ବିଜେପିର ପଥରମାଡ଼ରେ ନାବାଳକ ଆହତ, ଆପ୍‌ର ଅଭିଯୋଗ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଗୁଜରାଟ ନିର୍ବାଚନ। ଏହାକୁ ନେଇ ସବୁ ଦଳ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚଳାଇଛନ୍ତି। ପାଖାପଖି ସବୁ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୁଜରାଟରେ ଡେରା ପକାଇଛନ୍ତି। କେବଳ ସେତିକି ନୁହେଁ ଘନ ଘନ ବୈଠକ ଓ ଜନସଭା ମଧ୍ୟ ହେଉଛି। ଏହାରି ଭିତରେ ଗତକାଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ଏକ ଜନସଭା ଆୟୋଜିତ ହୋଇଥିଲା। ତେବେ ଏହି ଜନସଭା ଉପରକୁ ବିଜେପି ପଥର ମଡ କରଥିବା ଅଭିଯୋଗ ଉଠିଛି। […]

child-injured-in-bjps-stone-pelting

child-injured-in-bjps-stone-pelting

Madhupriya Mistry
  • Published: Sunday, 27 November 2022
  • Updated: 27 November 2022, 08:41 AM IST

Sports

Latest News

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଗୁଜରାଟ ନିର୍ବାଚନ। ଏହାକୁ ନେଇ ସବୁ ଦଳ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚଳାଇଛନ୍ତି। ପାଖାପଖି ସବୁ ଦଳର ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗୁଜରାଟରେ ଡେରା ପକାଇଛନ୍ତି। କେବଳ ସେତିକି ନୁହେଁ ଘନ ଘନ ବୈଠକ ଓ ଜନସଭା ମଧ୍ୟ ହେଉଛି। ଏହାରି ଭିତରେ ଗତକାଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ମଧ୍ୟ ଏକ ଜନସଭା ଆୟୋଜିତ ହୋଇଥିଲା। ତେବେ ଏହି ଜନସଭା ଉପରକୁ ବିଜେପି ପଥର ମଡ କରଥିବା ଅଭିଯୋଗ ଉଠିଛି। ଏହି ପଥରମାଡରେ ଜଣେ ନାବାଳକ ଆହତ ହୋଇଥିବା ଆପ୍ ଅଭିଯୋଗ ଆଣିଛି।

ସୂଚନା ମୁତାବକ, ଶନିବାର ଆମ୍ ଆଦମୀ ପାର୍ଟିର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆଙ୍କ ସୁରଟରେ ଏକ ନିର୍ବାଚନୀ ସଭା ଚାଲିଥିଲା ଏତିକି ବେଳେ କିଛି ଲୋକ ଏହି ସଭା ଉପରକୁ ପଥରମାଡ କରିଥିଲେ। ଏଥିରେ ଜଣେ ଛୋଟ ବଳକ ଆହତ ହୋଇଥିଲା। ଏହାକୁ ନେଇ ଆପ୍ ବିଜେପିକୁ ଟାର୍ଗେଟ୍ କରିଛି। ବିଜେପିର ଲୋକମାନେ ଏସବୁ କିଛି କରିଥିବା ଗୋପାଳ ଇଟାଲିଆ ଅଭିଯୋଗ କରିଛନ୍ତି। ଏଥିସହ ଗୁଜରାଟରେ ଆପ୍‌କୁ ମିଳୁଥିବା ଜନ ସମର୍ଥନକୁ ଦେଖି ବିଜେପି ଭୟଭୀତ ହୋଇଯାଇଥିବା ସେ କହିଛନ୍ତି।

ଆପ୍ ନେତା ଗୋପାଳ ଇଟାଲିଆ ଏହି ଘଟଣାର ଏକ ଫଟୋ ମଧ୍ୟ ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ କରି ସେ ଲେଖିଛନ୍ତି ‘କତାରଗାମ ବିଧାନସଭା ନିର୍ବାଚନ ହାରିବା ଭୟରେ ବିଜେପିର ଗୁଣ୍ଡାମାନେ ଆଜି ମୋର ନିର୍ବାଚନୀ ସଭା ଉପରକୁ ପଥରମାଡ କରିଥିଲେ। ଏଥିରେ ଜଣେ ନାବାଳକ ଆହତ ହୋଇଥିଲା। ୨୭ ବର୍ଷରେ ବିଜେପି ଯଦି କିଛି ଭଲ କାମ କରିଥାଆନ୍ତା ତେବେ ଆଜି ତାକୁ ଆପ୍‌ର ଜନସଭା ଉପରକୁ ପଥରମାଡ କରିବାକୁ ପଡିନଥାନ୍ତା। ବିଜେପିର ଏହି ପଥରମାଡର ଜବାବ ସାଧାରଣ ଜନତା ଝାଡୁରେ ଦେବେ।’

https://twitter.com/Gopal_Italia/status/1596536050725232640?s=20&t=jhftLQQQkQ8-NHMUvwu1QQ

ଉଲ୍ଲେଖଯୋଗ୍ୟ, ଆସନ୍ତା ଡିସମ୍ବେର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାସନସଭା ନିର୍ବାଚନ ହେବ। ଡିସେମ୍ବର ୮ ତରିଖରେ ଫଳାଫଳ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story