ସିସୋଦିଆଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଅବକାରୀ ଅନିୟମିତତା ପ୍ରସଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ  ବାସଭବନରେ ସିବିଆଇ ରେଡ୍‌କୁ ନେଇ ରାଜନୀତି  ଥମିବାର ନାଁ ଧରୁନି।  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ମନିଷ ସିସୋଦିଆ ସିବିଆଇ କବଳରୁ ଖସିବାର ବାଟ ନଥିଲା। ମଦ ଦୁର୍ନୀତି ମାମଲାରେ ସିସୋଦିଆ ସମ୍ପୃକ୍ତ ଥିବା ସବିଆଇ ପାଖରେ ଯଥେଷ୍ଟ ପ୍ରମାଣ ଥିଲା। ସମ୍ବିତ ପାତ୍ର ସିସୋଦିଆଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଆପଣ ବିଶ୍ୱର ଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଯେତେବେଳେ  […]

sambit-patra

sambit-patra

Tapas Behera
  • Published: Wednesday, 24 August 2022
  • Updated: 24 August 2022, 03:50 PM IST

Sports

Latest News

ନୂଆଦିଲ୍ଲୀ: ଅବକାରୀ ଅନିୟମିତତା ପ୍ରସଙ୍ଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ  ବାସଭବନରେ ସିବିଆଇ ରେଡ୍‌କୁ ନେଇ ରାଜନୀତି  ଥମିବାର ନାଁ ଧରୁନି।  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ମନିଷ ସିସୋଦିଆ ସିବିଆଇ କବଳରୁ ଖସିବାର ବାଟ ନଥିଲା। ମଦ ଦୁର୍ନୀତି ମାମଲାରେ ସିସୋଦିଆ ସମ୍ପୃକ୍ତ ଥିବା ସବିଆଇ ପାଖରେ ଯଥେଷ୍ଟ ପ୍ରମାଣ ଥିଲା। ସମ୍ବିତ ପାତ୍ର ସିସୋଦିଆଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଆପଣ ବିଶ୍ୱର ଶ୍ରେଷ୍ଠ ଶିକ୍ଷାମନ୍ତ୍ରୀ ହୋଇପାରନ୍ତି। କିନ୍ତୁ ଯେତେବେଳେ  ଅବକାରୀ ମନ୍ତ୍ରୀଥିଲ ସେହି ସମୟରେ କଣ ସବୁ ଘଟିଛି ସେ ବିଷୟରେ ପ୍ରକାଶ କର।  ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବିତ ପାତ୍ର ଯୋଗ ଦେଇ କହିଛନ୍ତି ଯେ, ରାଜଧାନୀରେ ମଦ୍ୟବସାୟକୁ ନେଇ ଏକ ବିଷେଶଜ୍ଞ ଦଳ ଦେଇଥିବା ସଂସ୍କାରକୁ ଦିଲ୍ଲୀ ସରକାର ଅଣଦେଖା କରିଛନ୍ତି। ପଞ୍ଜାବରେ ଅନୈତିକ ଭାବେ ନିର୍ବାଚନ ଜିତିବା ପାଇଁ ସେମାନେ ବ୍ୟାପକ ଭାବେ ଅବକାରୀ ଘୋଟାଲା କରିଛନ୍ତି। ବିଜେପି ପ୍ରଶ୍ନରୁ ଆପ ଖସିବାକୁ ଉଦ୍ୟମ କ ରୁଛି।

କାହା ନିର୍ଦ୍ଦେଶରେ ବିଷେଶଜ୍ଞ ଟିମ୍‌ ଦେଇଥିବା  ଅବକାରୀ ସଂସ୍କାର ନୀତିକୁ ଅଗ୍ରାହ୍ୟ କରାଗଲା ବୋଲି ସମ୍ବିତ ସିସୋଦିଆଙ୍କୁ ପ୍ରଶ୍ନ କରିଛନ୍ତି।  କିଛି ଦିନ ପୂର୍ବେ ସିସୋଦିଆ କହିଥିଲେ ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ  ବିଜେପିର ମେସେଜ ଆସିଛି।

ଆପକୁ ଭାଙ୍ଗି ଯଦି ସେ ଯଦି ବିଜେପି ମିଶିବେ, ତା’ହେଲେ ସେମାନେ ସିବିଆଇ-ଇଡି କେସ୍‌ ସବୁ ବନ୍ଦ କରିଦେବେ ବୋଲି ସିଶୋଦିଆ କହିଛନ୍ତି। ହେଲେ ସିଶୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story