ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଜିତିନଙ୍କ ସମେତ ୭ ମନ୍ତ୍ରୀ ନେଲେ ଶପଥ

ଲକ୍ଷ୍ନୌ: ଆସନ୍ତାବର୍ଷ ଅର୍ଥାତ୍ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଉତ୍ତର ପ୍ରଦେଶରେ ଯୋଗୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଉତ୍ତର ପ୍ରଦେଶରେ ଆଜି ୭ ନୂଆ ମୁହଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନିକଟରେ କଂଗ୍ରେସରୁ ବିଜେପିରେ ସାମିଲ୍ ହୋଇଥିବା ଜିତିନ୍ ପ୍ରସାଦ, ବିଜେପି ନେତା ପଲଟୁ ରାମ, ଛତ୍ରପାଲ୍ ସିଂହ ଗଙ୍ଗୱାର, ସଂଗୀତା ବଲୱନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଓ ଦିନେଶ ଖଟିକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। […]

up-cabinet

up-cabinet

Ranjit Kumar Jena
  • Published: Sunday, 26 September 2021
  • Updated: 26 September 2021, 08:35 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତାବର୍ଷ ଅର୍ଥାତ୍ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଉତ୍ତର ପ୍ରଦେଶରେ ଯୋଗୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଉତ୍ତର ପ୍ରଦେଶରେ ଆଜି ୭ ନୂଆ ମୁହଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନିକଟରେ କଂଗ୍ରେସରୁ ବିଜେପିରେ ସାମିଲ୍ ହୋଇଥିବା ଜିତିନ୍ ପ୍ରସାଦ, ବିଜେପି ନେତା ପଲଟୁ ରାମ, ଛତ୍ରପାଲ୍ ସିଂହ ଗଙ୍ଗୱାର, ସଂଗୀତା ବଲୱନ୍ତ ବିନ୍ଦ, ଧର୍ମବୀର ପ୍ରଜାପତି, ସଞ୍ଜୀବ କୁମାର ଗୌର ଓ ଦିନେଶ ଖଟିକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ରାଜଭବନର ଗାନ୍ଧି ସଭାଗୃହରେ ଆୟୋଜିତ ସମାରୋହରେ ୭ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି। ଜିତିନ ପ୍ରସାଦ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାବେଳେ ଅନ୍ୟମାନେ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ରାଷ୍ଟ୍ର ମନ୍ତ୍ରୀ ଥିବା ଜିତିନ ପ୍ରସାଦ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ। ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀ ପଦ ମିଳିବା ଏକପ୍ରକାର ନିଶ୍ଚିତ ଥିଲା।

ରାଷ୍ଟ୍ର ମନ୍ତ୍ରୀ ହୋଇଥିବା ଛତ୍ରପାଲ୍ ସିଂହ ଗଙ୍ଗୱାର ବରେଲୀର ବାହେରୀ ଆସନରୁ ବିଧାୟକ ଅଛନ୍ତି। ଅନ୍ୟପଟେ ପଲଟୁ ରାମ ବଳରାମପୁର ଆସନରୁ, ସଂଗୀତା ବଲୱନ୍ତ ଗାଜିପୁର, ସଞ୍ଜୀବ କୁମାର ସୋନଭଦ୍ର ଜିଲ୍ଲାର ଓବ୍ରା ଏବଂ ଦିନେଶ ଖଟିକ ମୀରଟର ହସ୍ତିନାପୁର ଆସନରୁ ବିଧାୟକ ଅଛନ୍ତି। ସେହିପରି ଆଗ୍ରାର ଧର୍ମବୀର ସିଂହ ପ୍ରଜାପତି ବିଧାନ ପରିଷଦ ସଦସ୍ୟ ଅଛନ୍ତି। ସଂଯୋଗ ବଶତଃ ମୋଦି ସରକାରରେ ଜଣେ ବ୍ରାହ୍ମଣ ଓ ୬ ଜଣ ଦଳିତଙ୍କୁ ମନ୍ତ୍ରୀ କରାଯାଇଥିଲା। ଏବେ ଯୋଗୀ ସରକାରରେ ମଧ୍ୟ ଜଣେ ବ୍ରାହ୍ମଣ ଓ ୬ ଜଣ ଦଳିତଙ୍କୁ ଶପଥ ଦିଆଯାଇଛି। ଜିତିନ୍ ପ୍ରସାଦ ବ୍ରାହ୍ମଣ ସମ୍ପ୍ରଦାୟରୁ ଆସିଛନ୍ତି।

ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏଭଳି ସମୟରେ କରାଯାଇଛି, ଯେତେବେଳେ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ପାଖାପାଖି ପାଞ୍ଚ ମାସ ସମୟ ରହିଛି। ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ପ୍ରଦେଶ ସରକାରରେ ମୁଖ୍ୟମନ୍ତ୍ରୀ ସମେତ ୨୩ କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ଥିବା ୯ ରାଷ୍ଟ୍ର ମନ୍ତ୍ରୀ ଓ ୨୧ ରାଷ୍ଟ୍ର ମନ୍ତ୍ରୀ ଥିଲେ। ରାଜ୍ୟ ବିଧାନସଭାରେ ସଦସ୍ୟ ସଂଖ୍ୟା ୪୦୩ ଅଛି। ଆଉ ନିୟମାନୁସାରେ ସେଥିମଧ୍ୟରୁ ୬୦ ଜଣଙ୍କୁ ମନ୍ତ୍ରୀ କରାଯାଇପାରିବ, କିନ୍ତୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କେବଳ ୫୩ ମନ୍ତ୍ରୀ ଥିଲେ ଏବଂ ୭ ପଦବୀ ଖାଲି ଥିଲା, ଯାହା ଆଜି ପୂରଣ ହୋଇଛି। ୟୁପିର ତିନି ଜଣ ମନ୍ତ୍ରୀଙ୍କର କରୋନାଜନିତ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story