ଅଡ଼ି ଭିତରେ ମୃତ ଦେହ, ହତ୍ୟା ସନ୍ଦେହ  

ମୁମ୍ବାଇ: ଅଡ଼ି ଭିତରେ ମୃତ ଦେବ। ମୁମ୍ବାଇ-ଗୋଆ ହାଇୱେରେ ଠିଆ ହୋଇଥିବା ଏକ ଅଡ଼ି କାର ଭିତରେ ଏକ ମୃତ ଦେହ ଠାବ କରାଯାଇଛି। କାର କାଚ ଭାଙ୍ଗି ପୁଲିସ ଏହି ମୃତ ଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କାର୍ଲେ। ତାଙ୍କ ଘର ପୁଣେର ଯଶୱନ୍ତନଗରର ବୋଲି ଜଣାପଡ଼ିଛି।ତାଙ୍କ ଶରୀରରେ ୪ଟି ସ୍ଥାନରେ କ୍ଷତ ଚିହ୍ନ ଥବା ଜଣାପଡ଼ିଛି। ପୁଲିସ ଏକ ହତ୍ୟାମଲା ରୁଜ କରି ତଦନ୍ତ ଚଳାଇଛି। ତେବେ ଏହି […]

79

  • Published: Saturday, 19 November 2022
  • , Updated: 19 November 2022, 10:31 AM IST

ମୁମ୍ବାଇ: ଅଡ଼ି ଭିତରେ ମୃତ ଦେବ। ମୁମ୍ବାଇ-ଗୋଆ ହାଇୱେରେ ଠିଆ ହୋଇଥିବା ଏକ ଅଡ଼ି କାର ଭିତରେ ଏକ ମୃତ ଦେହ ଠାବ କରାଯାଇଛି। କାର କାଚ ଭାଙ୍ଗି ପୁଲିସ ଏହି ମୃତ ଦେହ ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କାର୍ଲେ। ତାଙ୍କ ଘର ପୁଣେର ଯଶୱନ୍ତନଗରର ବୋଲି ଜଣାପଡ଼ିଛି।ତାଙ୍କ ଶରୀରରେ ୪ଟି ସ୍ଥାନରେ କ୍ଷତ ଚିହ୍ନ ଥବା ଜଣାପଡ଼ିଛି। ପୁଲିସ ଏକ ହତ୍ୟାମଲା ରୁଜ କରି ତଦନ୍ତ ଚଳାଇଛି। ତେବେ ଏହି ହତ୍ୟାକାଣ୍ଡର ପଛରେ ଥିବା ଅଭିଯୁକ୍ତଙ୍କ ଖୋଜ ଖବର ମିଳିନି। ପୁଲିସ ଏକ ତଦନ୍ତକାରୀ ଟିମ ଗଠନ କରି ତଦନ୍ତ ଚଳାଇଛି । ତେବେ କେଉଁ ଉଦ୍ଦେଶ୍ୟରେ କିଏ ଏହି ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ।

Related story