ଶ୍ରାଦ୍ଧ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୧୮ ଆହତ

ପାଟନା: ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ମାଡ଼ିଗଲା କାର୍। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ସାରଣ ଅଞ୍ଚଳରେ ଘଟିଛି ଏଭଳି ବଡ ଦୁର୍ଘଟଣା। ସୂଚନା ମୁତାବକ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା […]

Accident

Accident

Madhupriya Mistry
  • Published: Sunday, 27 November 2022
  • Updated: 27 November 2022, 03:09 PM IST

Sports

Latest News

ପାଟନା: ଶ୍ରାଦ୍ଧ ଭୋଜି ଚାଲିଥିବା ବେଳେ ମାଡ଼ିଗଲା କାର୍। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ସାରଣ ଅଞ୍ଚଳରେ ଘଟିଛି ଏଭଳି ବଡ ଦୁର୍ଘଟଣା।

ସୂଚନା ମୁତାବକ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି। ଏଥିସହ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି।

कार की टक्कर के बाद क्षतिग्रस्त दुकान.

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ବନ୍ଦ କରି ବିରୋଧ ପ୍ରଶର୍ଦନ କରିଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖିଛି। କାର୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚଳାଇଥିବା ଗାଁ ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story