୩ ଦଶନ୍ଧି ପରେ କାଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍

ନୂଆଦିଲ୍ଲୀ: ୩ ଦଶନ୍ଧି ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍। ଆଜି ପୁଲଓ୍ୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା। ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ। ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ ସହିତ କଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ଉପଯୋଗ କରାଯିବ ବୋଲି ସୂଚନା ମିଳିଛି। ଆଜିର ଦିନକୁ କଶ୍ମୀର […]

jamu

jamu

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 10:34 PM IST

Sports

Latest News

ନୂଆଦିଲ୍ଲୀ: ୩ ଦଶନ୍ଧି ପରେ କଶ୍ମୀର ଘାଟିରେ ଖୋଲିଲା ସିନେମା ହଲ୍। ଆଜି ପୁଲଓ୍ୱାମା ଓ ସୋପିଆନର ୨ଟି ସିନେମାହଲର ଉଦଘାଟନ କରିଛନ୍ତି ଉପରାଜ୍ୟପାଳ ମନୋଜ ସିହ୍ନା। ଏହି ୨ଟି ସିନେମାହଲ୍ ୧୦୦ ସିଟ୍ ବିଶିଷ୍ଟ ଏବଂ ଏହାକୁ ସରକାର ପରିଚାଳନା କରିବେ।

ଏଗୁଡ଼ିକୁ ଫିଲ୍ମ ସ୍କ୍ରିନିଂ ସହିତ କଶ୍ମୀରର ଯୁବକଯୁବତୀଙ୍କୁ ବିଭିନ୍ନ ପ୍ରଶିକ୍ଷଣଧର୍ମୀ ଭିଡିଓ ଦେଖାଇବାରେ ଏବଂ ସେମାନଙ୍କ ଦକ୍ଷତା ବିକାଶ ପାଇଁ ମଧ୍ୟ ଉପଯୋଗ କରାଯିବ ବୋଲି ସୂଚନା ମିଳିଛି। ଆଜିର ଦିନକୁ କଶ୍ମୀର ପାଇଁ ଐତିହାସିକ ବୋଲି କହିଛନ୍ତି ଉପରାଜ୍ୟପାଳ। ଏଥିସହ ସେ ସିନେମା ହଲରେ ଭାଗ୍ ମିଲ୍ଖା ଭାଗ୍ ଦେଖୁଥିବା ଭିଡିଓ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି।

ଆଉ ଏକ ଖୁସିର କଥା ହେଉଛି ଯେ, ଆସନ୍ତା ୨୦ ତାରିଖରେ ଶ୍ରୀନଗରରେ ଏକ ଘରୋଇ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଛି। ସେଠାରେ ୩ଟି ସ୍କ୍ରିନ୍ ସହିତ ୫୨୦ ଦର୍ଶକଙ୍କ ଦେଖିବାର ବ୍ୟବସ୍ଥା ରହିଛି। ଏହି ମଲ୍ଟିପ୍ଲେକ୍ସରେ ପ୍ରଥମେ ଲାଲ୍ ସିଂ ଚଢ଼ା ପ୍ରଦର୍ଶିତ ହେବ।

ସୂଚନା ଥାଉକି,୧୯୯୦ ମସିହା ବେଳକୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରୁ ମାଲିକମାନେ ସିନେମାହଲ୍ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story