ବିମାନ ଉପରେ 5G ବିପଦ: ସ୍ୱାଭାବିକ ହେଉଛି ଉଡ଼ାଣ

ନୂଆଦିଲ୍ଲୀ: ଆମେରିକାରେ AT ଆଣ୍ଟ T ଏବଂ ଭେରାଇଜନ୍ ସଂସ୍ଥାର 5G ନେଟୱର୍କ ସର୍ଭିସ୍ ଆରମ୍ଭ ପରେ, ବ୍ୟାପକ ପ୍ରଭାବିତ ହୋଇଥିବା ବିମାନ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି।  ସୁରକ୍ଷା କାରଣ ଦର୍ଶାଇ ଏୟାର୍ ଇଣ୍ଡିଆ, ଏମିରେଟ୍ସ ଓ ଲୁଫ୍ତାନ୍ସା ଆଦି ବିମାନସେବା ପ୍ରଦାନକାରୀ ସଂସ୍ଥା ଏକାଧିକ ବୋଇଂ 777 ଉଡ଼ାଣ ଅଚାନକ ରଦ୍ଦ କରିଦେଇଥିଲେ।  ଏହାକୁ ନେଇ ବହୁ ବିମାନଯାତ୍ରୀ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିଲେ।  ତେବେ ବୋଇଂ କଂପାନୀ ଏବଂ […]

5G

5G

Tapas Behera
  • Published: Sunday, 23 January 2022
  • Updated: 24 January 2022, 11:54 AM IST

Sports

Latest News

ନୂଆଦିଲ୍ଲୀ: ଆମେରିକାରେ AT ଆଣ୍ଟ T ଏବଂ ଭେରାଇଜନ୍ ସଂସ୍ଥାର 5G ନେଟୱର୍କ ସର୍ଭିସ୍ ଆରମ୍ଭ ପରେ, ବ୍ୟାପକ ପ୍ରଭାବିତ ହୋଇଥିବା ବିମାନ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି।  ସୁରକ୍ଷା କାରଣ ଦର୍ଶାଇ ଏୟାର୍ ଇଣ୍ଡିଆ, ଏମିରେଟ୍ସ ଓ ଲୁଫ୍ତାନ୍ସା ଆଦି ବିମାନସେବା ପ୍ରଦାନକାରୀ ସଂସ୍ଥା ଏକାଧିକ ବୋଇଂ 777 ଉଡ଼ାଣ ଅଚାନକ ରଦ୍ଦ କରିଦେଇଥିଲେ।  ଏହାକୁ ନେଇ ବହୁ ବିମାନଯାତ୍ରୀ ନାହିଁ ନଥିବା ସମସ୍ୟାର ସାମ୍ନା କରିଥିଲେ।  ତେବେ ବୋଇଂ କଂପାନୀ ଏବଂ ଆମେରିକା ସରକାରଙ୍କ ବିମାନ ଚଳାଚଳ ନିୟାମକ ସଂସ୍ଥା FAAର ଆଶ୍ୱାସନା ପରେ ୮୦ ପ୍ରତିଶତ ବିମାନ ଉଡ଼ାଣ ଆରମ୍ଭ ହୋଇଛି ।  ଏବେବି ୨୦ ପ୍ରତିଶତ ବିମାନକୁ ଅନୁମତି ମିଳିନାହିଁ ।

ଆମେରିକାରେ ୩.୭ରୁ ୩.୯ ଗିଗାହର୍ଜ ବ୍ୟାଣ୍ଡରେ 5G ସେବା ଯୋଗାଇ ଦିଆଯାଉଛି।  ହେଲେ କିଛି ନିର୍ଦ୍ଦିଷ୍ଟ ଧରଣର ବିମାନରେ ଭୂପୃଷ୍ଠରୁ ଉଚ୍ଚତା ଜାଣିବା ପାଇଁ ବ୍ୟବହୃତ ରେଡିଓ ଅଲ୍ଟିମିଟର୍ର ବ୍ୟାଣ୍ଡ୍ ହେଉଛି ୪.୨ରୁ ୪.୪ ଗିଗାହର୍ଜ । ଏହି ୨ଟି ସ୍ପେକ୍ଟ୍ରମ୍ ମଧ୍ୟରେ ଅନ୍ତର ଅତି ନଗଣ୍ୟ ହୋଇଥିବାରୁ, 5G ନେଟ୍ଓ୍ୱର୍କ ବିମାନ ଅଲ୍ଟିମିଟର୍ର କାର୍ଯ୍ୟକାରିତାକୁ ପ୍ରଭାବିତ କରିପାରେ।   ଏୟାରପୋର୍ଟ ନିକଟରେ 5G ଟାଓ୍ୱାର୍ ରହିଲେ, ଲୋ-ଭିଜିବିଲିଟି ସ୍ଥିତିରେ ବିମାନ ଅବତରଣ ଓ ବ୍ରେକିଂ ସିଷ୍ଟମରେ ସମସ୍ୟା ଆସିପାରେ ।  ଏପରିକି ବିମାନ ଦୁର୍ଘଟଣାର ମଧ୍ୟ ଶିକାର ହୋଇପାରେ।

ଅନ୍ୟପଟେ ଭାରତରେ ଯଥାଶୀଘ୍ର 5G ନେଟ୍ଓ୍ୱର୍କ ଆରମ୍ଭ କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ଜିଓ ଏବଂ ଏୟାରଟେଲ ।  ହେଲେ ଆମେରିକାରେ ହଇଚଇ ପରେ ଭାରତରେ ବି 5G ଆରମ୍ଭ ହେଲେ ବିମାନ ଯାତ୍ରା କେତେ ସୁରକ୍ଷିତ ରହିବ, ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।   ତେବେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପ୍ରାଥମିକ ଭାବେ ଭରସା ଦେଇଛି ଯେ, ଦେଶରେ 5G ସେବା ଆରମ୍ଭ ହେଲେ ବିମାନ ସେବା ପ୍ରତି କୌଣସି ବିପଦ ନାହିଁ ।  କାରଣ ଭାରତରେ ୩.୩ରୁ ୩.୬ ଗିଗାହର୍ଜ ବ୍ୟାଣ୍ଡରେ 5G ଚାଲିବ।   ଆମେରିକାରେ 5G ଓ ବିମାନ ଅଲ୍ଟିମିଟର୍ ସ୍ପେକ୍ଟ୍ରମ୍ ମଧ୍ୟରେ ୨୨୦ ମେଗାହର୍ଜ ଅନ୍ତର ଥିବା ବେଳେ, ଭାରତରେ ତାହା ୫୩୦ ମେଗାହର୍ଜ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story