ଠକେଇ ମାମଲା: ଜେଲ୍‌ରୁ ବାହାରିଲେ କୋଚର୍ ଦମ୍ପତି

ନୂଆଦିଲ୍ଲୀ: କାଲି ଜାମିନ ମିଳିବା ପରେ ଆଜି ଜେଲ୍‌ରୁ ବାହାରିଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର। ଠକେଇ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ତାଙ୍କ ଗିରଫ ଆଇନର ବ୍ୟବସ୍ଥା ଅନୁଯାୟୀ କରାଯାଇ ନାହିଁ। ଜଷ୍ଟିସ୍ ରେବତୀ ମୋହିତାଇ ଡେରେ ଏବଂ ଜଷ୍ଟିସ୍ ପି. କେ ଚହ୍ୱାନ ଖଣ୍ଡପୀଠ କହିଛନ୍ତି, କୋଚର […]

chanda-kochhar-released-from-jail

chanda-kochhar-released-from-jail

Madhupriya Mistry
  • Published: Tuesday, 10 January 2023
  • Updated: 10 January 2023, 11:36 AM IST

Sports

Latest News

ନୂଆଦିଲ୍ଲୀ: କାଲି ଜାମିନ ମିଳିବା ପରେ ଆଜି ଜେଲ୍‌ରୁ ବାହାରିଛନ୍ତି ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦା କୋଚର। ଠକେଇ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଜାମିନ ପ୍ରଦାନ କରିଛନ୍ତି।

କୋର୍ଟ କହିଛନ୍ତି ଯେ ତାଙ୍କ ଗିରଫ ଆଇନର ବ୍ୟବସ୍ଥା ଅନୁଯାୟୀ କରାଯାଇ ନାହିଁ। ଜଷ୍ଟିସ୍ ରେବତୀ ମୋହିତାଇ ଡେରେ ଏବଂ ଜଷ୍ଟିସ୍ ପି. କେ ଚହ୍ୱାନ ଖଣ୍ଡପୀଠ କହିଛନ୍ତି, କୋଚର ଦମ୍ପତିଙ୍କ ଗିରଫଦାରୀ ସିଆର୍‌ପିସି ଧାରା ୪୧-ଇ ଉଲ୍ଲଂଘନ କରିଛି।

ଯେକୌଣସି ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଆଇନଗତ ମଞ୍ଜୁରୀ ଆବଶ୍ୟକ। କିନ୍ତୁ ସିବିଆଇକୁ ସେମିତି କୌଣସି ତଦନ୍ତ ପାଇଁ ମଞ୍ଜୁରୀ ମିଳି ନାହିଁ। ତେଣୁ ଗିରଫ ବେଆଇନ ବୋଲି ଦର୍ଶାଇବା ପରେ ବମ୍ବେ ହାଇକୋର୍ଟ ଏହା ଉପରେ ବିଚାର କରି ସହମତି ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଆଇସିସିଆଇ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ଚନ୍ଦା କୋଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ୨୩ ଡିସେମ୍ବର ଦିନ ସିବିଆଇ ଗିରଫ କରିଥିଲା।।

ମିଡିଆ ରିପୋର୍ଟ ଅନୁଯାୟୀ, ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଥିବା ବେଳେ ମାର୍ଚ୍ଚ ୨୦୧୮ ରେ ଭିଡିଓକନ ଗ୍ରୁପ୍‌କୁ ୩ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୋନ୍ ପ୍ରଦାନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହେବ ପରେ ଏହାର ତଦନ୍ତ ଭାର ସିବିଆଇ ନେଇଥିଲା।

ଏହି ମାମଲାର ତଦନ୍ତ ଚାଲିଥିବାବେଳେ ଚନ୍ଦା କୋଚର ଅକ୍ଟୋବର ୨୦୧୮ରେ ଆଇସିଆଇସିଆଇ ବ୍ୟାଙ୍କ ଏମ୍‌ଡି ଏବଂ ସିଇଓ ପଦ ଛାଡ଼ି ଥିଲେ। ୨୦୨୦ ମେ’ ମାସରେ ଇଡି ଅଭିଯୁକ୍ତ ଏହି ଦମ୍ପତିଙ୍କୁ ପଚରାଉଚରା କରିଥିଲା। ଏହାପରେ ଉଭୟେ ଅଭିଯୁକ୍ତ ନେଇ ସୁରାଗ ପାଇବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story