ସିଦ୍ଧୁଙ୍କୁ ଏମିତି ମ୍ୟାନେଜ କଲେ ରାହୁଲ, ଖେଳ ବୁଝିପାରିଲେନି ଖେଳାଳି  

ନୂଆଦିଲ୍ଲୀ: ରାଜନୈତିକ ବ୍ୟକ୍ତିମାନେ ୧୦-୧୫ ଦିନ ମଧ୍ୟରେ ଜନ୍ମ ହୁଅନ୍ତି ନାହିଁ। ଟେଲିଭିଜନ ଡିବେଟରେ ଅଂଶ ଗ୍ରହଣ କରି କେହି ନେତା ହୋଇ ଯାଆନ୍ତି ନାହିଁ। ଲୁଧିଆନାରେ ଭର୍ଚ୍ଚୁଆଲ ରାଲିରେ ଯୋଗ ଦେଇ ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ଦଳ ପକ୍ଷରୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଏମିତି କିଛି ଭାଷଣ ଶୁଣାଇଥିଲେ ରାହୁଲ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଚନ୍ନି ଏବଂ ସିଦ୍ଧୁ ପ୍ରମୁଖ ଦାବିଦାର ଥିବା […]

Rahul

Rahul

Tapas Behera
  • Published: Sunday, 06 February 2022
  • Updated: 06 February 2022, 08:34 PM IST

Sports

Latest News

ନୂଆଦିଲ୍ଲୀ: ରାଜନୈତିକ ବ୍ୟକ୍ତିମାନେ ୧୦-୧୫ ଦିନ ମଧ୍ୟରେ ଜନ୍ମ ହୁଅନ୍ତି ନାହିଁ। ଟେଲିଭିଜନ ଡିବେଟରେ ଅଂଶ ଗ୍ରହଣ କରି କେହି ନେତା ହୋଇ ଯାଆନ୍ତି ନାହିଁ। ଲୁଧିଆନାରେ ଭର୍ଚ୍ଚୁଆଲ ରାଲିରେ ଯୋଗ ଦେଇ ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ଦଳ ପକ୍ଷରୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଏମିତି କିଛି ଭାଷଣ ଶୁଣାଇଥିଲେ ରାହୁଲ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଚନ୍ନି ଏବଂ ସିଦ୍ଧୁ ପ୍ରମୁଖ ଦାବିଦାର ଥିବା ବେଳେ ଚନ୍ନିଙ୍କ ନାମରେ ମୋହର ମାରିଥିଲେ ରାହୁଲ । ବିଶେଷ କରି ମୁଖ୍ୟମନ୍ତ୍ରୀ ଚୌକି ପାଇଁ ନବଜୋତ ସିଂ ସିଦ୍ଧୁ କେତେ କଣ କସରତ କରିଥିଲେ।

ଏମିତିକି ସିଦ୍ଧୁଙ୍କୁ ନେଇ ପଞ୍ଜାବ ରାଜନୀତିରେ କେତେ କଣ ହଟଚମଟ ହୋଇଛି। ସିଦ୍ଧୁଙ୍କ ସହ ବିବାଦ ଘଟି କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂ ଚନ୍ନିଙ୍କ ମଧ୍ୟ ପିଛା ଛାଡ଼ି ନଥିଲେ ସିଦ୍ଧୁ। କ୍ଷମତା କେନ୍ଦ୍ରର ଏହି ଶୀର୍ଷ ଆସନ ପାଇଁ ସିଦ୍ଧୁଙ୍କର କିନ୍ତୁ ସବୁ ଖେଳ ଆଜି ଫେଲ ମାରିଯାଇଛି। ପଞ୍ଜାବରେ ଦଳ ପକ୍ଷରୁ ଚନ୍ନିଙ୍କ ନାମ ଘୋଷଣା କରି ରାହୁଲ ସିଦ୍ଧୁଙ୍କୁ ମନ ଖଟା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ଇସାରା ଇସାରାରେ ଅନେକ କିଛି କହିଥିଲେ ରାହୁଲ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ମୋର ନିଷ୍ପତ୍ତି ନୁହଁ ବରଂ ଏହା ପଞ୍ଜାବ ଜନସାଧାରଣଙ୍କର ନିଷ୍ପତ୍ତି କହି ଚତରତାର ସହ ନିଜକୁ ଦାୟିତ୍ୱରୁ ଖସାଇ ଦେଇଥିଲେ ରାହୁଲ।  ଆଜି ରାହୁଲ ଗାନ୍ଧୀ କହିଥିଲେ ଯେ, ଆଜିର ନିଷ୍ପତ୍ତି ମୋର ନୁହଁ।  ମୁଁ ପଞ୍ଜାବ ଜନସାଧାରଣଙ୍କୁ ପଚାରିଥିଲି। ଦଳୀୟ କାର୍ଯ୍ୟକର୍ତ୍ତା କମିଟିର ଯୁବ ସଦସ୍ୟଙ୍କ ମତାମତ ଲୋଡ଼ିଥିଲି ।  ମୋର ଗୋଟିଏ ମତ ଥାଇପାରେ।  କିନ୍ତୁ ଆପଣଙ୍କ ମତ ମୋଠାରୁ ଅଧିକ ଗୁରୁତ୍ୱ ବୋଲି ରାହୁଲ କହିଥିଲେ। ତେବେ ଯିଏ ଗରିବଙ୍କ ଦୁଃଖ ବୁଝିପାରିବ ଆମେ ସେଭଳି ନେତା ଚାହୁଁଛୁ ବୋଲି ପଞ୍ଜାବବାସୀ କହିଥିଲେ। ନେତୃତ୍ୱ ତିଆରି ପାଇଁ ଦଳରେ ଏକ ବ୍ୟବସ୍ଥା ଅଛି କହି ନିଜକୁ ଉଦାହରଣ ଥୋଇ ଥିଲେ ରାହୁଲ।  କହିଥିଲେ ମୁଁ ୨୦୦୪ରୁ ରାଜନୀତିରେ ଅଛି। ତଥାପି ଗତ ୬-୭ ବର୍ଷ ମଧ୍ୟରେ ଯାହା ଶିଖିବା କଥା ତାହା ମୁଁ ଶିଖି ପାରି ନାହିଁ ।

ଯେଉଁମାନେ ରାଜନୀତିକୁ ଏକ ସରଳ କାମ ବୋଲି ଭାବୁଛନ୍ତି । ସେମାନେ ଭ୍ରମରେ ଅଛନ୍ତି। ସେ କହିଥିଲେ ଯେ, ଅନେକ କମଣ୍ଟେର ମିଳିବେ। କିନ୍ତୁ ନିଜକୁ ନେତା ଭାବେ ତିଆରି କରିବା ସହଜ ନୁହଁ। ରାହୁଲ କହିଥିଲେ ଯେ, ଚନ୍ନି ଗରିବ ପରିବାରରୁ ଆସିଛନ୍ତି। ସେ ଦାରିଦ୍ର୍ୟକୁ ଜାଣିଛନ୍ତି। ତାଙ୍କ ଠାରେ ଅହଙ୍କାର ଦେଖିବାକୁ  ମିଳେନି। ସେ ଲୋକଙ୍କ ପାଖକୁ ଯାଉଛନ୍ତି ଏବଂ ଭେଟୁଛନ୍ତି। ଚନ୍ନି ଗରିବଙ୍କ ପାଇଁ ସ୍ୱର ହୋଇପାରିଛନ୍ତି। ଆଜି ରାହୁଲ ଗାନ୍ଧି ଏସବୁ କହିଲା ବେଳେ ତାଙ୍କ ଇଙ୍ଗିତ ସିଧା ସିଦ୍ଧୁଙ୍କ ପ୍ରତି ଥିବା ବାରି ହେଉଥିଲା। ୧୩ ବର୍ଷ ଧରି  ବିଜେପିରେ ରହିବା ପରେ ସିଦ୍ଧୁ ଦଳ ଛାଡ଼ି ୨୦୧୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ଆଜି ରାହୁଲ ଗାନ୍ଧୀଙ୍କ ଘୋଷଣା ମୁଖ୍ୟମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଥିବା ସିଦ୍ଧୁଙ୍କୁ ଶକ୍ତ ଝଟକା ଦେଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story