ଡେଉଁଛି ହିଜାବ ବିବାଦ, ଶ୍ରେଣୀଗୃହରୁ ଛାତ୍ରୀଙ୍କୁ ତଡିଦେଲେ ଶିକ୍ଷକ!

ଲକ୍ଷ୍ନୌ: ଉଗ୍ର ହେଲାଣି ହିଜାବ ବିବାଦ। ଏବେ ରାଜ୍ୟରୁ ରାଜ୍ୟକୁ ଡେଉଁଛି। କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏହି ହିଜାବ ବିବାଦ ଏବେ ଉତ୍ତରପ୍ରଦେଶରେ ପହଞ୍ଚିଗଲାଣି। ଏଠାକାର ଜୌନପୁର ତିଲଧାରୀ ସିଂହ ଡିଗ୍ରୀ କଲେଜର ଜଣେ ଛାତ୍ରୀ ହିଜାବ ପିନ୍ଧି କଲେଜ ଯାଇଥିବା ବେଳେ ତାଙ୍କୁ ଶ୍ରେଣୀଗୃହରୁ ତଡି ଦେଇଛନ୍ତି ଶିକ୍ଷକ। ଏଭଳି କିଛି ଅଭିଯୋଗ ଆସିଛି। ଛାତ୍ରୀଙ୍କ ଅଭିଯୋଗ ମୁତାବକ, ବୁଧାବାର ଅପରାହ୍ଣରେ ସେ କ୍ଲାସ ରୁମ୍‌କୁ ହିଜାବ ପିନ୍ଧି ଯାଇଥିଲେ। ଏହାପରେ ସେ କ୍ଲାସରୁମ୍‌ର ସିଟ୍‌ରେ […]

Hijab

Hijab

Madhupriya Mistry
  • Published: Thursday, 10 February 2022
  • Updated: 10 February 2022, 09:42 AM IST

ଲକ୍ଷ୍ନୌ: ଉଗ୍ର ହେଲାଣି ହିଜାବ ବିବାଦ। ଏବେ ରାଜ୍ୟରୁ ରାଜ୍ୟକୁ ଡେଉଁଛି। କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ଏହି ହିଜାବ ବିବାଦ ଏବେ ଉତ୍ତରପ୍ରଦେଶରେ ପହଞ୍ଚିଗଲାଣି। ଏଠାକାର ଜୌନପୁର ତିଲଧାରୀ ସିଂହ ଡିଗ୍ରୀ କଲେଜର ଜଣେ ଛାତ୍ରୀ ହିଜାବ ପିନ୍ଧି କଲେଜ ଯାଇଥିବା ବେଳେ ତାଙ୍କୁ ଶ୍ରେଣୀଗୃହରୁ ତଡି ଦେଇଛନ୍ତି ଶିକ୍ଷକ। ଏଭଳି କିଛି ଅଭିଯୋଗ ଆସିଛି।

ଛାତ୍ରୀଙ୍କ ଅଭିଯୋଗ ମୁତାବକ, ବୁଧାବାର ଅପରାହ୍ଣରେ ସେ କ୍ଲାସ ରୁମ୍‌କୁ ହିଜାବ ପିନ୍ଧି ଯାଇଥିଲେ। ଏହାପରେ ସେ କ୍ଲାସରୁମ୍‌ର ସିଟ୍‌ରେ ବସିବାବେଳେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ପ୍ରଶାନ୍ତ ତ୍ରିବେଦୀ ତାଙ୍କୁ ଅଟକାଇଥିଲେ ଏବଂ କହିଥିଲେ ବାରମ୍ବାର ମନା କରିବା ସତ୍ତ୍ୱେ ବି ସେ ଏଭଳି ଡ୍ରେସ୍‌ କାହିଁକି ପିନ୍ଧି ଆସୁଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଛାତ୍ରୀ ଜଣକ କହିଥିଲେ, ମୁଣ୍ଡ ଢ଼ାଙ୍କିବା ପାଇଁ ହିଜାବ ପିନ୍ଧୁଛି। ଏହାପରେ ଶିକ୍ଷକ ଜଣକ ଏସବୁ କାମ ପାଗଳମାନେ କରନ୍ତି, ଏହାକୁ କାଢ଼ି ଫୋପାଡି ଦେବା ଉଚିତ ବୋଲି କହିଥିବା ଅଭିଯୋଗ ହୋଇଛି।

ଏହି ସମସ୍ତ ଘଟଣା ପରେ ଛାତ୍ରୀ ଜଣଙ୍କୁ କ୍ଲାସରୁମ୍‌ରୁ ତଡି ଦେଇଥିଲେ ଶିକ୍ଷକ। ଏହାପରେ ଛାତ୍ରୀ ଜଣ କାନ୍ଦି କାନ୍ଦି ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ପରେ ପରିବାର ଲୋକେ ଏନେଇ ଶିକ୍ଷକଙ୍କ ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦେବା ସହ କଲେଜ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସେପଟେ ଶିକ୍ଷକ ପ୍ରଶାନ୍ତ ତ୍ରିବେଦୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, 'ଶ୍ରେଣୀଗୃହରେ ରାଜନୈତିକ ବିଷୟ ଉପରେ ପ୍ରାୟତଃ ଚର୍ଚ୍ଚା କରାଯାଏ। ଏହି ଚର୍ଚ୍ଚା ହିଜାବ ଯାଏ ପହଞ୍ଚିଥିଲା। ଏଭଳି ସ୍ଥିତିରେ ଛାତ୍ରୀ ଜଣକ ଜୋରରେ ପାଟି କରି ଶ୍ରେଣୀଗୃହରୁ ଉଠି ପଳାଇଥିଲେ। ତାଙ୍କୁ ଶାନ୍ତ ହୋଇ ବସିବା ପାଇଁ ମଧ୍ୟ କୁହାଯାଇଥିଲା କିନ୍ତୁ ସେ କିଛି ଶୁଣିନଥିଲେ।'

କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ହିଜାବ ବିବାଦ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲା ଏବେ ହାଇକୋର୍ଟ ଯାଏଁ ମଧ୍ୟ ପହଞ୍ଚିଗଲାଣି। ଅନେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ୩ ଦିନ ଯାଏ ସମସ୍ତ ହାଇସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରିଛନ୍ତି। ସେହିପରି ବେଙ୍ଗାଲୁରୁ ପୁଲିସ ସ୍କୁଲ ଓ କଲେଜ ନିକଟରେ ୨ ସପ୍ତାହ ଯାଏଁ ବିରୋଧ ପ୍ରଦର୍ଶନ ଉପରେ ରୋକ ଲାଗଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story