ଶଙ୍କରଙ୍କ ପାଖରେ ବସିଥିବା ଯାତ୍ରୀ କ’ଣ କହିଲେ  

ନୂଆଦିଲ୍ଲୀ: ମୋତେ ତାଙ୍କ ଆଚରଣ ଖୁବ ଅସ୍ୱାଭିକ୍ ଲାଗୁଥିଲା। ସେ ପ୍ରଚୁର ମଦ୍ୟପାନ କରିଥିଲେ। ତାଙ୍କ କଥାବାର୍ତ୍ତା ମଧ୍ୟ ଭଲ ଲାଗୁ ନଥିଲା। ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କର ସହଯାତ୍ରୀ ସୁଗତ ଭଟ୍ଟାଚାର୍ଯ୍ୟ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଶଙ୍କର ଅତ୍ୟଧିକ ମଦ୍ୟପାନ କରିଥିଲେ। ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ବିମାନରେ ଉଭୟ ସୁଗତ ଭଟ୍ଟାଚାର୍ଯ୍ୟ ଓ ଶଙ୍କର ପାଖପାଖି ସିଟ୍‌ରେ ବସିଥିଲେ। ବାଟରେ ବାର୍ତ୍ତାଳାପ […]

shankar-mishra

shankar-mishra

Tapas Behera
  • Published: Monday, 09 January 2023
  • Updated: 09 January 2023, 12:07 PM IST

Sports

Latest News

ନୂଆଦିଲ୍ଲୀ: ମୋତେ ତାଙ୍କ ଆଚରଣ ଖୁବ ଅସ୍ୱାଭିକ୍ ଲାଗୁଥିଲା। ସେ ପ୍ରଚୁର ମଦ୍ୟପାନ କରିଥିଲେ। ତାଙ୍କ କଥାବାର୍ତ୍ତା ମଧ୍ୟ ଭଲ ଲାଗୁ ନଥିଲା। ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କର ସହଯାତ୍ରୀ ସୁଗତ ଭଟ୍ଟାଚାର୍ଯ୍ୟ ଏହା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଶଙ୍କର ଅତ୍ୟଧିକ ମଦ୍ୟପାନ କରିଥିଲେ। ନ୍ୟୁୟର୍କରୁ ଦିଲ୍ଲୀ ଫେରୁଥିବା ବିମାନରେ ଉଭୟ ସୁଗତ ଭଟ୍ଟାଚାର୍ଯ୍ୟ ଓ ଶଙ୍କର ପାଖପାଖି ସିଟ୍‌ରେ ବସିଥିଲେ। ବାଟରେ ବାର୍ତ୍ତାଳାପ ବେଳେ ଶଙ୍କର ସୁଗତଙ୍କୁ କହିଥିଲେ ଯେ, ମୁଁ ରାତିସାରା ଶୋଇ ନାହିଁ। ତେଣୁ ଟିକେ ଅଧିକ ପିଇଦେଇଛି। ସେ ହୋସ୍‌ରେ ନଥିବା ଜାଣିବା ପରେ ମୁଁ ତାଙ୍କୁ ନଜର ଅନ୍ଦାଜ କରିବାରକୁ ଚେଷ୍ଟା କଲି। ଆମେ ଉଭୟେ ବିଜନେସ କ୍ଲାସରେ ଆସୁଥିଲୁ। କିନ୍ତୁ ମୋ ସହ ଆଲୋଚନା ପରେ ଶଙ୍କର ଉଠିଯାଇ ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ।

ଏନେଇ ମହିଳା ଜଣକ ବିମାନର କ୍ର୍ୟୁ ମେମ୍ବରଙ୍କୁ ଜଣାଇଲେ।  କିନ୍ତୁ ବିମାନ ଅବତରଣ ପରେ ଶଙ୍କରଙ୍କୁ ଅଟାକା ଯାଇ ନଥିଲା କି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଅନ୍ୟ ଯାତ୍ରୀଙ୍କ ଭଳି ଶଙ୍କର ଆରାମରେ ବିମାନବନ୍ଦର ବାହାରକୁ  ଯାଇଥିବା ସୁଗତ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଶଙ୍କର ମିଶ୍ରକୁ ପୁଲିସ ଗତ  ଶୁକ୍ରବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁରୁ ଗିରଫ କରିବାକୁ ସକ୍ଷମ ହୋଇଥିଲା।

ଏହି ଘଟଣାରେ ଦିଲ୍ଲୀ ପୁଲିସ ତରଫରୁ ବିଭିନ୍ନ ଦଫାରେ ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଶଙ୍କର ବାରମ୍ବାର ସ୍ଥାନ ବଦଳାଉଥିବାରୁ ତାକୁ ଗିରଫ କରିବା ଦିଲ୍ଲୀ ପୁଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା। ତେବେ ଶଙ୍କର ବେଙ୍ଗାଲୁରୁରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ଦିଲ୍ଲୀ ପୁଲିସର ଏକ ଦଳ ସେଠାରେ ପହଞ୍ଚି ଶଙ୍କରଙ୍କୁ ଗିରଫ କରିଥିଲା। ଶଙ୍କରକୁ ଦିଲ୍ଲୀ ପୁଲିସ ତରଫରୁ ଅଦାଲତରେ ହାଜର କରାଯାଇଥିଲା। ଅଦାଲତ ଅଭିଯୁକ୍ତକୁ ୧୪ ଦିନ ପାଇଁ ଜେଲ୍‌ରେ ରଖିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story