ଗୁଜରାଟ ପାଇଁ ଖାଡଗେଙ୍କ ୮ ସଙ୍କଳ୍ପ

ନୂଆଦିଲ୍ଲୀ: ୫୦୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର। ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କଂଗ୍ରସେ ରଖିଛି ଏଭଳି କିଛି ସଂକଳ୍ପ। ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଗୁଜରାଟରେ କଂଗ୍ରେସ କ୍ଷମତାକୁ ଆସିଲେ ଗୁଜରାଟର ଅସଲ ବିକାଶ ହେବ। 5⃣ सरकारी नौकरियों में कॉन्ट्रैक्ट सिस्टम बंद और ₹300 बेरोजगारी भत्ता6⃣ 3 हजार सरकारी […]

mallikarjun-kharge

mallikarjun-kharge

Madhupriya Mistry
  • Published: Thursday, 03 November 2022
  • Updated: 03 November 2022, 02:31 PM IST

Sports

Latest News

ନୂଆଦିଲ୍ଲୀ: ୫୦୦ ଟଙ୍କାରେ ମିଳିବ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର। ଲୋକଙ୍କୁ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେଉ ହେଉ କଂଗ୍ରସେ ରଖିଛି ଏଭଳି କିଛି ସଂକଳ୍ପ। ନୂଆ ସଭାପତି ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଗୁଜରାଟରେ କଂଗ୍ରେସ କ୍ଷମତାକୁ ଆସିଲେ ଗୁଜରାଟର ଅସଲ ବିକାଶ ହେବ।

https://twitter.com/kharge/status/1588053068171866112?s=20&t=cme_-BLnvfaw_0iDPAEcyQ

ଆଜି ମଲ୍ଲିକାର୍ଜୁନ ଖାଡଗେ ଗୁଜରାଟ ପାଇଁ ଦଳର ୮ଟି ସଙ୍କଳ୍ପ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଗୁଜରାଟରେ କଂଗ୍ରେସ ସରକାର ଗଠନ କଲେ ନଗରିକଙ୍କୁ ୧୦ ଲକ୍ଷ ଯାଏଁ ମାଗଣା ସ୍ୱାସ୍ଥ୍ୟାସେବା ଯୋଗାଇ ଦିଆଯିବ। ଏଥିସହ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ କରାଯିବ। ଶେଷ ହେବ ରାଜ୍ୟରେ ଥିବା ଠିକା ନିଯୁକ୍ତି। ଗୁଜରାଟର ପ୍ରତ୍ୟେକ ବେକାର ଯୁବକ ଯୁବତୀଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

ଖାଡଗେ ଆହୁରି କହିଛନ୍ତି, ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ୩ ହଜାର ସରକାରୀ ଇଂରାଜୀ ମିଡିୟମ ସ୍କୁଲ ଖୋଲାଯିବ। କୋ- ଅପରେଟିଭ ସୋସାଇଟରେ ଦୁଗ୍ଧଚାଷୀମାନଙ୍କୁ ଲିଟର ପ୍ରତି ୫ ଟଙ୍କା ସବସିଡ୍ ମଧ୍ୟ ଦିଆଯିବ। ସବୁଠାରୁ ବଡକଥା ଦଳ ଯଦି କ୍ଷମତାକୁ ଫେରେ ତେବେ କରୋନା ସଂକ୍ରମଣରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ୩ ଲକ୍ଷ ଲୋକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।

ଆସନ୍ତା ଡିସେମ୍ବର ୧ ତାରିଖ ଓ ୫ ତାରିଖରେ ଗୁଜରାଟ ବିଧାସଭା ପାଇଁ ମତଦାନ ହେବ। ଡିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା କରାଯିବ। ତାରିଖ ଘୋଷଣା ହେଉ ହେଉ ଦଳର ମଙ୍ଗ ଧରିଥିବା ମଲ୍ଲିକାର୍ଜୁନ ଖାଡଗେ ଗୁଜରାଟର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story