ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସରେ ରହିଛି ଶିବ ଲିଙ୍ଗ !

ବାରାଣସି: କୋର୍ଟଙ୍କ ନିର୍ଦ୍ଦେଶରେ  ବାରାଣସିର ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସରେ ହେଉଥିବା ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଆଜି ସରିବ। ଗତକାଲି ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ସର୍ଭେ କାର୍ଯ୍ୟ ସରିଛି। ଆବେଦନକାରୀ ଓକିଲ ବିଷ୍ଣୁ ଜୈନଙ୍କ କହିବା ଅନୁଯାୟୀ, ସେଠାରେ ଥିବା ଏକ କୂଅରେ ଶିବଲିଙ୍ଗ ଠାବ ହୋଇଛି। ଏହାର ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। କଡ଼ା ସୁରକ୍ଷା […]

gyan

gyan

Tapas Behera
  • Published: Monday, 16 May 2022
  • Updated: 16 May 2022, 11:52 AM IST

Sports

Latest News

ବାରାଣସି: କୋର୍ଟଙ୍କ ନିର୍ଦ୍ଦେଶରେ  ବାରାଣସିର ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସରେ ହେଉଥିବା ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଆଜି ସରିବ। ଗତକାଲି ସୁଦ୍ଧା ପ୍ରାୟ ୬୫ ପ୍ରତିଶତ ସର୍ଭେ କାର୍ଯ୍ୟ ସରିଛି। ଆବେଦନକାରୀ ଓକିଲ ବିଷ୍ଣୁ ଜୈନଙ୍କ କହିବା ଅନୁଯାୟୀ, ସେଠାରେ ଥିବା ଏକ କୂଅରେ ଶିବଲିଙ୍ଗ ଠାବ ହୋଇଛି। ଏହାର ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯିବେ ବୋଲି କହିଛନ୍ତି। ଅନ୍ୟପଟେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ  କୋର୍ଟ ଦ୍ୱାରା ଗଠିତ କମିଶନ ଆଜି ଜ୍ଞାନବାପି ମସଜିଦ୍‌ ସ୍ଥଳରେ ପହଞ୍ଚି ସର୍ଭେ କରିବେ ।

ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସ ପଶ୍ଚିମ ଦିଆଲ ସଂଲଗ୍ନ ଭଗ୍ନ ହିନ୍ଦୁ ମନ୍ଦିରର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଫଟୋ ହିଁ ସେଠାରେ ହିନ୍ଦୁ ମନ୍ଦିରର ଅବସ୍ଥତିର ବଡ଼ପ୍ରମାଣ ବୋଲି ଓକିଲ କହିଛନ୍ତି । ଏହାର ସର୍ଭେ ମଧ୍ୟ ଜରୁରୀ। ଏଥିପାଇଁ ଆଜି ଜ୍ଞାନବାପି ମସଜିଦ୍‌ କମ୍ପ୍ଲେକ୍ସର ୪ ନମ୍ବର ତାଲା ଖୋଲା ଯିବ।  ପୂର୍ବରୁ ଶନିବାର ୩ଟି ରୁମ ଖୋଲାଯାଛି।

ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରକୁ ଲାଗି ଥିବା ଜ୍ଞାନବାପି ମସ୍‌ଜିଦ୍‌ ସମ୍ପ୍ରତି ଆଇନଗତ ଯୁଦ୍ଧର ସମ୍ମୁଖୀନ ହୋଇଛି। ଜ୍ଞାନବାପି ମସ୍‌ଜିଦ୍‌ର ଢାଞ୍ଚା ବିଷୟରେ ତଦନ୍ତ କରିବା ଲାଗି ବାରାଣସୀର ଏକ ଅଦାଲତ ‘ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ’କୁ ନିର୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story