ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଖସୁଛି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଖସୁଛି । ଶନିବାର ସନ୍ଧ୍ୟାରେ ଆସିଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୬୦୪ଟି ନୂଆ ମାମଲା ଚିହ୍ନଟ ହୋଇଛି।  ଏଥିସହ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା  ୧୮,୪୨,୫୨୩ଟି ମାମଲାକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାଇରସ୍ ଯୋଗୁ ୧୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।  ମୃତ୍ୟୁ ସଂଖ୍ୟା ୨୫,୯୬୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୪ ଜଣ ଆରୋଗ୍ୟ ଲାଭ […]

kerala-covid-cases

kerala-covid-cases

Tapas Behera
  • Published: Saturday, 05 February 2022
  • Updated: 05 February 2022, 08:04 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଖସୁଛି । ଶନିବାର ସନ୍ଧ୍ୟାରେ ଆସିଥିବା ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୬୦୪ଟି ନୂଆ ମାମଲା ଚିହ୍ନଟ ହୋଇଛି।  ଏଥିସହ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା  ୧୮,୪୨,୫୨୩ଟି ମାମଲାକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାଇରସ୍ ଯୋଗୁ ୧୭ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।  ମୃତ୍ୟୁ ସଂଖ୍ୟା ୨୫,୯୬୯କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୨୪ ଜଣ ଆରୋଗ୍ୟ ଲାଭ କରଇଚନତି।

ଏଯାଏଁ ମୋଟ ୧୮,୦୬,୫୭୫ ଜଣ କରୋନାକୁ ପରାସ୍ତ କରିଚନ୍ତି। ଦିଲ୍ଲୀରେ କରୋନା ପଜିଟିଭିଟି ହାର ୩ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଏହା ୨.୮୭  ପ୍ରତିଶତ ରହିଛି। ଯଦି ସମଗ୍ର ଦେଶ ର ଚିତ୍ରକୁ ଦେଖିବା  ତେବେ ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୧.୨୭ ଲକ୍ଷ ନୂଆ କରୋନା ମାମଲା ରୁଜୁ ହୋଇଛି। ଏଥିସହିତ ପଜିଟିଭିଟି ହାର ୮ ପ୍ରତିଶତକୁ ଖସି ଆସିଛି। ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଏହି ସୂଚନା ମିଳିଛି ।

ବର୍ତ୍ତମାନ ଦେଶରେ ପଜିଟିଭିଟି ହାର ହେଉଛି ୭.୯୮ ପ୍ରତିଶତ।  ଭାରତରେ ବର୍ତ୍ତମାନ ୧୩,୩୧,୬୪୮ ସକ୍ରିୟ ମାମଲା ରହିଛି। ଏଥିସହିତ ରିକଭରି ହାର ୯୫.୬୪ ପ୍ରତିଶତ ରେକର୍ଡ଼ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୧୦୫୯ ଜଣଙ୍କର ମୃତ୍ୟୁ ଘଟିଛି। ୨୩୦୮୧୪ ଜର ସୁସ୍ଥ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story