ନିଜ ସାଂସଦଙ୍କୁ ମୋଦିଙ୍କ ତାଗିଦ; ବଦଳି ଯାଅ, ନହେଲେ ସମୟ ବଦଳାଇଦେବ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଗିଦ। ବଦଳି ଯାଅ, ନ ହେଲେ ସମୟ ବଦଳାଇଦେବ। ଆଜି କିଛି ଏଭଳି କଡ଼ା ଭାଷାରେ କହିଛନ୍ତି ମୋଦି। ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ମୋଦି। ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା। ତେବେ ଏହି ବଅଠକରେ କେତେକ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ମୋଦି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ସାଂସଦମାନେ ଶୃଙ୍ଖଳିତ, ସମୟାନୁବର୍ତ୍ତିତା ହେବା ଉଚିତ। […]

Modi

Modi

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 01:46 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଗିଦ। ବଦଳି ଯାଅ, ନ ହେଲେ ସମୟ ବଦଳାଇଦେବ। ଆଜି କିଛି ଏଭଳି କଡ଼ା ଭାଷାରେ କହିଛନ୍ତି ମୋଦି। ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ମୋଦି।

ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା। ତେବେ ଏହି ବଅଠକରେ କେତେକ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ମୋଦି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ସାଂସଦମାନେ ଶୃଙ୍ଖଳିତ, ସମୟାନୁବର୍ତ୍ତିତା ହେବା ଉଚିତ। ସମସ୍ତ ସାଂସଦ ଗୃହରେ ରହିବା ଉଚିତ। ସାଂସଦମାନେ ନିଜ ଭିତରେ ପରିବର୍ତ୍ତନ ଆଣିବା ଉଚିତ୍, ନଚେତ୍ ପରିବର୍ତ୍ତନ ଆପେ ଆପେ ହୋଇଯିବ। ଏହାସହ ପ୍ରସଙ୍ଗବିହୀନ ଅଯଥା ମନ୍ତବ୍ୟ ନ ଦେବାକୁ ମଧ୍ୟ ମୋଦି ତାଗିଦ କରିଛନ୍ତି। ସଂସଦର ଅଧିବେଶନ ଓ ବୈଠକରେ ନିୟମିତ ଭାବେ ଉପସ୍ଥିତ ରହିବାକୁ କହିଛନ୍ତି ମେଦି। ଛୋଟ ପିଲାଙ୍କୁ ବୁଝାଇଲା ଭଳି ସବୁବେଳେ କହିବା ଭଲ ଲାଗୁନାହିଁ ବୋଲି ମୋଦି କହିଥିବା ସୂଚନା ମିଳିଛି।

ନାଗାଲାଣ୍ଡରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦର ଶୀତ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବାବେଳେ ଆଜିର ସଂସଦୀୟ ଦଳ ବୈଠକରେ ବିଜେପି ସାଂସଦଙ୍କୁ ଏଭଳି କିଛି କଡା ଭାଷାରେ ତାଗିଦ କରିଛନ୍ତି ମୋଦି।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ରାଜ୍ୟସଭାରେ ବିଜେପି ସାଂସଦଙ୍କ ଅନୁପସ୍ଥିତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏନେଇ କିଛି ସୂତ୍ରରୁ ଏଭଳି ସୂଚନା ମିଳିଥିଲା। ମୌସୁମୀ ଅଧିବେଶନରେ ଯେତେବେଳେ ବିଧାନସଭା ଗୃହରେ ବିଲ୍‌ ଗୃହୀତ ହୋଇଥିଲା ସେତେବେଳେ ଅନେକ ସାଂସଦ ଉପସ୍ଥିତ ନଥିଲେ। ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। କେବଳ ଏତିକି ନୁହେଁ, ସେ ସଂସଦୀୟ ଦଳର ବୈଠକରେ ରାଜ୍ୟସଭାରେ ଅନୁପସ୍ଥିତ ଥିବା ସାଂସଦଙ୍କ ତାଲିକା ମଧ୍ୟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story