ଇଡି ପାଖରେ ମାନିଲେ ଅର୍ପିତା , କହିଲେ ସେ ଟଙ୍କା ମନ୍ତ୍ରୀଙ୍କର

କୋଲକାତା: ସ୍କୁଲ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ଅଭିନେତ୍ରୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ୨ଟି ଗୋଲଡ୍‌ ନେକଲେସ୍‌, ଗୋଟିଏ ଲକେଟ, ସୁନାର ଚୁଡ଼ି , ୫ ଜୋଡ଼ା ହୀରା, ୧୫ ଜୋଡ଼ା ସୁନା(ଯାହାର ମୂଲ୍ୟ ୭୬ ଲକ୍ଷ ଟଙ୍କା)  ଜବତ କରାଯାଇଛି। ଗହଣା ବ୍ୟତୀତ ୨୮ଟି ମୋବାଇଲ ଫୋନ୍, ୨ଟି ହାର୍ଡ଼ ଡିସ୍କ ଜବତ କରାଯାଇଛି।  ରବିବାର କୋଲକାତାର ଏକ କୋର୍ଟ ଅର୍ପିତାଙ୍କର ଗୋଟିଏ ଦିନ ରିମାଣ୍ଡ ଅବଧି  ନିର୍ଦ୍ଦେଶ ଦେଇଥିଲେ। ଗିରଫ ପରଠାରୁ ଇଡି ପକ୍ଷରୁ […]

arpita-2

arpita-2

Tapas Behera
  • Published: Monday, 25 July 2022
  • Updated: 25 July 2022, 08:04 PM IST

Sports

Latest News

କୋଲକାତା: ସ୍କୁଲ ନିଯୁକ୍ତି ସ୍କାମରେ ଗିରଫ ହୋଇଥିବା ଅଭିନେତ୍ରୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ୨ଟି ଗୋଲଡ୍‌ ନେକଲେସ୍‌, ଗୋଟିଏ ଲକେଟ, ସୁନାର ଚୁଡ଼ି , ୫ ଜୋଡ଼ା ହୀରା, ୧୫ ଜୋଡ଼ା ସୁନା(ଯାହାର ମୂଲ୍ୟ ୭୬ ଲକ୍ଷ ଟଙ୍କା)  ଜବତ କରାଯାଇଛି। ଗହଣା ବ୍ୟତୀତ ୨୮ଟି ମୋବାଇଲ ଫୋନ୍, ୨ଟି ହାର୍ଡ଼ ଡିସ୍କ ଜବତ କରାଯାଇଛି।  ରବିବାର କୋଲକାତାର ଏକ କୋର୍ଟ ଅର୍ପିତାଙ୍କର ଗୋଟିଏ ଦିନ ରିମାଣ୍ଡ ଅବଧି  ନିର୍ଦ୍ଦେଶ ଦେଇଥିଲେ। ଗିରଫ ପରଠାରୁ ଇଡି ପକ୍ଷରୁ ତାଙ୍କୁ ମାରାଥନ ଜେରା କରାଯାଇଥିଲା।  ତାଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ ହୋଇଥିଲା। ଅର୍ପିତା ହେଉଛନ୍ତି ଗିରଫ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ସେହିପରି ଜେରା ବେଳେ  ତାଙ୍କ ଘରୁ ଜବତ ହୋଇଥିବା ୨୦ କୋଟି ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା ଇଡିକୁ କହିଛନ୍ତି । ସେ ଆହୁରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ପାର୍ଥଙ୍କର ଘରେ ଥିବା ବିପୁଳ ଟଙ୍କା ତାଙ୍କ ଘରକୁ ସ୍ଥାନାନ୍ତର କରାଯାଥିଲା। ସେହିପରି ଅର୍ପିତା ମୁଖାର୍ଜୀ ଏବଂ ପାର୍ଥ ଚାଟାର୍ଜୀ ମିଶି ବହୁ ଜମିଜମା କିଣିଛନ୍ତି।  ଏହି ଜମି ୨୦୧୨ରେ ପାର୍ଥ କିଣିଥିବା ତଦନ୍ତକାରୀ ସଂସ୍ଥା ଇଡି କହିଛି 

ନିବାର ଏସଏସସି ସ୍କାମରେ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରିଥିଲା ଇଡି । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ଉ କରିଥିଲା ।ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଅର୍ପିତା ମୁଖାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ଦକ୍ଷିଣ କୋଲକାତା ପୂଜା ମଣ୍ଡପ ପରିଚାଳନାରୁ ଉଭୟ ଅର୍ପିତା ଓ ପାର୍ଥଙ୍କ ମଧ୍ୟରେ ସଂପର୍କ ସ୍ଥାପନ ହୋଇଥିଲା । ଦୁର୍ଗା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପର ବିଜ୍ଞାପନ ପାଇଁ ଅର୍ପିତା କାମ କରୁଥିଲେ ।

ଏହାସହ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ସେ ସାମିଲ ହେଉଥିଲେ । ବଙ୍ଗଳା ଫିଲ୍ମ ଓ ସିରିଏଲ ଇଣ୍ଡଷ୍ଟ୍ରିରେ ସାମିଲ ଥିବା ଅର୍ପିତାଙ୍କ ସହ ପାର୍ଥ ଖୁବ୍ ନିକଟତର ହୋଇଥିଲେ । ଏପରିକି ପୂଜା ମଣ୍ଡପର କାର୍ଯ୍ୟକ୍ରମ ସଂଚାଳନ ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୨୦୧୯ରେ ପୂଜା ମଣ୍ଡପ କାର୍ଯ୍ୟକ୍ରମରେ ଅର୍ପିତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଥିବାର ଦେଖିବାକୁ ମିଳିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story