ଲାଞ୍ଚ ନେବା ହେଲା କାଳ: ଥିଲେ ଡିଏସ୍‌ପି, ହେଲେ ଏସ୍‌ଆଇ

ଲକ୍ଷ୍ନୌ: ଥିଲେ ସବ୍ ଇନ୍‌ସପେକ୍ଟର। ପ୍ରମୋସନ ପାଇ ଡିଏସ୍‌ପି ହେଲେ। କିନ୍ତୁ ଡିଏସ୍‌ପି ହେବା ପରେ ଏତେ ମାତ୍ରାରେ ଲାଞ୍ଚ ନେଲେ ଯେ, ଏହା ତାଙ୍କ ପାଇଁ କାଳ ପାଲଟିଗଲା। ଡେପୁଟି ଏସ୍‌ପିରୁ ସେ ପୁଣି ଏସ୍‌ଆଇକୁ ଖସି ଆସିଲେ। ଲାଞ୍ଚ ନେଉଥିବା ମାମଲା ଧରାପଡିବା ପରେ ଡିଏସ୍‌ପିଙ୍କ ଏବେ ଡିମୋସନ୍ ହୋଇଛି। ପୁଣି ଥରେ ତାଙ୍କୁ ସବ୍ ଇନ୍‌ସପେକ୍ଟର କରିଦିଆଯାଇଛି। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁରରେ। ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ […]

deputy-sp-vidya-kishore-sharma

deputy-sp-vidya-kishore-sharma

Madhupriya Mistry
  • Published: Wednesday, 02 November 2022
  • Updated: 02 November 2022, 05:52 PM IST

Sports

Latest News

ଲକ୍ଷ୍ନୌ: ଥିଲେ ସବ୍ ଇନ୍‌ସପେକ୍ଟର। ପ୍ରମୋସନ ପାଇ ଡିଏସ୍‌ପି ହେଲେ। କିନ୍ତୁ ଡିଏସ୍‌ପି ହେବା ପରେ ଏତେ ମାତ୍ରାରେ ଲାଞ୍ଚ ନେଲେ ଯେ, ଏହା ତାଙ୍କ ପାଇଁ କାଳ ପାଲଟିଗଲା। ଡେପୁଟି ଏସ୍‌ପିରୁ ସେ ପୁଣି ଏସ୍‌ଆଇକୁ ଖସି ଆସିଲେ। ଲାଞ୍ଚ ନେଉଥିବା ମାମଲା ଧରାପଡିବା ପରେ ଡିଏସ୍‌ପିଙ୍କ ଏବେ ଡିମୋସନ୍ ହୋଇଛି। ପୁଣି ଥରେ ତାଙ୍କୁ ସବ୍ ଇନ୍‌ସପେକ୍ଟର କରିଦିଆଯାଇଛି। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁରରେ।

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିରୋ ଟଲରେନ୍ସ ନୀତିକୁ କଡାକଡି କରିଛନ୍ତି। ଲାଞ୍ଚ ନେବା ମାମଲାରେ ଜଣେ ଡେପୁଟି ଏସପିଙ୍କୁ ସବ୍ ଇନ୍‌ସପେକ୍ଟର ପାହ୍ୟାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ। ରାମପୁର ନଗରର ତତ୍‌କାଳୀନ ଡିଏସପି ବିଦ୍ୟା କିଶୋର ଶର୍ମାଙ୍କୁ ମୂଳ ପଦରୁ ପ୍ରତ୍ୟାବର୍ତ୍ତନ କରି ଏସ୍‌ଆଇ ଭାବେ ସାନି ନିଯୁକ୍ତି ଦେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ୟା କିଶୋର ଶର୍ମାଙ୍କୁ ୨୦୨୧ ମସିହାରେ ରାମପୁର ଜିଲ୍ଲାରେ ନିଯୁକ୍ତି ମିଳିଥିଲା। ସେଠାରୁ ତାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏହି ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ବେଳେ ବିଦ୍ୟା କିଶୋର ଶର୍ମା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ଏବେ ଯୋଗୀ ଆଦିତ୍ୟନାଥ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଦ୍ୟା କିଶୋରଙ୍କ ଡିଏସ୍‌ପି ପଦବୀ କାଢ଼ି ନେଇ ତାଙ୍କୁ ଏସ୍‌ଆଇ ଭାବେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

https://twitter.com/aap_ka_santosh/status/1587711386331025409?s=20&t=dXpEf8l6NfJdtLI4WpdNNQ

ଏନେଇ ରାଜ୍ୟ ଗୃହ ବିଭାଗ ତରଫରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ୨୦୨୧ ମସିହାରେ ଜଣେ ମହିଳା ବିଦ୍ୟା କିଶୋରଙ୍କ ନାମରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ମୁତାବକ ସ୍ୱାମୀ ବିବେକାନନ୍ଦ ହସ୍ପିଟାଲର ସଂଚାଳକ ବିନୋଦ ଯାଦବ ଓ ତତ୍‌କାଳୀନ ଇନସ୍ପେକ୍ଟର ରାମବୀର ଯାଦବ ଉକ୍ତ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ।

ଏହି ମାମଲାରେ ଲାଞ୍ଚ ନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ମହିଳାଙ୍କ ଏଭଳି ଅଭିଯୋଗ ପରେ ପରେ ସୋସିଆଲ ମିଡିଆରେ ଡିଏସପି ବିଦ୍ୟା କିଶୋର ଶର୍ମା ଟଙ୍କା ଭର୍ତ୍ତି ଥିବା ବ୍ୟାଗ ଗ୍ରହଣ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ରାମପୁରର ଡିଏସପି ଥିବା ବିଦ୍ୟା କି‌ଶୋର ଗଣଦୁଷ୍କର୍ମ ମାମଲାରେ ୫ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହେବାରୁ ତାଙ୍କୁ ନିଲମ୍ବିତ କରାଯାଇ ସରକାରୀ ସ୍ତରରେ ତଦନ୍ତ ଆରମ୍ଭ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story