'ଗୁଗଲ କ୍ରୋମ' ୟୁଜର୍ସଙ୍କୁ ଚେତାବନୀ, ହ୍ୟାକ୍‌ ହୋଇପାରେ ଆକାଉଣ୍ଟସ୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ‘ଗୁଗଲ କ୍ରୋମ’ର ଅଧିକାଂଶ ୟୁଜର୍ସ ରହିଛନ୍ତି। କ୍ରୋମ୍‌ କୁ ଅନ୍ୟ ବ୍ରାଉଜର ଭଳି ହିଁ ବ୍ୟବହାର କରାଯାଏ। ଏହାର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ଢ଼େର ବଢ଼ିବାରେ ଲାଗିଛି। ତେବେ ଅତ୍ୟଧିକ ବ୍ୟବହାର ହେଉଥିବା ଯୋଗୁଁ କ୍ରୋମ ବ୍ରାଉଜର ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଠକେଇର ଶିକାର ହେବାକୁ ପଡୁଛି। ଏହାକୁ ନେଇ ସରକାର ଗୁଗଲ କ୍ରୋମ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଚେତାବନୀ ଜାରି କରିଛନ୍ତି। ଦେଶର ସରକାରୀ ଏଜେନ୍ସି CERT-In ଗୁଗଲ କ୍ରୋମ […]

Chrome

Chrome

Madhupriya Mistry
  • Published: Tuesday, 08 February 2022
  • Updated: 08 February 2022, 04:25 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ 'ଗୁଗଲ କ୍ରୋମ'ର ଅଧିକାଂଶ ୟୁଜର୍ସ ରହିଛନ୍ତି। କ୍ରୋମ୍‌ କୁ ଅନ୍ୟ ବ୍ରାଉଜର ଭଳି ହିଁ ବ୍ୟବହାର କରାଯାଏ। ଏହାର ଲୋକପ୍ରିୟତା ମଧ୍ୟ ଦିନକୁ ଦିନ ଢ଼େର ବଢ଼ିବାରେ ଲାଗିଛି। ତେବେ ଅତ୍ୟଧିକ ବ୍ୟବହାର ହେଉଥିବା ଯୋଗୁଁ କ୍ରୋମ ବ୍ରାଉଜର ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଠକେଇର ଶିକାର ହେବାକୁ ପଡୁଛି। ଏହାକୁ ନେଇ ସରକାର ଗୁଗଲ କ୍ରୋମ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଚେତାବନୀ ଜାରି କରିଛନ୍ତି।

ଦେଶର ସରକାରୀ ଏଜେନ୍ସି CERT-In ଗୁଗଲ କ୍ରୋମ ୟୁଜର୍ସମାନଙ୍କୁ ୱାର୍ଣ୍ଣିଂ ଜାରି କରିଛି। 98.0.4758.80 ଭର୍ସନ୍‌ ଏବଂ ତା' ପୂର୍ବର ଭର୍ସନ ପାଇଁ ଏହି ଆଲର୍ଟ ଜାରି ହୋଇଛି। ସରକାରୀ ଏଜେନ୍ସି ମୁତାବକ, 'ଗୁଗଲ କ୍ରୋମ ୟୁଜର୍ସଙ୍କୁ ନେଇ ଅନେକ ଠକେଇ ମାମଲା ସାମ୍ନାକୁ ଆସିଛି। ଗୁଗଲ କ୍ରୋମ ୟୁଜର୍ସ ଆକାଉଣ୍ଟସ୍‌ ଉପରେ ହ୍ୟାକର୍‌ମାନଙ୍କ ନଜର ରହିଛି। ସେମାନେ ଟାର୍ଗେଟ କରିଥିବା ସିଷ୍ଟମ ଉପରେ ଅର୍ବିଟରୀ କୋଡ୍‌ ଲାଗୁ କରିପାରନ୍ତି।'

CERT-In ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି, 'ଗୁଗଲ କ୍ରୋମ ବ୍ରାଉଜରର 98.0.4758.80 ଠାରୁ ପୁରୁଣା ଭର୍ସନଗୁଡିକରେ ଅନେକ ତ୍ରୁଟି ଦେଖାଦେଇଛି। ଏଥିଯୋଗୁଁ V8ରେ ବ୍ୟବହାର କରିବା ପାଇଁ ଏହା ସୁରକ୍ଷିତ ନୁହେଁ। ଏଥିରେ ୱେବ୍‌ ଆପ୍‌, ୟୁଜର ଇଣ୍ଟରଫେସ୍‌, ସ୍କ୍ରିନ୍‌ କ୍ୟାପଚର, ଫାଇଲ୍‌ API, ଅଟୋ-ଫିଲ୍‌ ଏବଂ ଡେଭଲପର୍ବସ ଟୁଳ୍‌ ଭଳି ତ୍ରୁଟି ସାମିଲ ରହିଛି।'

'ଏହି ସବୁ ଜିନିଷ ଆପଣଙ୍କ ଡିଭାଇସ୍ ହ୍ୟାକ୍ ହେବାର ଆଶଙ୍କା ବଢ଼ାଇଥାଏ। ବାସ୍ତବରେ ହ୍ୟାକରମାନେ ଆପଣଙ୍କ ବ୍ରାଉଜର୍ରେ ପ୍ରବେଶ କରି ଆପଣଙ୍କ ତଥ୍ୟ ଏବଂ ବ୍ୟାଙ୍କ ସହିତ ଜଡିତ ସମସ୍ତ ତଥ୍ୟକୁ ସହଜରେ ଚୋରି କରିପାରିବେ। ଏପରି ପରିସ୍ଥିତିରେ, ସୁରକ୍ଷାକୁ ଧ୍ୟାନରେ ରଖି ଗୁଗଲ୍ ଏହାର ଉପଭୋକ୍ତାମାନଙ୍କୁ ପୁରୁଣା ଭର୍ସନକୁ ଅପଡେଟ୍ କରିବାକୁ ପରାମର୍ଶ ଦେଉଛି ବୋଲି ସରକାରୀ ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି।'

ୟୁଜର୍ସମାନଙ୍କୁ ଗୁଗଲ କ୍ରୋମକୁ ସୁରକ୍ଷିତ ଭାବେ ବ୍ୟବହାର କରିବା ପାଇଁ ହ୍ୟାକିଂର ବିପଦ ଠାରୁ ନିଜକୁ ସୁରକ୍ଷିତ ରଖିବା ଉଚିତ। ଏଥିପାଇଁ ଗୁଗଲ କ୍ରୋମକୁ ଯାଇ, ସେଠାରେ ସେଟିଙ୍ଗରେ ଥିବା ଅପଡେଟ୍‌ରେ ଦିଆଯାଇଥିବା ତଥ୍ୟକୁ ଫଲୋ କରି ନୂଆ ଭର୍ସନ୍‌କୁ ଅପଡେଟ୍‌ କରିବାକୁ ପଡିବ। ଏଭଳି କରିବା ଦ୍ୱାରା ଆପଣ ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍‌ ହେବା ଠାରୁ ସୁରକ୍ଷିତ ରଖିପାରିବେ ବୋଲି ସରକାରୀ ଏଜେନ୍ସି ଦ୍ୱାରା ଜାରି ଚେତାବନୀରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story