ଭୁଶୁଡ଼ିଲା ଝୁଲା ପୋଲ, ପାଣିରେ ଫସିଲେ ୧୦୦ ଜଣ

ଅହମ୍ମଦାବାଦ: ଗୁଜରାଟରେ ଅଘଟଣ। ମାରୋବିମାରେ ଝୁଲା ପୋଲ ଭୁଶୁଡ଼ିବା ପରେ ବହୁ ଳୋକେ ଲୋକେ ଆହତ ହୋଇଛନ୍ତି। ଏଥିସହ ପାଣିରେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଝୁଲାପୋଲ ଭୁଶୁଡ଼ିବା ବେଳେ ବ୍ରିଜ୍‌ ଉପରେ ପ୍ରାୟ ୫୦୦ ଲୋକେ ଥିଲେ। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମରାମତି ପରେ ଝୁଲାପୋଲଟି ୪ ଦିନ ପୂର୍ବେ ସର୍ବସାଧାରଣ ପାଇଁ ଖୋଲାଯାଇଥିଲା।

909

  • Published: Sunday, 30 October 2022
  • , Updated: 31 October 2022, 08:30 AM IST

Related story