ତ୍ରିପୁରାକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ, ଖୋଲାଖୋଲି ଅସନ୍ତୋଷ ପ୍ରକାଶ କଲେ ଦଳୀୟ ବିଧାୟକ

ନୂଆଦିଲ୍ଲୀ: ବଦଳିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ବିପ୍ଳବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାଂସଦ ମାଣିକ ସାହା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ସେ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ। ସେ ଏବେ ବିଜେପିର ରାଜ୍ୟ ସଭାପତି ମଧ୍ୟ ଅଛନ୍ତି। ଆଜି ଅପରାହ୍ଣରେ ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ନିଜେ ମାଣିକ ସାହାଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପରିବର୍ତ୍ତନକୁ କେତେକ ବିଧାୟକ ସହଜରେ […]

Chaos

Chaos

Jitendra Garnayak
  • Published: Saturday, 14 May 2022
  • Updated: 14 May 2022, 08:41 PM IST

ନୂଆଦିଲ୍ଲୀ: ବଦଳିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ। ବିପ୍ଳବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାଂସଦ ମାଣିକ ସାହା ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ସେ ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ। ସେ ଏବେ ବିଜେପିର ରାଜ୍ୟ ସଭାପତି ମଧ୍ୟ ଅଛନ୍ତି।

ଆଜି ଅପରାହ୍ଣରେ ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ନିଜେ ମାଣିକ ସାହାଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପରିବର୍ତ୍ତନକୁ କେତେକ ବିଧାୟକ ସହଜରେ ଗ୍ରହଣ କରିପାରି ନାହାନ୍ତି। ବିଧାୟକ ଦଳ ବୈଠକ ପରେ ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି।

ମାଣିକ ସାହା ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ବିପ୍ଳବଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ରାମ ପ୍ରସାଦ ପାଉଲ ପାଟିତୁଣ୍ଡ କରିଥିଲେ। ତାଙ୍କ ଆଖିରୁ ଲୁହ ବାହାରୁଥିଲା ଓ ସେ ଜୋରରେ ପାଟି କରୁଥିଲେ। ସେ ଚୌକି ଭାଙ୍ଗିବାକୁ ପ୍ରୟାସ କରିଥିଲେ। ତା’ସହିତ ସେ ଦଳ ଛାଡ଼ିବାକୁ ଚେତବାନୀ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ବିପ୍ଳବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଘଟଣାକୁ ସେ ବିରୋଧ କରୁ ନାହାନ୍ତି। ମାଣିକ ସାହାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା କଥାକୁ ସେ ବିରୋଧ କରୁଛନ୍ତି। କାରଣ ସେ ଚାହୁଁଥିଲେ ଉପ-ମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମା ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କିନ୍ତୁ ତାହା ନ ହେବାରୁ ସେ ଖୋଲାଖୋଲି ତାଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story