କୋଭିଡର ଦ୍ୱିତୀୟ ଲହର ବେଳେ କେତୋଟି ଦେଶ ଭାରତକୁ ସହଯୋଗ କରିଛନ୍ତି?

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର ବେଳେ ଦେଶରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥାର ଚିତ୍ର ଦେଖିବାକୁ ମିଳିଛି। ଏହି ସମୟରେ ଅନେକ ଦେଶ ଭାରତକୁ ଅକ୍ସିଜେନ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ଦେଇଥିଲେ। ଗୁରୁବାର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏ ସଂପର୍କରେ ତଥ୍ୟ ଦେଇ କହିଥିଲେ ଯେ ଏହି ସମୟରେ ଭାରତକୁ ମୋଟ ୫୨ଟି ଦେଶ ସାହାଯ୍ୟ କରିଥିଲେ। ସେ କହିଥିଲେ ଯେ ଏପର୍ଯ୍ୟନ୍ତ ୫୨ଟି ଦେଶରୁ ଭାରତକୁ ସରକାରୀ ଓ ବେସରକାରୀ ଭାବେ […]

india-recived-help-from-for

india-recived-help-from-for

Subhransu Sekhar
  • Published: Friday, 23 July 2021
  • Updated: 23 July 2021, 08:29 AM IST

Sports

Latest News

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର ବେଳେ ଦେଶରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥାର ଚିତ୍ର ଦେଖିବାକୁ ମିଳିଛି। ଏହି ସମୟରେ ଅନେକ ଦେଶ ଭାରତକୁ ଅକ୍ସିଜେନ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଯୋଗାଇ ଦେଇଥିଲେ। ଗୁରୁବାର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଏ ସଂପର୍କରେ ତଥ୍ୟ ଦେଇ କହିଥିଲେ ଯେ ଏହି ସମୟରେ ଭାରତକୁ ମୋଟ ୫୨ଟି ଦେଶ ସାହାଯ୍ୟ କରିଥିଲେ।

ସେ କହିଥିଲେ ଯେ ଏପର୍ଯ୍ୟନ୍ତ ୫୨ଟି ଦେଶରୁ ଭାରତକୁ ସରକାରୀ ଓ ବେସରକାରୀ ଭାବେ ସହଯୋଗ ମିଳିଛି। ମିଳିଥିବା ସହାୟତାର ବିବରଣୀ ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ ଦ୍ୱିତୀୟ ଲହର ସମୟରେ ଭାରତ ୨୭,୧୧୬ଟି ଅକ୍ସିଜେନ ସିଲିଣ୍ଡର, ୨୯,୩୨୭ଟି ଅକ୍ସିଜେନ କନସେଣ୍ଟ୍ରେଟର, ୪୮ଟି ଅକ୍ସିଜେନ ପିଏସଏଏ ପ୍ଲାଣ୍ଟ ଏବଂ ୫୨ ଟି ବାହାର ଦେଶରୁ ୧୯,୩୭୫ ଭେଣ୍ଟିଲେଟର ଭାରତ ଗ୍ରହଣ କରିଛି। ସରକାର ବିଦେଶରୁ ୩୩,୩୦,୧୮୭ ଫାଭିପିରାଭିର, ୧୧,୦୬,୯୪୦ଟି, ରେମଡେସିଭର୍ ୫,୧୦,୨୪୫ ଟୋକିଲିଜୁମାବ ପାଇଛି। ସେହିପରି ମୋଟ୍ ୧୯,୮୮,୯୮୫ଟି ଡାୟୋଗ୍ନଷ୍ଟିକ୍ କିଟ୍ ଗ୍ରହଣ କରିଛି ଭାରତ। ଏହି ସମସ୍ତ ସାହାଯ୍ୟକୁ ଆନ୍ତଃ ମନ୍ତ୍ରୀ ପରିଷଦ କମିିଟି ଅନୁମୋଦନ ଦେଇଛି। ଏହି ପରିଷଦରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ନୀତି ଆୟୋଗ, ଗୃହ ମନ୍ତ୍ରାଳୟ ଆଦିର ପ୍ରତିନିଧି ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀରେ କୋଭିଡର ଦ୍ୱିତୀୟ ଲହର ଫେରିଥିଲା। ମୁଖ୍ୟତଃ ଚିକିତ୍ସା ବେଳେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଥିଲା। ଅକ୍ସିଜେନକ ଚାହିଦା ପୂରଣ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଭାରତ ସାହାଯ୍ୟ ଲୋଡିଥିଲା। ପରେ ଭାରତୀୟ ବାୟୁସେନା ଓ ନୌସେନାର ଜାହାଜ ସେହି ଦେଶ ମାନଙ୍କୁ ପଠାଇଥିଲା ଯେଉଁମାନେ ସାହଯୋଗ କରିବେ ବୋଲି ଆଗେଇ ଆସିଥିଲେ। ଆଉ କିଛି କିଛି ଦେଶ ସେମାନଙ୍କ ପରିବହନ ବିମାନରେ ଭାରତକୁ ସ୍ୱାସ୍ଥ୍ୟ ସାମଗ୍ରୀ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story