ବିଧାନଭାରେ କୋହ ସମ୍ଭାଳିପାରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବିଧାନଭାରେ କୋହ ସମ୍ଭାଳିପାରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ନାଥ ସିନ୍ଦେ। ଅସ୍ଥା ଭୋଟରେ ବିଜୟୀ ପରେ ଆଜି ପ୍ରଥମଥର ପାଇଁ ବିଧାନଭାରେ ଉଦବୋଧନ ଦେବା ବେଳେ ଭାବବିହୂଳ ହୋଇପଡ଼ିଥିଲେ ସିନ୍ଦେ। ଆଜି ତାଙ୍କ ଭାଷଣ ରଖିବା ବେଳେ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା। ଆଜିର ଭାଷଣରେ ତାଙ୍କ ଜୀବନରେ ସେ ଭୋଗିଥିବା ଦୁଃଖ ଦୁର୍ଦ୍ଦଶାର ଅକୁହା କାହାଣୀ ବଖାଣିଥିଲେ। ଯୁବାବସ୍ଥାରେ ସେ ତାଙ୍କ ଦୁଇ ପିଲାଙ୍କୁ ହରାଇଛନ୍ତି।  ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । […]

Eknath

Eknath

Tapas Behera
  • Published: Monday, 04 July 2022
  • Updated: 04 July 2022, 04:48 PM IST

Sports

Latest News

ମୁମ୍ବାଇ: ବିଧାନଭାରେ କୋହ ସମ୍ଭାଳିପାରିଲେନି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକ ନାଥ ସିନ୍ଦେ। ଅସ୍ଥା ଭୋଟରେ ବିଜୟୀ ପରେ ଆଜି ପ୍ରଥମଥର ପାଇଁ ବିଧାନଭାରେ ଉଦବୋଧନ ଦେବା ବେଳେ ଭାବବିହୂଳ ହୋଇପଡ଼ିଥିଲେ ସିନ୍ଦେ। ଆଜି ତାଙ୍କ ଭାଷଣ ରଖିବା ବେଳେ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା। ଆଜିର ଭାଷଣରେ ତାଙ୍କ ଜୀବନରେ ସେ ଭୋଗିଥିବା ଦୁଃଖ ଦୁର୍ଦ୍ଦଶାର ଅକୁହା କାହାଣୀ ବଖାଣିଥିଲେ। ଯୁବାବସ୍ଥାରେ ସେ ତାଙ୍କ ଦୁଇ ପିଲାଙ୍କୁ ହରାଇଛନ୍ତି।  ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି । ତାଙ୍କ ବାପା ବଞ୍ଚିଯାଇଥିଲେ। ହେଲେ ମା’ ଚାଲିଗଲେ। ଜୀବନ ଯାତ୍ରାରେ ଯନ୍ତ୍ରଣାକୁ ବର୍ଣ୍ଣନା କରି ସିନ୍ଦେ କହିଥିଲେ ଯେ, ମୁଁ  ମୋ ପରିବାରକୁ ଅଧିକ ସମୟ ଦେଇ ପାରିନି। ମୁଁ ଯେତେବେଳେ ଘରକୁ ଫେରେ ସେମାନେ ଶୋଇଯାଇଥାନ୍ତି।  ଆଉ ମୁଁ ଉଠିଲା ବେଳକୁ ସେମାନେ କାମକୁ ଚାଲିଯାଇଥାନ୍ତି। ମୁଁ ମୋର ପୁଅ ଶ୍ରୀକାନ୍ତଙ୍କୁ ଅଧିକ ସମୟ ଦେଇ ପାରିନି। ମୁଁ ମୋର ଦୁଇ ଛୁଆକୁ ହରାଇଛି।  କିନ୍ତୁ ଶିବସେନାର ଆନନ୍ଦ ଦିଗେ ମୋ ବିପଦରେ ଛିଡ଼ା ହୋଇ ମୋତେ  ଆଶ୍ୱସନା ଦେଇଛନ୍ତି। ମୁଁ ଭାବୁଥଲି ମୋର ସବୁ ସରିଗଲା। ମୁଁ ନିଶ୍ୱ ହୋଇଗଲି।  କିନ୍ତୁ ଶିବସେନାର ଆନନ୍ଦ ଦିଜେ ମୋ ପାଇଁ ଜଣେ ଆଇକନ ଥିଲେ। ସବୁ ଖରାପ ସମୟରେ ସେ ମୋ ସାଥ ଦେଇ ଆସିଛନ୍ତି। ସେ ମୋତେ ନିଜର ଲୁହ ପୋଛିବା ସହ ଅନ୍ୟର ଲୁହ ପୋଛିବାକୁ ପରାମର୍ଶ ଦେଇ ଆସୁଥିଲେ।  ତାଙ୍କରି ପ୍ରେରଣାରେ ମୁଁ ଶିବ ଶିବସେନାର ନେତା ହୋଇ ପାରିଛି। ତାଙ୍କ ପାଇଁ ମୁଁ ବିଧାନସଭାକୁ ନିର୍ବାଚିତ ହୋଇ ପାରିଥିବା ସିନ୍ଦେ କହିଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆଜି  ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବାଜି ମାରିଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଭୋଟ ପଡ଼ିଛି। ଉଦ୍ଧବ ଠାକରେ ସରକାରରେ ସିନ୍ଦେ କ୍ୟାବିନେଟ ମନ୍ତ୍ରୀ ଥିଲେ। ହେଲେ ସେ ୪୦ ଜଣ ଶିବସେନା ବିଧାୟକଙ୍କୁ ନେଇ ବିଦ୍ରୋହ କରିବାରୁ ଉଦ୍ଧବ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସମର୍ଥନରେ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ସହ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରୁଛନ୍ତି। ଏସବୁ ଭିତରେ ଆଜି ସରକାର ଚଳାଇବା ସିନ୍ଦେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story