ଫାଇନାଲ୍ ପୂର୍ବରୁ ଥରିଲା ଦୁବାଇ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଆରମ୍ଭ ହୋଇଛି। କିନ୍ତୁ ଏହାର ଠିକ୍ ପୂର୍ବରୁ ଦୁବାଇରେ ଭୂକମ୍ପର ଝଟକା ଅନୁଭୂତ କରାଯାଇଛି। ଯେଉଁଥିରେ ଲୋକେ ଭୟଭୀତ ହୋଇ ବିଲ୍ଡିଂ ବାହାରକୁ ଚାଲିଯାଇଥିଲେ। ଆରବ ନ୍ୟୁଜ୍ ମୁତାବକ, ଦକ୍ଷିଣ ଇରାନରେ ରବିବାର ସନ୍ଧ୍ୟାରେ ୬.୨ ତିବ୍ରତାରେ ଭୂକମ୍ପ ଆସିଥିଲା। ଯାହା ପରେ ୟୁଏଇ ଏବଂ ଦୁବାଇର ଲୋକମାନେ ମଧ୍ୟ ଏହି ଭୂକମ୍ପ […]

dubai

dubai

Ranjit Kumar Jena
  • Published: Sunday, 14 November 2021
  • Updated: 14 November 2021, 08:55 PM IST

Sports

Latest News

ଦୁବାଇ: ଚଳିତ ଟି-୨୦ ବିଶ୍ୱକପର ଫାଇନାଲ୍ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଆରମ୍ଭ ହୋଇଛି। କିନ୍ତୁ ଏହାର ଠିକ୍ ପୂର୍ବରୁ ଦୁବାଇରେ ଭୂକମ୍ପର ଝଟକା ଅନୁଭୂତ କରାଯାଇଛି। ଯେଉଁଥିରେ ଲୋକେ ଭୟଭୀତ ହୋଇ ବିଲ୍ଡିଂ ବାହାରକୁ ଚାଲିଯାଇଥିଲେ।

ଆରବ ନ୍ୟୁଜ୍ ମୁତାବକ, ଦକ୍ଷିଣ ଇରାନରେ ରବିବାର ସନ୍ଧ୍ୟାରେ ୬.୨ ତିବ୍ରତାରେ ଭୂକମ୍ପ ଆସିଥିଲା। ଯାହା ପରେ ୟୁଏଇ ଏବଂ ଦୁବାଇର ଲୋକମାନେ ମଧ୍ୟ ଏହି ଭୂକମ୍ପ ଅନୁଭୂତ କରିଥିଲେ। ୟୁଏଇରେ ହୋଇଥିବା ଭୂକମ୍ପର ତିବ୍ରତା ୨.୩ ଥିଲା।

https://twitter.com/A4yush/status/1459861582490574857?s=20

ଖଲୀଜ ଟାଇମ୍ସ ମୁତାବକ, ଦୁବାଇର ଅଲଗା ଅଲଗା ସ୍ଥାନରେ ଝଟକା ଅନୁଭୂତ ହୋଇଥିଲା, ଯେଉଁ କାରଣରୁ ଲୋକେ ନିଜ ଘରୁ, ଅଫିସ୍ ଓ ବିଲ୍ଡିଂରୁ ବାହାରି ଆସିଥିଲେ। ଦୁବାଇ ବ୍ୟତୀତ ଶାରଜାରେ ମଧ୍ୟ ସାମାନ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

https://twitter.com/FKartal_/status/1459864233018019845?s=20

ସୂଚନାଯୋଗ୍ୟ, ଆଇସିସି ଟି-୨୦ ବିଶ୍ୱକପର ଫାଇନାଲ୍ ରବିବାର ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ୫ ୱିକେଟରେ ଇଂଲଣ୍ଡକୁ ଏବଂ ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ ମଧ୍ୟ ସମାନ ୱିକେଟ୍ ବ୍ୟବଧାନରେ ଟାଇଟଲ୍ ଫେବରିଟ୍ ପାକିସ୍ତାନକୁ ପରାସ୍ତ କରି ଫାଇନାଲ୍ ଟିକେଟ୍ କାଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story