ଏଣିକି ହୋଟେଲ ମାଲିକ ନେଇପାରିବେନି ସର୍ଭିସ ଚାର୍ଜ

ନୂଆଦିଲ୍ଲୀ: ଏଣିକି ହୋଟେଲ କିମ୍ବା ରେସ୍ତୋରାଁରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ। ଆଗରୁ ବାଏ ଡିଫଲ୍ଟ ଭାବେ ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଭିଡ଼ାଯାଉଥିଲା। ଏବେ ଏହି ସର୍ଭିସ ନେବାକୁ ବାରଣ କରିଛି  କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ।  ଏହି ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଉଲ୍ଲଂଘନ କଲେ ଗ୍ରାହକଙ୍କୁ ଅଭିଯୋଗ ଦାଖଲ କରିବାକୁ  କୁହାଯାଇଛି। ଉପଭୋକ୍ତାଙ୍କ ଅଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏକହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି […]

hotel

hotel

Tapas Behera
  • Published: Monday, 04 July 2022
  • Updated: 04 July 2022, 08:27 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ହୋଟେଲ କିମ୍ବା ରେସ୍ତୋରାଁରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ। ଆଗରୁ ବାଏ ଡିଫଲ୍ଟ ଭାବେ ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଭିଡ଼ାଯାଉଥିଲା। ଏବେ ଏହି ସର୍ଭିସ ନେବାକୁ ବାରଣ କରିଛି  କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ।  ଏହି ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଉଲ୍ଲଂଘନ କଲେ ଗ୍ରାହକଙ୍କୁ ଅଭିଯୋଗ ଦାଖଲ କରିବାକୁ  କୁହାଯାଇଛି। ଉପଭୋକ୍ତାଙ୍କ ଅଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏକହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ସଂପର୍କରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛନ୍ତି ।

ଏଥିରେ କୁହାଯାଇଛି ଯେ ହୋଟେଲ କିମ୍ବା ରେସ୍ତୋରାଁ ନିଜର ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରିପାରିବେ ନାହିଁ।  ପୁଣି ସର୍ଭିସ ଚାର୍ଜକୁ ଅନ୍ୟ କୌଣସି ପ୍ରକାରର ନାଁ ଦେଇ ମଧ୍ୟ ଆଦାୟ କରାଯାଇପାରିବ ନାହିଁ । ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ପାଇଁ କୌଣସି ହୋଟେଲ ବା ରେସ୍ତୋରାଁ ବାଧ୍ୟ କରିପାରିବେ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story