ଗୋଟିଏ ପୋଲକୁ ମମତା ଓ ଶୁଭେନ୍ଦୁ ଅଧିକାରୀ ୨ ଥର ଉଦ୍‌ଘାଟନ କଲେ

କୋଲକାତା: ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଆଗ ପଛ ହୋଇ ଅଲଗା ଅଲଗା ଦିନରେ ଗୋଟିଏ ପୋଲକୁ ୨ ଜଣ ଉଦ୍‌ଘାଟନ କରିଛନ୍ତି। ରାଜନୀତିର ଏହି ରୋଚକ ଘଟଣାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ପଶ୍ଚିବଙ୍ଗର କମରକୁଣ୍ଠୁ ରେଲୱେ ଓଭର ବ୍ରିଜକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଗତ ସପ୍ତାହରେ ସେ ଏହାକୁ ଉଦ୍‌ଘାଟନ କରିଥିଲେ। ହୁଗଲୀ ଜିଲ୍ଲାରେ ଥିବା ଏହି ଓଭରବ୍ରିଜ୍‌କୁ […]

Mamata and Suvendu

Mamata and Suvendu

Tapas Behera
  • Published: Friday, 10 June 2022
  • Updated: 10 June 2022, 09:42 PM IST

Sports

Latest News

କୋଲକାତା: ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଆଗ ପଛ ହୋଇ ଅଲଗା ଅଲଗା ଦିନରେ ଗୋଟିଏ ପୋଲକୁ ୨ ଜଣ ଉଦ୍‌ଘାଟନ କରିଛନ୍ତି। ରାଜନୀତିର ଏହି ରୋଚକ ଘଟଣାକୁ ନେଇ ଏବେ ଚାଲିଛି ଚର୍ଚ୍ଚା।

ପଶ୍ଚିବଙ୍ଗର କମରକୁଣ୍ଠୁ ରେଲୱେ ଓଭର ବ୍ରିଜକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ଘାଟନ କରିଥିଲେ । ଗତ ସପ୍ତାହରେ ସେ ଏହାକୁ ଉଦ୍‌ଘାଟନ କରିଥିଲେ। ହୁଗଲୀ ଜିଲ୍ଲାରେ ଥିବା ଏହି ଓଭରବ୍ରିଜ୍‌କୁ ଆଜି ପୁନର୍ବାର ପୂର୍ବତଟ ରେଲୱେ ପକ୍ଷରୁ ଉଦ୍‌ଘାଟନ କରାଯାଇଥିଲା । ଆଉ ଏଥିରେ ପଶ୍ଚିବଙ୍ଗର ବିଜେପି ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅବଶ୍ୟ  ନିମନ୍ତ୍ରଣ ତାଲିକାରା କିଛି ସ୍ଥାନୀୟ ଟିଏମସି ନେତା ଓ ମନ୍ତ୍ରୀଙ୍କ ନାମ ମଧ୍ୟ ଥିଲା।

ପୂର୍ବରୁ ଉଭୟ ରାଜ୍ୟ ସରକାରଙ୍କ ପ୍ରତିନିଧି ଓ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବ୍ରଜ୍‌ ଉଦଘଘାଟନ ନେଇ ଚିଠି ଲେଖିଥିଲା ପୂର୍ବତଟ ରେଲୱେ। କାରଣ ଏହି ପ୍ରକଳ୍ପର ୬୦ ପ୍ରତିଶତ ଅନୁଦାନ କେନ୍ଦ୍ରର ରହିଛି। ହେଲେ ପୂର୍ବତଟ ରେଲୱେର ଏହି ଚିଠିକୁ ଖାତିର କରିନଥିଲେ ଦିଦି। ଫଳରେ ସେ ଆଗୁଆ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟପଟେ ରାଜ୍ୟ ସରକାରଙ୍କୁ ମାଇଲେଜ ଦେବାକୁ ଚାହୁଁନଥିବା ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଆଜି ପୁଣି ଥରେ ଏହି ବ୍ରିଜ୍‌କୁ ଉଦଘାଟନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story