କଂଗ୍ରେସ ହେଉଛି ସବୁଠାରୁ ବଡ଼ ଜାତିବାଦୀ ଦଳ: ହାର୍ଦ୍ଦିକ ପଟେଲ

ଅହମ୍ମଦାବାଦ: ଇସ୍ତଫାର ଦିନକ ପରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି ହାର୍ଦ୍ଦିକ ପଟେଲ। ଆଜି ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠାରୁ ବଡ଼ ଜାତିବାଦୀ ଦଳ। ଅହମ୍ମଦାବାଦରେ ହାର୍ଦ୍ଦିକ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ପଟିଦାର ତଥା ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠୁ ବଡ଼ ଜାତିବାଦୀ ଦଳ। ଏଥିସହ ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ […]

hardik

hardik

Tapas Behera
  • Published: Thursday, 19 May 2022
  • Updated: 19 May 2022, 01:51 PM IST

Sports

Latest News

ଅହମ୍ମଦାବାଦ: ଇସ୍ତଫାର ଦିନକ ପରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି ହାର୍ଦ୍ଦିକ ପଟେଲ। ଆଜି ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠାରୁ ବଡ଼ ଜାତିବାଦୀ ଦଳ। ଅହମ୍ମଦାବାଦରେ ହାର୍ଦ୍ଦିକ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ପଟିଦାର ତଥା ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ କହିଛନ୍ତି ଯେ, କଂଗ୍ରେସ ହେଉଛି ସବୁଠୁ ବଡ଼ ଜାତିବାଦୀ ଦଳ। ଏଥିସହ ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ତାଙ୍କୁ କୌଣସି କାମ ଦେଉ ନଥିଲେ। ତାଙ୍କର ଦାୟିତ୍ୱ କେବଳ କାଗଜ କଲମରେ ସୀମିତ। ଗତ ଦୁଇ ବର୍ଷ ହେଲା ମତେ ଦଳର କୌଣସି ଦାୟିତ୍ୱ ଦିଆଗଲା ନାହିଁ ବୋଲି ହାର୍ଦ୍ଦିକ କହିଛନ୍ତି। ତେବେ ସେ  ବିଜେପିରେ ଯୋଗ ଦେବେ କି ପ୍ରଶ୍ନ ହେବାରୁ ସେ ମନା କରିଦେଇଥିଲେ। ଏ ପର୍ଯ୍ୟନ୍ତ ବିଜେପିରେ ମିଶିବା ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ବିଷୟରେ ତାଙ୍କୁ ଅନ୍ୟ ପଟିଦାର ନେତାମାନେ ଚେତାବନୀ ଦେଇଥିଲେ। ହେଲେ ସେ ସେମାନଙ୍କ କଥା ଶୁଣି ନଥିଲେ। ଏଥିପାଇଁ ମୁଁ ପଟିଦାର ନେତାମାନଙ୍କୁ କ୍ଷମା ମାଗୁଛି ବୋଲି ହାର୍ଦ୍ଦିକ ପଟେଲ କହିଛନ୍ତି। ମୁଁ ପଟିଦାର ବରିଷ୍ଠ ନେତା ଓ ମୋ ସାଥିମାନଙ୍କୁ କ୍ଷମା ମାଗୁଛି। ସେମାନେ ମୋତେ କଂଗ୍ରେସରେ ନମିଶିବା ପାଇଁ ଚେତାବନୀ ଦେଇଥିଲେ। ମୁଁ ଏବେ ଅନୁତାପ କରୁଛି। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ଦୁର୍ନୀତିଗ୍ରସ୍ତ ଦଳ। ରାହୁଲ ଗାନ୍ଧିଙ୍କ ଆଦିବାସୀ ସତ୍ୟାଗ୍ରହ ରାଲିରେ ୨୫,୦୦୦ ଳୋକେ ଏକାଠି ହୋଇଥିଲେ। କିନ୍ତୁ ୭୦,୦୦୦ ଲୋକଙ୍କର ବିଲ୍‌ ଭରା ଯାଇଥିଲା। କଂଗ୍ରେସର ଦୁର୍ନୀତି କେଉଁ ସ୍ତରକୁ ଯାଇପାରେ ଏହା ତାର ପ୍ରମାଶ ବୋଲି ହାର୍ଦ୍ଦିକ କହିଥିଲେ।

ହାର୍ଦ୍ଦିକ କହିଛନ୍ତି ଯେ, ଗୁଜରାଟ ଗସ୍ତରେ ରାହୁଲ ଗାନ୍ଧି ଆସିଥିବା ବେଳେ ରାଜ୍ୟ ସମସ୍ୟାକୁ ନେଇ ଗୋଟିଏ ବି ପ୍ରସଙ୍ଗ ଆଲୋଚନା ହୋଇ ନଥିଲା। ଯେତେବେଳେ ରାହୁଲ ଗାନ୍ଧି ଆସିଥିଲେ ତାଙ୍କୁ କି ପ୍ରକାର ଚିକେନ ସାଣ୍ଡୱିଚ୍‌ ଦିଆଯିବ ବୋଲି ଆଲୋଚନା ହୋଇଥିଲା। କଂଗ୍ରେସରେ ଜାତିବାଦ ରାଜନୀତି ଛଡ଼ା ଆଉ କିଛି ହୁଏ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଗତ କିଛି ଦିନ ହେବ ହାର୍ଦ୍ଦିକ କଂଗ୍ରେସ ନେତାଙ୍କୁ ନେଇ ଅସନ୍ତୁଷ୍ଟ ଥିଲେ। ସେ ଦଳ ଛାଡିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ଗତକାଲି ହାର୍ଦ୍ଦିକ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story