କାଶୀ ବିଶ୍ୱନାଥ ମନ୍ଦିର ଗର୍ଭଗୃହରେ ଶ୍ରଦ୍ଧାଳୁ ଓ ସେବାୟତ ମାରପିଟ୍‌, ଭିଡିଓ ଭାଇରାଲ

ଲକ୍ଷ୍ନୌ: ମନ୍ଦିର ଗର୍ଭଗୃହ ଭିତରେ ମାରପିଟ୍‌। ଠାକୁର ଦର୍ଶନକୁ ନେଇ ପିଟାପିଟି ହେଲେ ଶ୍ରଦ୍ଧାଳୁ ଓ ସେବାୟତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶ୍ରାବଣ ମାସରେ ପ୍ରାୟ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ। କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ଭିଡ ଜମିଥିଲା। ଠାକୁର ଦର୍ଶନ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ମନ୍ଦିରରେ ସନ୍ଧ୍ୟା ଆଳତି […]

Kashi Vishwanath temple

Kashi Vishwanath temple

Madhupriya Mistry
  • Published: Sunday, 24 July 2022
  • Updated: 24 July 2022, 02:07 PM IST

ଲକ୍ଷ୍ନୌ: ମନ୍ଦିର ଗର୍ଭଗୃହ ଭିତରେ ମାରପିଟ୍‌। ଠାକୁର ଦର୍ଶନକୁ ନେଇ ପିଟାପିଟି ହେଲେ ଶ୍ରଦ୍ଧାଳୁ ଓ ସେବାୟତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶ୍ରାବଣ ମାସରେ ପ୍ରାୟ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ। କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ଭିଡ ଜମିଥିଲା। ଠାକୁର ଦର୍ଶନ ପାଇଁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ମନ୍ଦିରରେ ସନ୍ଧ୍ୟା ଆଳତି ଚାଲିଥିଲା। ଏହି ସମୟରେ ମନ୍ଦିର ଗର୍ଭଗୃହକୁ ବନ୍ଦ କରିବା ବେଳେ ହଠାତ ଦୁଇ ଜଣ ଶ୍ରଦ୍ଧାଳୁଙ୍କ ମନ୍ଦିର ଗର୍ଭଗୃହ ଭିତରେ ପ୍ରବେଶ ଓ ଠାକୁର ଦର୍ଶନକୁ ନେଇ ସେବାୟତଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଏହି ଝଗଡା ପରେ ଉଗ୍ର ରୂପ ନେଇଥିଲା। ମନ୍ଦିର ଗର୍ଭଗୃହ ଭିତରେ ହିଁ ଶ୍ରଦ୍ଧାଳୁ ଓ ସେବାୟତ ପରସ୍ପର ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା।

मंदिर में जमकर हुई मारपीट

ଏହି ଘଟଣା ଜଣାପଡିବା ପରେ ଉଭୟଙ୍କୁ ବୁଝାସୁଝା କରି ଗର୍ଭଗୃହ ଭିତରୁ ବାହାରକୁ ଅଣାଯାଇଥିଲା। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ୍‌ ହୋଇଛି। ଏହି ପ୍ରସଙ୍ଗରେ ସେବାୟତମାନେ ମନ୍ଦିରର ସିଇଓ ସୁନୀଲ ବର୍ମାଙ୍କୁ ଚିଠି ଲେଖି ତାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ପୁଲିସ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି। ସେପଟେ ଶ୍ରଦ୍ଧାଳୁଙ୍କ ଭକ୍ତଙ୍କ ପକ୍ଷରୁ ସମ୍ପୃକ୍ତ ପୁଲିସ ଷ୍ଟେସନରେ ୪ ଜଣ ସେବାୟତ ଏବଂ ମନ୍ଦିରର PRO ବିରୋଧରେ ମାମଲା ରୁଜୁ କରାଯାଇଛି।

ବାରାଣାସୀର କୃଷ୍ଣନନ୍ଦ ଗୁପ୍ତା ଏହି ଘଟଣାରେ ପାଞ୍ଚ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ତପନ, ଶିବାନନ୍ଦ ପାଣ୍ଡେ, ରାଜୁ, ତମି ଏବଂ PRO ଅଖିଲେଶଙ୍କ ନାମ ସାମିଲ ଅଛି। କିଛି ଦିନ ପୂର୍ବରୁ ପୁଲିସ ଓ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ଦର୍ଶନ ଉପାସନାକୁ ନେଇ ବିବାଦ ଲାଗି ରହିଥିଲା। ଏହା ପରେ ମନ୍ଦିରର କର୍ମଚାରୀମାନେ ମଧ୍ୟ ମନ୍ଦିର ନିକଟସ୍ଥ ପୁଲିସ ଷ୍ଟେସନରେ ଧାରଣାରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story