କେଜ୍ରିୱାଲଙ୍କ କାର୍ଯ୍ୟକ୍ରମରେ କିଏ ଲଗାଇଲା ମୋଦିଙ୍କ ଫଟୋ?

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ତୁତୁ ମେଁ ମେଁ ରାଜନୀତି। ଗୋଟିଏ ପଟେ ଆମ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରଗରମ ରାଜ୍ୟ ରାଜନୀତି। ସ୍ଥିତି ଏଭଳି ହେଲାଣି ଯେ, ଆପ୍‌ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଜବରଦସ୍ତି ଲଗାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଣିଛନ୍ତି କେଜ୍ରିୱାଲଙ୍କ ପରିବେଶ ମନ୍ତ୍ରୀ ଗୋପାଲ ରଏ। ଦିଲ୍ଲୀର ଅସୋଲା ଭାଟି ଅଞ୍ଚଳ। ଏଠାରେ ଆମ ଆଦମୀ ପାର୍ଟିର ବନ […]

pm-modis-poster-forcibly-placed-in-delhi

Madhupriya Mistry
  • Published: Sunday, 24 July 2022
  • Updated: 24 July 2022, 01:09 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଥମୁନି ତୁତୁ ମେଁ ମେଁ ରାଜନୀତି। ଗୋଟିଏ ପଟେ ଆମ ଆଦମୀ ପାର୍ଟି, ଅନ୍ୟପଟେ ବିଜେପି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରଗରମ ରାଜ୍ୟ ରାଜନୀତି। ସ୍ଥିତି ଏଭଳି ହେଲାଣି ଯେ, ଆପ୍‌ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଜବରଦସ୍ତି ଲଗାଯାଇଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଣିଛନ୍ତି କେଜ୍ରିୱାଲଙ୍କ ପରିବେଶ ମନ୍ତ୍ରୀ ଗୋପାଲ ରଏ।

ଦିଲ୍ଲୀର ଅସୋଲା ଭାଟି ଅଞ୍ଚଳ। ଏଠାରେ ଆମ ଆଦମୀ ପାର୍ଟିର ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏଲ୍‌ଜି ବିକେ ସକ୍‌ସେନା ଉଭୟ ଯୋଗ ଦେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ପୋଷ୍ଟରକୁ ଜୋର ଜବରଦସ୍ତ ଲଗାଯାଇଥିବା ଅଭିଯୋଗ ଆସିଛି।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରଏ କହିଛନ୍ତି, 'ଆମେ ଝଗଡ଼ା ଚାହୁଁନୁ, ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ କରାଯାଉଛି। ସେଥିପାଇଁ ଉଭୟ ସିଏମ୍ ଏବଂ ମୁଁ କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲୁ। ଶନିବାର ରାତିରେ ଦିଲ୍ଲୀ ସରକାରଙ୍କ ସରକାରୀ କାର୍ଯ୍ୟକ୍ରମରେ ପୁଲିସ ପଠାଯାଇଥିଲା। ପିଏମଓଙ୍କ ନିର୍ଦ୍ଦେଶରେ ଏହି ପୁଲିସ ଆସିଥିଲା। ପୁଲିସ ମଞ୍ଚକୁ କାବୁ କରିବା ସହ କାର୍ଯ୍ୟକ୍ରମର ବ୍ୟାନର ବଦଳରେ ପିଏମ ମୋଦିଙ୍କ ଫଟୋ ଥିବା ଏକ ବ୍ୟାନର ଲଗାଇଥିଲା ଏବଂ ଏହାକୁ ହଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ପୁଲିସ।'

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଜୁଲାଇ ୧୧ ଠାରୁ ବନ ମହୋତ୍ସବ ଚାଲିଛି। ଏହା ମହୋତ୍ୱ ଜରିଆରେ ଦିଲ୍ଲୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲିଛି। ଶନିବାର ଏହି ମହୋତ୍ସବର ସମାପନ କାର୍ଯ୍ୟକ୍ରମ ଥିଲା। ଏଥିରେ ଦିଲ୍ଲୀ ଏଲ୍‌ଜି ଓ ମୁଖ୍ୟମନ୍ତ୍ରୀ ଉଭୟ ସାମିଲ ହୋଇଥାନ୍ତେ। ତେବେ ଏହା ପୂର୍ବରୁ ପୁଲିସ ସେଠାରେ ପହଞ୍ଚି ପୋଷ୍ଟର ବଦଳାଇ ଦେଇଥିଲା। ଯାହାକୁ ନେଇ ପୁଣି ଥରେ ଦିଲ୍ଲୀ ସରକାର ଓ ଏଲ୍‌ଜିଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story