ସିନା ବୋରା ବଞ୍ଚିଛନ୍ତି କି ? କ’ଣ କହିଲେ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ: ପୂର୍ବତନ ମିଡିଆ ଏକଜିକ୍ୟୁଟିଭ୍‌ ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି।  ନିଜ ଝିଅ ସିନା ବୋରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ଜେଲରେ ୬ ବର୍ଷ ରହିବା ପରେ ଆଜି ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲା ଜେଲରୁ  ଅପରାହ୍ନରେ ମୁକୁଳିଛନ୍ତି। ଆଜି ଜେଲରୁ ବାହାରିବା ପରେ ଅପେକ୍ଷରତ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଛନ୍ତି ଇନ୍ଦ୍ରାଣୀ। ସେ କହିଛନ୍ତି,  ମୋତେ ଯେଉଁମାନେ ଆଘାତ ଦେଇଥିଲେ ମୁଁ ତାଙ୍କୁ କ୍ଷମା କରିଦେଇଛି […]

indrani

indrani

Tapas Behera
  • Published: Friday, 20 May 2022
  • Updated: 21 May 2022, 10:49 AM IST

Sports

Latest News

ମୁମ୍ବାଇ: ପୂର୍ବତନ ମିଡିଆ ଏକଜିକ୍ୟୁଟିଭ୍‌ ଇନ୍ଦ୍ରାଣୀ ମୁଖାର୍ଜୀ ଆଜି ଜେଲରୁ ଜାମିନରେ ମୁକୁଳିଛନ୍ତି।  ନିଜ ଝିଅ ସିନା ବୋରା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିବା ଇନ୍ଦ୍ରାଣୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି । ଜେଲରେ ୬ ବର୍ଷ ରହିବା ପରେ ଆଜି ଇନ୍ଦ୍ରାଣୀ ମୁମ୍ବାଇର ବାଇକୁଲା ଜେଲରୁ  ଅପରାହ୍ନରେ ମୁକୁଳିଛନ୍ତି। ଆଜି ଜେଲରୁ ବାହାରିବା ପରେ ଅପେକ୍ଷରତ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଛନ୍ତି ଇନ୍ଦ୍ରାଣୀ। ସେ କହିଛନ୍ତି,  ମୋତେ ଯେଉଁମାନେ ଆଘାତ ଦେଇଥିଲେ ମୁଁ ତାଙ୍କୁ କ୍ଷମା କରିଦେଇଛି । ନିଜ ଝିଅ ବଞ୍ଚିଥିବା ନେଇ ସେ ପୂର୍ବରୁ ଚାଞ୍ଚଲ୍ୟକର ଦାବି କରିଥିଲେ ଇନ୍ଦ୍ରାଣୀ । ଏ ବିଷୟରେ ପ୍ରଶ୍ନ ହେବାରୁ ‌ଇନ୍ଦ୍ରାଣୀ କହିଛନ୍ତି ଯେ, କୋର୍ଟରେ ମାମଲା ବିଚରାଧୀନ ଥିବାରୁ ଏ ବିଷୟରେ କିଛି କମେଣ୍ଟ ଦେବା ଉଚିତ ହେବନି।  ତେଣୁ ସେ ଏହି ମାମଲାରେ କିଛି କହିବାକୁ ମନା କରିଦେଇ ଥିଲେ ।  ଜୀବନକୁ  ମୁଁ ଏବେ ଭିନ୍ନ ଲେନ୍ସରେ ଦେଖୁଛି। ମୁଁ ଜୀବନରେ ଅନେକ ଲୋକଙ୍କ ସଂସ୍ପର୍ଷରେ ଆସିଛି। ଏହା ଏକ ଅଦ୍ଭୁତ ଯାତ୍ରା ଥିଲା। ଏହି ଲମ୍ବା ଯାତ୍ରାରେ  ମୁଁ ଧର୍ଯ୍ୟ ଧରିବା ଶିଖିଛି । ମୁଁ  ଏବେ ଖୁସି।  ମୁଁ ଜେଲରେ ଅନେକ କିଛି ଶିଖିଛି। ସେସବୁ ପରେ କବି ବୋଲି ଇନ୍ଦ୍ରାଣୀ କହିଛନ୍ତି। ତାଙ୍କ ସହ ଘଟିଥିବା ଘଟଣା ପାଇଁ ସେ କାହାକୁ ଦାବି କରିବେକି ପ୍ରଶ୍ନ ହୋ‌ଇଥିଲା। ଉତ୍ତରରେ ଯେଇଁମାନେ ତାଙ୍କୁ ଆଘାତ ଦେଇଛନ୍ତି ସେ  ସମସ୍ତଙ୍କୁ କ୍ଷମା କରିଦେଇଛନ୍ତି ବୋଲି କହିଛନ୍ତି।

୨୦୨୧ ଡିସେମ୍ବର ମାସରେ  ଇନ୍ଦ୍ରାଣୀ ମୁଖାର୍ଜୀ ଝିଅ ଜୀବିତ ଥିବା ଦାବି କରିଥିଲେ। ଏହି ହତ୍ୟା ମାମଲାରେ ୨୦୧୫ରୁ ଇନ୍ଦ୍ରାଣୀ ମୁମ୍ବାଇ ବାଇକୁଲା କାରାଗାରରେ ଥିଲେ। ସେ ସମୟରେ ମାମଲାର ତଦନ୍ତ କରୁଥିବା ସିବିଆଇକୁ ୫୦ବର୍ଷୀୟା ଇନ୍ଦ୍ରାଣୀ ଚିଠି ଲେଖିଥିଲେ। ସିନା କଶ୍ମୀରରେ ଅଛନ୍ତି।  ଜଣେ ମହିଳା କଏଦୀ ସିନାଙ୍କୁ କାଶ୍ମୀରରେ ଭେଟିଥିବା ତାଙ୍କୁ କହିଛନ୍ତି; ତେଣୁ ସେ କାଶ୍ମୀରରେ ଅଛନ୍ତି ଏବଂ ସିବିଆଇ ତାଙ୍କୁ ଠାବ କରୁ ବୋଲି ଇନ୍ଦ୍ରାଣୀ ଚିଠିରେ ଲେଖିଥିଳେ। ଏତେ ବର୍ଷ ଧରି ସିନା ମରିଯାଇଥିବା କହିଆସୁଥିବା ଇନ୍ଦ୍ରାଣୀ ହଠାତ୍‌ ସେ ବଞ୍ଚିଥିବା କହିବା ସମସ୍ତଙ୍କୁ ବିସ୍ମିତ କରିଥିଲା। ସୂଚନାନୁଯାୟୀ, ୨୦୧୨ ଏପ୍ରିଲରେ ନିଖୋଜ ହୋଇଯାଇଥିବା ସିନାଙ୍କ ଗଳିତ ମୃତଦେହ ମାସକ ପରେ ମହାରାଷ୍ଟ୍ରର ରାଇଗଡ଼ ଜିଲା ଅଧୀନ ପେନ୍‌ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ଏବଂ ତାଙ୍କୁ ହତ୍ୟା ଅଭିଯୋଗରେ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ତଥା ସିନାଙ୍କ ମାଆ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ୨୦୧୫ ଅଗଷ୍ଟରେ ମୁମ୍ବାଇ ପୁଲିସ ଗିରଫ କରିଥିଲା । ଇନ୍ଦ୍ରାଣୀ ତାଙ୍କ ପ୍ରଥମ ସ୍ୱାମୀ ସଞ୍ଜୀବ ଖାନ୍ନା ଓ ଗାଡ଼ିଚାଳକ ଶ୍ୟାମ ରାଏ କାର୍‌ ଭିତରେ ତଣ୍ଟିଚିପି ୨୫ବର୍ଷୀୟା ସିନାଙ୍କୁ ହତ୍ୟା କରିଥିବା ତଦନ୍ତ ବେଳେ ସ୍ୱୀକାର କରିଥିଲେ । ଇନ୍ଦ୍ରାଣୀଙ୍କ ଦ୍ୱୀତୀୟ ସ୍ୱାମୀ (ଦ୍ୱିତୀୟ ସ୍ୱାମୀ ପିଟର ମୁଖାର୍ଜୀ)ଙ୍କ ସହ କାର୍‌ ଚାଳକ ଏହି ମାମଲାରେ‌ ଗିରଫ ହୋଇଥିଲେ। ଆହୁରି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ୨୦୧୫ରେ ଘଟିଥିଲ, ଯେତେବେଳେ ସିଦ୍ଧାର୍ଥ ଦାସ ନାମକ ଜଣେ ବ୍ୟକ୍ତି ସିନାଙ୍କ ପ୍ରକୃତ ବାପା ବୋଲି ସ୍ୱୀକାର କରିଥିଲେ।

ସଞ୍ଜୀବ ଖାନ୍ନାଙ୍କ ଔରସରୁ ଜନ୍ମିତ ସିନାଙ୍କ ସହ ଇନ୍ଦ୍ରାଣୀଙ୍କର ସମ୍ପର୍କ ଭଲ ନ ଥିଲା। ଦ୍ୱିତୀୟ ସ୍ୱାମୀ ପିଟର ମୁଖାର୍ଜୀଙ୍କ ପୁଅ ରାହୁଲଙ୍କ ସହ ସିନାଙ୍କ ସମ୍ପର୍କକୁ ନେଇ ମା’ଝିଅଙ୍କ ମଧ୍ୟ​ରେ‌ ଅପଡ଼ ହୋଇଥିଲା । ଏତଦ୍‌ ବ୍ୟତୀତ ଆର୍ଥିକ କାରବାରକୁ ନେଇ ମଧ୍ୟ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।  ଯେଉଁଥିପାଇଁ ଇନ୍ଦ୍ରାଣୀ ସିନାଙ୍କୁ ହତ୍ୟା କରିଥିଲେ ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା । ହତ୍ୟା ପରେ ସିନା ଆମେରିକାରେ ଥିବା ଇନ୍ଦ୍ରାଣୀ କହିଥିଲେ । ୨୦୧୫ରେ ଅନ୍ୟ ଏକ ହତ୍ୟା ମାମଲାରେ ଇନ୍ଦ୍ରାଣୀଙ୍କ କାର୍‌ ଚାଳକ ଶ୍ୟାମ ଗିରଫ ହେବା ପରେ ସିନା ମୃତ୍ୟୁ ରହସ୍ୟ ପଦାକୁ ଆସିଥିଲା । ଶ୍ୟାମର ବୟାନ ଆଧାରରେ ସଞ୍ଜୀବ, ପିଟର ପ୍ରମୁଖଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ପ୍ରାୟ ୬୦ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଏପରି ସ୍ଥଳେ ୨୦୧୯ରେ ପିଟର ଇନ୍ଦ୍ରାଣୀଙ୍କୁ ଛାଡ଼ପତ୍ର ଦେଇ ୧୭ବର୍ଷ ସମ୍ପର୍କର ଅନ୍ତ ଘଟାଇଥିଲେ । ୨୦୨୦ ମାର୍ଚ୍ଚରେ ପିଟର ଜାମିନରେ ମୁକୁଳିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story