ବିଚାରକୁ ସମାଲୋଚନା କରାଯାଉ, ବିଚାରପତିଙ୍କୁ ନୁହଁ: ଜଷ୍ଟିସ ଉଦୟ ଉମେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଭାବେ ଆସନ୍ତା ୨୭ ତାରିଖରେ  ଜଷ୍ଟିସ ଉଦୟ ଉମେଶ ଲଳିତ ଦାୟିତ୍ୱ ଗ୍ରହଣ କରିବେ।  ସେ ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଲଳିତଙ୍କ ନିଯୁକ୍ତିପତ୍ରରେ ମୋହର ମାରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଆସନ୍ତା ୨୬ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ଜଷ୍ଟିସ ଲଳିତ ନୂଆ ପ୍ରଧାନ ବିଚାରପତି ହେବେ।  ଏହିପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ଉଦୟ ଉମେଶ କହିଛନ୍ତି ଯେ, କହିଛନ୍ତି […]

uday-umesh

uday-umesh

Tapas Behera
  • Published: Monday, 15 August 2022
  • Updated: 15 August 2022, 04:46 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଭାବେ ଆସନ୍ତା ୨୭ ତାରିଖରେ  ଜଷ୍ଟିସ ଉଦୟ ଉମେଶ ଲଳିତ ଦାୟିତ୍ୱ ଗ୍ରହଣ କରିବେ।  ସେ ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଲଳିତଙ୍କ ନିଯୁକ୍ତିପତ୍ରରେ ମୋହର ମାରିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଆସନ୍ତା ୨୬ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ଜଷ୍ଟିସ ଲଳିତ ନୂଆ ପ୍ରଧାନ ବିଚାରପତି ହେବେ।  ଏହିପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ଉଦୟ ଉମେଶ କହିଛନ୍ତି ଯେ, କହିଛନ୍ତି ଯେ, ବିଚାରକୁ ନେଇ କେହି ଜଣେ ଗଠନମୂଳକ ସମାଲୋଚନା କରିପାରିବେ। ହେଲେ ବିଚାରପତିଙ୍କୁ ସାମାଲୋଚନା ହେବା ଅନୁଚିତ। ବିରପତିଙ୍କୁ ବ୍ୟକ୍ତିଗତ  ସମାଲୋଚନା ସ୍ପୃହଣୀୟ ନୁହେଁ। ମୁଁ ବିଶ୍ୱାସ କରେ ଯେ, ବିଚାରପତି ତାଙ୍କ ବିଚାର ଏବଂ ତାଙ୍କ ନିର୍ଦ୍ଦଶନାମା ଉପରେ ମନ୍ତ୍ୟବ୍ୟ ରଖିଥାନ୍ତି। ତେଣୁ ସର୍ବସାଧାରଣଙ୍କୁ ତାଙ୍କର ଯେଉଁ ରାୟ ଆସେ ତାହା ସମାଲୋଚିତ, ସମୀକ୍ଷା ହୋଇଥାଏ।  ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଲିଗାଲ ଏକ୍ସପର୍ଟ ଏବଂ ସାଧାରଣ ଲୋକଙ୍କ ସମାଲୋଚନାର ସରବ୍ୟ ହୋଇଥାନ୍ତି ବିଚାରପତି।

ତେବେ କୌଣସି ବିଚାରକୁ ନେଇ ଭିନ୍ନମତ ରହିପାରେ। ହେଲେ ବିଚାରପତିଙ୍କୁ ସମାଲୋନା ନକରି ବିଚାର ତଥା ରାୟ ଉପରେ ମନ୍ତବ୍ୟ ଦେବା ଶୋଭନୀୟ ହେବ ବୋଲି ସେ କହିଛନ୍ତି। ନିକଟରେ ବିଜେପିର ନୂପୁର ଶର୍ମାଙ୍କୁ ନେଇ ସୁପ୍ରିମକୋର୍ଟଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକରୁ ପଡ଼ିଥିଲା। ପ୍ରକୃତ କଥା ନବୁଝି ସିଧାସଳଖ ଅଦାଲତ ଉପରେ ଉଦ୍ଦେଶ୍ୟମୂଳକ ଭାଭେ ଅଙ୍ଗୁଳି ଉଠାଯାଉଛି। ତେଣୁ ରାୟ ଦେବାକୁ ନେଇ ନିକଟରେ ସୁପ୍ରିମକୋର୍ଟ ପ୍ରଧାନବିଚାପତି ଏନଭି ରମନ୍ନା କଙ୍ଗାରୋ କୋର୍ଟ ବୋଲି କହିଥିଲେ।

ବିଶେଷ କରି ମିଡିଆ ଟ୍ରାଏଲ ଏବଂ ସୋଶାଲ ମିଡିଆରେ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଉଥିବାରୁ  ପ୍ରଧାନ ବିଚାରପତି  ଉଦବେଗ ପ୍ରକଶ କରିଥିଲେ । ଘଟଣାର ସତ୍ୟତାକୁ ନପରଖି ଖବର ପ୍ରକାଶ କରାଯାଉଛି। ବିଚାରପତିଙ୍କ ବିରୋଧରେ ସାମାଜିକ ଗଣମାଧ୍ୟରେ ଅଭିଯାନ ଚଲାଯାଉଛି। ପୁଙ୍ଖାନୁପୁଙ୍ଖନ ଯାଞ୍ଚ ନକରି ମିଡିଆ କଙ୍ଗାରୁ କୋର୍ଟ ଚଲାଉଥିବା କହିଛନ୍ତି ପ୍ରଧାନ ବିଚାରପତି। ଏଥିସହ ବିଚାରପତିଙ୍କ ବିରୋଧରେ ଗଣମାଧ୍ୟମର ଆଭିମୁଖ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story