ଚାଷୀମାନେ ଚାହିଁଲେ ସରକାର ବଦଳାଇପାରିବେ: କେସିଆର

ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ  ଭେଟିଛନ୍ତି କେସିଆର। ଏହି ଅବସରରେ  ଆୟୋଜିତ ସଭାରେ ଯୋଗ ଦେଇ କେସିଆର କହିଛନ୍ତି ଯେ, ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ। କେନ୍ଦ୍ରକୁ ଟାର୍ଗେଟ […]

KCR

KCR

Tapas Behera
  • Published: Sunday, 22 May 2022
  • Updated: 22 May 2022, 08:15 PM IST

Sports

Latest News

ଅମୃତସର: ବିବାଦୀୟ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବା ଚାଷୀମାନଙ୍କ ପ୍ରତି ସମବେଦନନା ଜଣାଇଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଆଜି ପଞ୍ଜାବ ଗସ୍ତରେ ଥିବା ବେଳେ କେସିଆର ଚାଷୀ ଆନ୍ଦୋଳନ ବେଳେ ଜୀବନ ଦେଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ  ଭେଟିଛନ୍ତି କେସିଆର। ଏହି ଅବସରରେ  ଆୟୋଜିତ ସଭାରେ ଯୋଗ ଦେଇ କେସିଆର କହିଛନ୍ତି ଯେ, ଚାଷୀମାନେ ଚାହିଁଲେ କେନ୍ଦ୍ରରେ ସରକାର ବଦଳାଇ ପାରିବେ।

କେନ୍ଦ୍ରକୁ ଟାର୍ଗେଟ କରି କେସିଆର କହିଥିଲେ ଯେ, କୃଷି ଆଇନକୁ ବିରୋଧ କରିଥିବା ଚାଷମୀନଙ୍କୁ ଖଲିସ୍ଥାନୀ ଏବଂ ଆତଙ୍କବାଦୀ ରୂପ ଦେଇ ସେମାନଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରାଯାଇଥିଲା। ମୁଁ କୃଷି ନେତମାନଙ୍କୁ  ଆହ୍ୱାନ କରୁଛି ସେମାନେ ଏହି ଆନ୍ଦୋଳନ ଜାରି ରଖିବା ଉଚିତ। କେବଳ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ କିମ୍ବା ଦିଲ୍ଲୀ ନୁହଁ ସମଗ୍ର ଦେଶକୁ ଏହି ଆନ୍ଦୋଳନ ପସାରିତ ହେବା ଉଚିତ। କୃଷକମାନେ ଚାହିଁଲେ କେନ୍ଦ୍ର ସରକାରଙ୍କୁ ବଦଳାଇପାରିବେ ବୋଲି ସେ କହିଛନ୍ତି।

ଏଥିସହ ଦେଶସାରା ଆନ୍ଦୋଳନ ଲାଗି ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି।  ସେ କହିଛନ୍ତି ଯେ, ଏହି ଆନ୍ଦୋଳନରେ ଆମ ଆଦମୀ ପାର୍ଟି ଭଳି ଅନ୍ୟ ବିପକ୍ଷ ଦଳ ସହ ସାମିଲ  ହେବେ ଏବଂ ସମର୍ଥନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ କୃଷକ ନେତା ରାକେଶ ଟିକାୟତ ବି ସେଠାରେ ଉପସ୍ଥିତ ଥିଲେ । ରାକେଶ ଟିକାୟତ ଗତ ବର୍ଷ ବିବାଦୀୟ କୃଷି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନରେ ଅନ୍ୟତମ ନେତା ଥିଲେ । ସୂଚନା ଅନୁଯାୟୀ, କେସିଆର ଗଲୱାନ ଘାଟିରେ ସହିଦ ହୋଇଥିବା ସୈନ୍ୟ ଏବଂ ଚାଷୀ ଆନ୍ଦୋଳନ ସମୟରେ ମୃତ୍ୟୁ ହୋଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପଞ୍ଜାବରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story