ଦେଶରେ ଦାରିଦ୍ର୍ୟ ଅସୁର ଭାବେ ଉଭା ହୋଇଛି: ଆରଏସଏସ ସାଧାରଣ ସମ୍ପାଦକ

  ନୂଆଦିଲ୍ଲୀ: ଯେଉଁ ପ୍ରସଙ୍ଗ ବିରୋଧୀ କ୍ରମାଗତ ଭାବେ ଉଠାଇ ଆସୁଛନ୍ତି ସେଥିରେ ସ୍ୱର ମିଶାଇଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସଏସ)। ବିଜେପିର ଆଦର୍ଶଗତ ସହଯୋଗୀ ଆରଏସଏସ ଦେଶରେ ଆର୍ଥିକ ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ମୁଖ୍ୟତଃ ଦେଶରେ ଦାରିଦ୍ର୍ୟ, ବେକାରୀ ଓ ଅର୍ଥନୈତିକ ସଙ୍କଟକୁ ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରକାଶ ପାଇ ଥିବା ବାର୍ଷିକ ରିପୋର୍ଟ କାର୍ଡ଼ରେ ଏ ସବୁ ଉଲ୍ଲେଖ ରହିଛି। ଆରଏଏସର ସାଧାରଣ ସମ୍ପାଦକ […]

rss

rss

Tapas Behera
  • Published: Monday, 03 October 2022
  • Updated: 03 October 2022, 03:58 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ପ୍ରସଙ୍ଗ ବିରୋଧୀ କ୍ରମାଗତ ଭାବେ ଉଠାଇ ଆସୁଛନ୍ତି ସେଥିରେ ସ୍ୱର ମିଶାଇଛି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆରଏସଏସ)। ବିଜେପିର ଆଦର୍ଶଗତ ସହଯୋଗୀ ଆରଏସଏସ ଦେଶରେ ଆର୍ଥିକ ପରିସ୍ଥିତିକୁ ନେଇ ଚିନ୍ତାବ୍ୟକ୍ତ କରିଛି। ମୁଖ୍ୟତଃ ଦେଶରେ ଦାରିଦ୍ର୍ୟ, ବେକାରୀ ଓ ଅର୍ଥନୈତିକ ସଙ୍କଟକୁ ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରକାଶ ପାଇ ଥିବା ବାର୍ଷିକ ରିପୋର୍ଟ କାର୍ଡ଼ରେ ଏ ସବୁ ଉଲ୍ଲେଖ ରହିଛି। ଆରଏଏସର ସାଧାରଣ ସମ୍ପାଦକ ଦ୍ରତାତେୟ  ହୋସାବାଲେ କହିଛନ୍ତି ଯେ, ଦେଶରେ ୨୦ କୋଟି ଲୋକଙ୍କର ଆର୍ଥିକ ସ୍ଥତି ଅତ୍ୟନ୍ତ ଗମ୍ଭୀର ରହିଛି।  ଏଥିପାଇଁ ଦେଶରେ ଗତ କିଛି ଦଶନ୍ଧି ଧରି  ତିଆର ହେଉଥିବା ଦୁର୍ବଳ ଅର୍ଥନୈତିକ ରୂପରେଖକୁ ସେ ଦାୟୀ କରିଛନ୍ତି । ଗତ କିଛି ବର୍ଷ ହେବ ଦେଶରେ  ପ୍ରସ୍ତୁତି ହୋଇ ଆସୁଥିବା ଅର୍ଥନୈତିକ ପଲିସିକୁ ସେ ସମାଲୋଚନା କରିଛନ୍ତି। ଆରଏସଏସର ଏକ ଶାଖା ସ୍ୱଦେଶୀ ଜାଗରଣ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ

ଦ୍ରତାତେୟ କହିଛନ୍ତି ଯେ, ଆମେ ବହୁ ଆଗକୁ ଯିବା ସତ୍ତ୍ୱେ ଦେଶର ଏମିତି କିଛି ଜାଗା ଅଛି ଯେଉଁଠି ଲୋକମାନେ ଅନେକ ସମସ୍ୟାକୁ ଚ୍ୟାଲେଞ୍ଜ କରୁଛନ୍ତି।  ସେ ଆହୁରି କହିଛନ୍ତି ଯେ,  ଦେଶରେ ଦାରିଦ୍ର୍ୟ ଅସୁର ଭାବେ ଉଭା ହୋଇଛି। ଏବେବି ଦେଶରେ ୨୦ କୋଟିରୁ ଊର୍ଦ୍ଧ୍ୱ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ବାଷ କରୁଛନ୍ତି।

ଯାହା  ଅତ୍ୟନ୍ତ କଷ୍ଟଦାୟକ। ସେହିପରି ଦେଶରେ ୨୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କର ଦୈନିକ ଆୟ ୨୭୫ ଟଙ୍କାରୁ କମ୍। ସେହିପରି ଦେଶରେ ଏବେ ୪ କୋଟି ବେକାରୀ ଅଛନ୍ତି। ଯାହା ୭.୬ ପ୍ରତିଶତ ହେବ। ଏହି କାର୍ଯ୍ୟକ୍ରମରେ ଦ୍ରତାତେୟ ଚାକିରି , ଶିକ୍ଷା, ଅପପୁଷ୍ଟି, ପାନୀୟ ଜଳ ଏବଂ ପରିବେଶ ପ୍ରଦୂଷଣ ପ୍ରସଙ୍ଗରେ ଉତ୍‌ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story