ଯେଉଁ ଫ୍ଲାଟରେ ଝିଅକୁ ହତ୍ୟା କରିଥିଲେ ସେଇଠି ରହିବେ ଇନ୍ଦ୍ରାଣୀ ମୁଖାର୍ଜୀ

ମୁମ୍ବାଇ: ଆଜି ମୁମ୍ବାଇର ୱର୍ଲିରେ ମାରଲୋ ଫ୍ଲାଟରେ ରହିବେ ଇନ୍ଦ୍ରାଣୀ ମୁଖାର୍ଜୀ। ନିଜ ଝିଅ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଜେଲରେ ୬ ବର୍ଷ ରହିବା ପରେ ଆଜି ବେଲରେ ମୁକୁଳିଛନ୍ତି। ସେ ଆଜି  ମାରଲୋ ଫ୍ଲାଟରେ ରହିବେ।  ସିନାଙ୍କ ଗଳା କାଟି ହତ୍ୟା କରିବା ପରେ ଇନ୍ଦ୍ରାଣୀ ତାଙ୍କ ମୃତ ଦେହକୁ ରାତିସାରା ଏହି ମାରଲୋ ଗ୍ୟାରେଜରେ  ରଖିଥିଲେ। ପରେ ସେଠାରୁ ମୃତ ଦେହକୁ ନେଇ ନଷ୍ଟ କରିଦିଆଯାଥିଲା। ରାୟଗଡ଼ର […]

sina-2

sina-2

Tapas Behera
  • Published: Friday, 20 May 2022
  • Updated: 21 May 2022, 05:49 PM IST

Sports

Latest News

ମୁମ୍ବାଇ: ଆଜି ମୁମ୍ବାଇର ୱର୍ଲିରେ ମାରଲୋ ଫ୍ଲାଟରେ ରହିବେ ଇନ୍ଦ୍ରାଣୀ ମୁଖାର୍ଜୀ। ନିଜ ଝିଅ ସିନା ବୋରା ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଜେଲରେ ୬ ବର୍ଷ ରହିବା ପରେ ଆଜି ବେଲରେ ମୁକୁଳିଛନ୍ତି। ସେ ଆଜି  ମାରଲୋ ଫ୍ଲାଟରେ ରହିବେ।  ସିନାଙ୍କ ଗଳା କାଟି ହତ୍ୟା କରିବା ପରେ ଇନ୍ଦ୍ରାଣୀ ତାଙ୍କ ମୃତ ଦେହକୁ ରାତିସାରା ଏହି ମାରଲୋ ଗ୍ୟାରେଜରେ  ରଖିଥିଲେ। ପରେ ସେଠାରୁ ମୃତ ଦେହକୁ ନେଇ ନଷ୍ଟ କରିଦିଆଯାଥିଲା। ରାୟଗଡ଼ର ପେନ ଇଲାକରା ମୃତ ଦେହର ଅସ୍ତିତ୍ୱ ମିଟାଇ ଦିଆଯାଇଥିଲା। ନିଜର ପୂର୍ବତନ ସ୍ୱାମୀ ପିଟର ମୁଖାର୍ଜୀଙ୍କଠାରୁ ଇନ୍ଦ୍ରାଣୀ ଛାଡ଼ପତ୍ର ନେଇ ସାରିଛନ୍ତି। ଇନ୍ଦ୍ରାଣୀ ମଧ୍ୟ ତାଙ୍କର ବହୁ ସମ୍ପତ୍ତି ହାତେଇ ନେଇଥିବା ପିଟର ପୂର୍ବରୁ ଅଭିଯୋ କରିଛନ୍ତି ।

ଗତ ସାଢ଼େ ୬ ବର୍ଷ ହେଲା ଇନ୍ଦ୍ରାଣୀଙ୍କ ଅନ୍ୟ ଜଣେ ଝିଅ ବିଦେହୀ ତାଙ୍କୁ ଜେଲରେ ଭେଟି ଆସୁଥିଲେ। ବିଧି ହେଉଛନ୍ତି  ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କ ଝିଅ। ମୁମ୍ବାଇ ପୁଲିସ ଏବଂ ସିବିଆଇଙ୍କ କହିବା ଅନୁଯାୟୀ କୋଲକାତାର ସିଦ୍ଧାର୍ଥ ଦାଶ ହେଉଛନ୍ତି ଇନ୍ଦ୍ରାଣୀଙ୍କ ଅନ୍ୟତମ ପୂର୍ବତନ ସ୍ୱାମୀ। ସିନା ହେଉଉନ୍ତି ସିଦ୍ଧାର୍ଥଙ୍କ ଝିଅ। ସିଦ୍ଧାର୍ଥଙ୍କର ଆଉ ଜଣେ ମିଖାଇଲ ନାମକ ପୁଅ ଅଛନ୍ତି।

ମିଖାଇଲ ମଧ୍ୟ ସିନାଙ୍କ ଭଳି ସମାନ ଅବହେଳାର  ଶିକାର ହୋଇଥିବା ପୁଲସି କହିଛି । ତେବେ ଇନ୍ଦ୍ରାଣୀ ଜେଲର ଥିବା ବେଳେ ତାଙ୍କ ମାମଲା ନିଜ ଝିଅ ବିଧି ବୁଝୁଥିଲେ। ଓକିଲଙ୍କ ସହ କୋର୍ଟ ଯିବା ଆସିବା କରୁଥିଲେ ବିଦେହୀ।  କିନ୍ତୁ ଏବେ କୌଣସି ସାକ୍ଷୀଙ୍କୁ ଇନ୍ଦ୍ରାଣୀ ଭେଟିବା ନେଇ କୋର୍ଟ ବାରଣ କରିଛନ୍ତି । ଏମିତିକି ନିଜ ଝିଅ ବିଧିଙ୍କ ସହ ଭେଟିବା ବା ଆଲୋଚନା କରିପାରିବେ ନାହିଁ ଇନ୍ଦ୍ରାଣୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story