ପରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଭାଟିଆ ପରିବହନ ମନ୍ତ୍ରୀ ଓ CSIDCର ଚେୟାରମ୍ୟାନ୍ ପଦ ସମ୍ଭାଳିଥିଲେ। ୨୦୧୩ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ଟିକେଟ୍ ଦିଆଯାଇନଥିଲା। ଯାହା ପରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେତେବେଳେ କଂଗ୍ରେସର ଭୋଳାରାମ ସାହୁ ବିଧାୟକ ନିର୍ବାଚିତ ହୋଇଥିଲେ। ସେହି ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିଥିବା ଭାଟିଆ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପିର ବିଜୟ ସାହୁ ତୃତୀୟ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story