ହିମାଚଳପ୍ରଦେଶ: ବିଶ୍ୱର ସବୁଠାରୁ ଉଚ୍ଚତମ ସ୍ଥାନରେ ୧୦୦ ପ୍ରତିଶତ ମତଦାନ

ଶିମଲା: ସରିଲା ହିମାଚଳ ପ୍ରଦେଶର ମତଦାନ। ରାଜ୍ୟରେ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ତେବେ ରାଜ୍ୟରେ ଏକ ବୁ‌ଥ୍‌ ଇତିହାସ ରଚିଛି। ଲାହୌଲ-ସ୍ପିତ ଜିଲ୍ଲାର ତିସଗଙ୍ଗ ଗାଁର ଭୋଟ୍‌ କେନ୍ଦ୍ରରେ ୧୦୦ ପ୍ରତିଶତ ମତଦାନ ହୋଇଛି। ବିଶ୍ୱର ସର୍ବବୃହତ୍ତମ ସ୍ଥାନରେ ଥିବା ଏହି ଭୋଟ୍‌ କେନ୍ଦ୍ରରେ ଉତ୍ସାହଜନକ ମତଦାନ ହେବା ଏକ ବିରଳ ରେକର୍ଡ଼ର ମାନ୍ୟତା ପାଇଛି।  ସମୁଦ୍ରପତନଠାରୁ ୧୫,୨୫୬ ଫୁଟ୍‌ରେ ଅବସ୍ଥିତ ଏହି ମତଦାନ କେନ୍ଦ୍ରରେ ୫୨ ଜଣ ନିଜର ମତାଧିକାର ସାବ୍ୟସ୍ତ […]

90

90

Tapas Behera
  • Published: Saturday, 12 November 2022
  • Updated: 12 November 2022, 08:14 PM IST

Sports

Latest News

ଶିମଲା: ସରିଲା ହିମାଚଳ ପ୍ରଦେଶର ମତଦାନ। ରାଜ୍ୟରେ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ତେବେ ରାଜ୍ୟରେ ଏକ ବୁ‌ଥ୍‌ ଇତିହାସ ରଚିଛି। ଲାହୌଲ-ସ୍ପିତ ଜିଲ୍ଲାର ତିସଗଙ୍ଗ ଗାଁର ଭୋଟ୍‌ କେନ୍ଦ୍ରରେ ୧୦୦ ପ୍ରତିଶତ ମତଦାନ ହୋଇଛି। ବିଶ୍ୱର ସର୍ବବୃହତ୍ତମ ସ୍ଥାନରେ ଥିବା ଏହି ଭୋଟ୍‌ କେନ୍ଦ୍ରରେ ଉତ୍ସାହଜନକ ମତଦାନ ହେବା ଏକ ବିରଳ ରେକର୍ଡ଼ର ମାନ୍ୟତା ପାଇଛି।  ସମୁଦ୍ରପତନଠାରୁ ୧୫,୨୫୬ ଫୁଟ୍‌ରେ ଅବସ୍ଥିତ ଏହି ମତଦାନ କେନ୍ଦ୍ରରେ ୫୨ ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଗାଁରେ ପଞ୍ଜିକୃତ ହୋଇଥିବା ମୋଟ ୫୨ ଜଣ ଭୋଟର ଭୀଷଣ ଥଣ୍ଡା ଓ ତୁସାରପାତକୁ ଖାତିର ନକରି ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିଲେ।  ଏଠିକାକାର ଭୋଟରମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ଭୋଜନ ବ୍ୟବସ୍ଥା କରାଯାଇଥିଲା। ମତଦାନ କରିବାକୁ ଆସିଥିବା ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ମିଠା ପରସା ଯାଇଥିଲା। ଗାଁର ଯୁବକ, ବୃଦ୍ଧବୃଦ୍ଧାଠାରୁ ଆରମ୍ଭ କରି ଭିନ୍ନକ୍ଷମ ପର୍ଯ୍ୟନ୍ତ ସମସ୍ତ ନାଗରିକ ନିଜର ନେତା ବାଛିଥିଲେ।

ଗଣତନ୍ତ୍ରରେ ସବୁଠାରୁ ପ୍ରମୁଖ ଅଂଶ ମତଦାନ ପ୍ରକ୍ରିୟାରେ ଉକ୍ତ ବୁ‌ଥର ସମସ୍ତ ନାଗରିକମାନେ ଉତ୍ସାହର ସହ ସାମିଲ ହୋଇଥିବାରୁ ଏହି କେନ୍ଦ୍ର ମଡେଲ ହୋଇପାରିଛି।

ରାଜ୍ୟର ଆଜି ୬୮ଟି ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି । ଭୋଟ ଗ୍ରହଣ ନିମନ୍ତେ ୭୭୮୪ଟି ମତଦାନ କେନ୍ଦ୍ର ଖୋଲାଯାଇଥିଲା। ଆପ୍ ୬୮ଟି ଆସନରୁ ୬୭ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ବିଜେପି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଏଥିରୁ ୫୬ଜଣ କୋଟି ପତି। ସେହିପରି କଂଗ୍ରେସର ୬୮ ପ୍ରାର୍ଥୀଙ୍କ ମଧ୍ୟରୁ ୬୧ଜଣ କୋଟିପତି।
ଚଳିତ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଥିବା ଚଢଉ ବେଳେ ୫୦.୨୮ କୋଟି ଟଙ୍କାର ମଦ, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଯାହାକି ୨୦୧୭ ନିର୍ବାଚନ ତୁଳନାରେ ୫ଗୁଣା ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story