ଜ୍ଞାନବାପୀ ମସଜିଦ୍‌ ମାମଲା: ଗିରଫ ପ୍ରଫେସରଙ୍କ ମୁକ୍ତି ଦାବିରେ ଡିୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ୍‌ ମାମଲାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନଲାଲଙ୍କ ମୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ସମ୍ପୃକ୍ତ ପ୍ରଫେସରଙ୍କ ଗିରଫଦାରିକୁ ବିରୋଧ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଫେସରଙ୍କ ସପକ୍ଷରେ ବାହାରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକାଠି ହୋଇ ପୁଲିସ ଏବଂ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଛନ୍ତି। ପୁଲିସ ରିପୋର୍ଟ ଅନୁଯାୟୀ,  ବାରାଣସିର ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସରେ ଠାବ ହୋଇଥିବା ଶିବ ଲିଙ୍ଗକୁ […]

professor

professor

Tapas Behera
  • Published: Saturday, 21 May 2022
  • Updated: 21 May 2022, 12:59 PM IST

Sports

Latest News

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ୍‌ ମାମଲାରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନଲାଲଙ୍କ ମୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ସମ୍ପୃକ୍ତ ପ୍ରଫେସରଙ୍କ ଗିରଫଦାରିକୁ ବିରୋଧ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଫେସରଙ୍କ ସପକ୍ଷରେ ବାହାରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକାଠି ହୋଇ ପୁଲିସ ଏବଂ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଛନ୍ତି। ପୁଲିସ ରିପୋର୍ଟ ଅନୁଯାୟୀ,  ବାରାଣସିର ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସରେ ଠାବ ହୋଇଥିବା ଶିବ ଲିଙ୍ଗକୁ ନେଇ ପ୍ରଫେସର ରତନଲାଲ ଅରୁଚିକର ମନ୍ତବ୍ୟ ଦେଇଥିଲେ।

ଫଳରେ ତାଙ୍କୁ ଗତକାଲି ଗିରଫ କରାଯାଥିବା ବାଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଆଇପିସି ଧାରା ୧୫୩ଏ( ଧର୍ମୀୟ ଦୃଷ୍ଟି କୋଣରୁ ବିଭିନ୍ନ ସଙ୍କଠନ ମଧ୍ୟରେ ଶତ୍ରୁତା ସୃଷ୍ଟି କଲା ଭଳି ମନ୍ତବ୍ୟ ଦେବା ଓ ଶାନ୍ତି ଭଙ୍ଗ କରିବା), ୨୯୫ଏ(  ଧର୍ମୀୟ ଘୃଣା ସୃଷ୍ଟି କରିବା ) ଆଦି ସଙ୍ଗିନ ଦଫା ଲାଗିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ. ରତନ ଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଓକିଲ ଭିନିତ ଜିନ୍ଦଲ ଦିଲ୍ଲୀ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ପରି ଅଭିଯୋଗ ହୋଇଥିଲା। ଏନେଇ  ଆଡଭୋକେଟ ଭିନିତ ଜିନ୍ଦଲ କହିଛନ୍ତି ଯେ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ମିଳିଥିବା ଏକ ‘ଶିବଲିଙ୍ଗ’ ମାମଲା  ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି । ଏପରି ସ୍ଥିତିରେ ରତନ ଲାଲ ଶିବଲିଙ୍ଗ ଉପରେ ଏକ ଅପମାନଜନକ, ଉତ୍ତେଜନାମୂଳକ ତଥା ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିଛନ୍ତି।  ଏନେଇ ଆଡଭୋକେଟଜଣକ ଗତ ୧୭ ତାରିଖରେ ପ୍ରଫେସର ରତନ ଲାଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ନିଜ ପକ୍ଷ ରଖି ରତନ ଲାଲ କହିଥିଲେ, “ଭାରତରେ ଯଦି ଆପଣ କୌଣସି ବିଷୟରେ କୁହନ୍ତି, ତେବେ  ତାହା ଦ୍ୱାରା ଅନ୍ୟର ଭାବନା କ୍ଷତିଗ୍ରସ୍ତ ହେବ। ତେଣୁ ଏହା କିଛି ନୂଆ ନୁହେଁ । ମୁଁ ଜଣେ ଐତିହାସିକ ତଥା ପୁରାତନ କିର୍ତ୍ତୀରାଜୀ ଉପରେ ଗବେଷଣା କରିଛି ।  ମୁଁ ମୋର ପୋଷ୍ଟରେ ବହୁତ ଶାଳୀନତା ଭାଷା ବ୍ୟବହାର କରିଛି ଏବଂ ତଥାପି ମୋତେ ଏବେ ସଫେଇ ଦେବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story