ପୁଣି ବର୍ଷାରେ ବେହାଲ ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଆଇଟି ସିଟି ବେଙ୍ଗାଲୁରୁରେ ପୁଣି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଫଳରେ ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସ୍ଥିତି ଅଧିକ ହେବାର ଆଶଙ୍କା ରହିଛି। ବୁଧବାର ସନ୍ଧ୍ୟାରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଫଳରେ  ଆଇଟି ଜୋନ୍‌ ସମେତ ବେଙ୍ଗାଲୁରୁ ସହରରର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇପଡ଼ିଛି। ପାଣିପାଗ ବିଭାଗ କହିବା ଅନୁସାରେ, […]

Tapas Behera
  • Published: Thursday, 20 October 2022
  • Updated: 20 October 2022, 11:03 AM IST

Sports

Latest News

ବେଙ୍ଗାଲୁରୁ: ଆଇଟି ସିଟି ବେଙ୍ଗାଲୁରୁରେ ପୁଣି ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଫଳରେ ଅନେକ ରାସ୍ତାଘାଟ, କଲୋନୀ, ଅଫିସ୍‌ ବୁଡିଯାଇଛି। ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସ୍ଥିତି ଅଧିକ ହେବାର ଆଶଙ୍କା ରହିଛି। ବୁଧବାର ସନ୍ଧ୍ୟାରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଫଳରେ  ଆଇଟି ଜୋନ୍‌ ସମେତ ବେଙ୍ଗାଲୁରୁ ସହରରର ପୂର୍ବ, ଦକ୍ଷିଣ ଏବଂ କେନ୍ଦ୍ରାଞ୍ଚଳର ଅନେକ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇପଡ଼ିଛି। ପାଣିପାଗ ବିଭାଗ କହିବା ଅନୁସାରେ, ନଗରୀର ଉତ୍ତର ପ୍ରାନ୍ତସ୍ଥିତ ରାଜମହଲ ଗୁଟ୍ଟାହାଲ୍ଲୀରେ ୫୯ ମିମି ବର୍ଷା ରେକର୍ଡ କରାଯାଇଛି।

ଆଗାମୀ ୩ ଦିନ ପାଇଁ ଆଇଏମଡି ଆଲର୍ଟ ଜାରି କରିଛି। ଏହି ସମୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ  ୟେଲୋ ଆଲର୍ଟ ଜାରି କରାଯାଇଛି।   ବର୍ଷ ଯୋଗୁ  ଅଧିକାଂଶ ମ୍ୟାନ୍‌ହୋଲ୍‌ ଉଛୁଳି ବାହାରକୁ ପାଣି ସୁଅ ଛୁଟିଛି। । ଫଳରେ ଠପ ହୋଇପଡ଼ିଛି ଜନଯାତ୍ରା।  ଅଫିସ୍‌ରୁ ଘରକୁ ଫେରୁଥିବା କର୍ମଚାରୀମାନେ ମେଟ୍ରୋ ଷ୍ଟେସନ୍‌ରେ ଆଶ୍ରୟ ନେଇଥିଲେ। ଗତମାସରେ କ୍ରମାଗତ ୩ ଦିନ ଧରି ଅତି ପ୍ରବଳ ବର୍ଷା ହେବାରୁ ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଲଗାଣ ବର୍ଷା କାରଣରୁ ଲୋକଙ୍କ ଘର ଭିତରେ ପାଣି ପଶିଥିଲା । ଲୋକେ ହନ୍ତସନ୍ତ ହୋଇଥିଲେ। ସହରରେ ଆଇଟି କର୍ମଚାରମାନେ ଟ୍ରାକ୍ଟର ଯୋଗେ କାର୍ଯ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳୁଥିଲା। ସହର ତଳି ଅଞ୍ଚଳରୁ ଲୋକମାନଙ୍କୁ ଡଙ୍ଗା ଦ୍ୱରା ଉଦ୍ଧାର କରାଯାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story