କେତେବେଳେ କରିବେ ରେମଡେସିଭିରର ବ୍ୟବହାର? ହୋମ ଆଇସୋଲେସନ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ବର୍ତ୍ତମାନ ସମସ୍ତେ ରେମଡେସିଭିର ବ୍ୟବହାର କରିବାକୁ ଆଗ୍ରହ ଦେଖାଉଥିଲେ ହେଁ କେନ୍ଦ୍ର ସରକାର ଏହା ବିରୋଧରେ ମତ ଦେଇଛନ୍ତି। ପୂର୍ବରୁ ରେମଡେସିଭିରକୁ କରୋନାର ରାମବାଣ ଭାବେ ବିବେଚନା ନ କରିବାକୁ କହିଥିବା କେନ୍ଦ୍ର ସରକାର ଏବେ ଏହାର ବ୍ୟବହାର ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଡାକ୍ତରଙ୍କ ବିନା ଅନୁମତିରେ କେହି ବି ରେମଡେସିଭିର ବ୍ୟବହାର କରିପାରିବେ ନାହିଁ। ସେହିପରି […]

Remedesivir

Remedesivir

Hemant Lenka
  • Published: Thursday, 29 April 2021
  • Updated: 29 April 2021, 07:13 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ବର୍ତ୍ତମାନ ସମସ୍ତେ ରେମଡେସିଭିର ବ୍ୟବହାର କରିବାକୁ ଆଗ୍ରହ ଦେଖାଉଥିଲେ ହେଁ କେନ୍ଦ୍ର ସରକାର ଏହା ବିରୋଧରେ ମତ ଦେଇଛନ୍ତି। ପୂର୍ବରୁ ରେମଡେସିଭିରକୁ କରୋନାର ରାମବାଣ ଭାବେ ବିବେଚନା ନ କରିବାକୁ କହିଥିବା କେନ୍ଦ୍ର ସରକାର ଏବେ ଏହାର ବ୍ୟବହାର ପାଇଁ ସତର୍କ ସୂଚନା ଜାରି କରିଛନ୍ତି।

ଡାକ୍ତରଙ୍କ ବିନା ଅନୁମତିରେ କେହି ବି ରେମଡେସିଭିର ବ୍ୟବହାର କରିପାରିବେ ନାହିଁ। ସେହିପରି ହୋମ ଆଇସୋଲେସନରେ ଥିବା ଆକ୍ରାନ୍ତମାନେ ଏହାର ବ୍ୟବହାର କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। କେବଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ରେମଡେସିଭିରର ବ୍ୟବହାର କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନରେ କହିଛି।

ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ହୋମ ଆଇସୋଲେସନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରାଯାଇଛି। ଖୁବ କମ ଲକ୍ଷଣ ଥିବା ଥିବା ଆକ୍ରାନ୍ତମାନେ କୌଣସି ପ୍ରକାରର ଷ୍ଟେରୋଏଡ୍ସ ବ୍ୟବହାର କରିପାରିବେ ନାହିଁ। ଯଦି କୌଣସି ଆକ୍ରାନ୍ତଙ୍କ ଲକ୍ଷଣ ୭ ଦିନରୁ ଅଧିକ ରହିବ, ତା’ହେଲେ ସେ ଡାକ୍ତରଙ୍କ ପରାମର୍ଶକ୍ରମେ ଓରାଲ ଷ୍ଟେରୋଏଡ୍ସ ନେଇପାରିବେ। ତେବେ ତାଙ୍କୁ ଖୁବ କମ ପରିମାଣର ଓରାଲ ଷ୍ଟେରୋଏଡ୍ସ ଦେବାକୁ ହେବ।

ଘରେ ଥିବା ଆକ୍ରାନ୍ତଙ୍କ ଯଦି ଅମ୍ଳଜାନ ସ୍ତର ହ୍ରାସ ପାଇଲା କିମ୍ବା ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବେ, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ସେଭଳି ଲୋକଙ୍କୁ ହସ୍ପିଟାଲରେ ଆଡମିଶନ କରାଯିବା ଉଚିତ। ଲକ୍ଷଣ ନଥିବା କିମ୍ବା ଖୁବ କମ ଲକ୍ଷଣ ଥିବା ଲୋକମାନେ ଘରେ ରହି ଚିକିତ୍ସି ହେବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟକୁ ନିୟମିତ ଯାଞ୍ଚ କରିବେ।

ଜ୍ୱର, ଥଣ୍ଡା କିମ୍ବା କଫ ଜାରି ରହୁଛି, ତା’ହେଲେ ସେଭଳି ଆକ୍ରାନ୍ତ ଗରମ ପାଣି ଗଗଲିଂ କରିପାରିବେ ଓ ବାମ୍ଫ ଦିନକୁ ଦୁଇଥର ନେଇପାରିବେ। ଦିନକୁ ୪ଥର ପାଟାସିଟାମଲର ୬୫୦ ଏମଜି ଖାଇବା ପରେ ବି ଯଦି ଜ୍ୱର କମୁନାହିଁ, ତା’ହେଲେ ଆକ୍ରାନ୍ତ ଡାକ୍ତରଙ୍କ ସହ କଥା ହୋଇ ଔଷଧ ବଦଳାଇପାରିବେ।

୫ ଦିନରୁ ଅଧିକ ଦିନ ଲକ୍ଷଣ ରହିଲେ, ଆକ୍ରାନ୍ତଙ୍କୁ AInhalational Budesonide ଦିଆଯାଇପାରିବ। ଆକ୍ରାନ୍ତଙ୍କ ଉପରେ ପରିବାର ଲୋକ ନଜର ରଖିବେ। ଯଦି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୁଏ, ତା’ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଲକ୍ଷଣ ନଥିବା ଲୋକମାନେ ୧୦ ଦିନ ପରେ ହୋମ ଆଇସୋଲେସନରୁ ବାହାରିପାରିବେ। ହୋମ ଆଇସୋଲେସନରୁ ବାହାରିବା ପରେ କୌଣସି ଟେଷ୍ଟର ଆବଶ୍ୟକ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story