ମହିଳାଙ୍କୁ ସର୍ବସମ୍ମୁଖରେ ଧାରୁଆ ଅସ୍ତ୍ରରେ ଲଗାତାର ଆକ୍ରମଣ

ହାଇଦ୍ରାବାଦ: ହାଇଦ୍ରାବାଦ ହାଫିଜ୍‌ ବାବା ନଗର ଇଲାକାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୮ ବର୍ଷୀୟ ମହିଳାଙ୍କୁ ସର୍ବସମ୍ମୁଖରେ ଅମାନବୀୟ ଭାବେ ଆକ୍ରମଣ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।  ଏକାଧିକ ଥର ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଉ ଥିବା ଚିତ୍ର ଆସିଛି। ଯାହା ସେଠିକାର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମହିଳା ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ପଛପଟୁ ଆସି ତାଙ୍କୁ ଆକ୍ରମଣ କରିଥିଲେ […]

Knife-attack

Knife-attack

Tapas Behera
  • Published: Friday, 27 May 2022
  • Updated: 27 May 2022, 06:51 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦ ହାଫିଜ୍‌ ବାବା ନଗର ଇଲାକାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪୮ ବର୍ଷୀୟ ମହିଳାଙ୍କୁ ସର୍ବସମ୍ମୁଖରେ ଅମାନବୀୟ ଭାବେ ଆକ୍ରମଣ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।  ଏକାଧିକ ଥର ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଉ ଥିବା ଚିତ୍ର ଆସିଛି। ଯାହା ସେଠିକାର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମହିଳା ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍‌ ପଛପଟୁ ଆସି ତାଙ୍କୁ ଆକ୍ରମଣ କରିଥିଲେ । ରାସ୍ତା ମଝିରେ ସେ ବାରମ୍ବାର ଆକ୍ରମଣ କରୁଥିଲେ।

ହେଲେ କେହି ମହିଳାଙ୍କୁ  ବଞ୍ଚାଇବାକୁ ଆସି ନଥିଲେ। ଆକ୍ରମଣରେ ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ସୟଦ ନୋର ବାନୁ। ତାଙ୍କୁ ୱେଏସି ହସପିଟାଲକୁ ସ୍ଥାନ୍ତାନ୍ତର କରାଯାଇଛି। ମହିଳା ଜଣକ ବିଧବା ହୋଇଥିବା ବେଳେ ତାଙ୍କର ଛୁଆଟିଏ ଅଛି।  ମହିଳାଙ୍କ ଝିଅ କହିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ମାଙ୍କୁ ବାରମ୍ବାର ନିର୍ଯାତନା ଦେଉଥିଲେ। ଏହି ଘଟଣାରେ ପୁଲିସ ଥାନାରେ ମାମଲା ରୁଜୁ କରିଛି।

ଗତ ମେ ୫ ତାରିଖରେ ସେହି ହାଇଦ୍ରାବାଦରେ ଏମିତି ଏକ ବିଚଳିତ କଲା ଭଳି ଘଟଣା ଘଟିଥିଲା। ହାଇଦ୍ରାବାଦର ସରୋରନଗର ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇ ଥିଲା ସର୍ବସାଧାରଣରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଦୃଶ୍ୟ ମୋବାଇଲ କ୍ୟମେରାରେ କଏଦ ହୋଇ ଥିଲା। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହିନ୍ଦୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ହେଉଛନ୍ତି ମୁସଲିମ। ମୁସଲିମ ଯୁବତୀଙ୍କୁ ପ୍ରେମ କରି ବିବାହ କରିବାରୁ ତାଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story