ୟୁପି ଜେଲରେ ଥିବା କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ମିଳିଲା ବେଲ୍

ଲକ୍ଷ୍ନୌ: ଦୁଇ ବର୍ଷ ଧରି ୟୁପି ଜେଲରେ ଥିବା କେରଳର ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ବେଲ୍ ମିଳିଛି। ଦୁଇବର୍ଷ ପୂର୍ବେ ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଉତ୍ତରପ୍ରଦେଶ (ୟୁପି)ର ହାଥରସ୍ ଅଭିମୁଖେ ଯାଉଥିବା ବେଳେ ଆତଙ୍କବାଦୀ ଅଭିଯୋଗରେ ଗିରଫ ହୋଇଥିଲେ ସିଦ୍ଦିକ କପ୍ପାନ। ତାଙ୍କୁ ଆଜି ହାଇକୋର୍ଟରୁ ମନି ଲଣ୍ଡରିଂ ମାମଲାରେ ଜାମିନ ମିଳିଛି। ଗତ ସେପ୍ଟେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟରୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ଅନ୍ୟାନ୍ୟ […]

jor

jor

Niranjan Mishra
  • Published: Friday, 23 December 2022
  • Updated: 23 December 2022, 08:41 PM IST

Sports

Latest News

ଲକ୍ଷ୍ନୌ: ଦୁଇ ବର୍ଷ ଧରି ୟୁପି ଜେଲରେ ଥିବା କେରଳର ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ବେଲ୍ ମିଳିଛି। ଦୁଇବର୍ଷ ପୂର୍ବେ ଜଣେ ଦଳିତ ମହିଳାଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରିପୋର୍ଟ କରିବାକୁ ଉତ୍ତରପ୍ରଦେଶ (ୟୁପି)ର ହାଥରସ୍ ଅଭିମୁଖେ ଯାଉଥିବା ବେଳେ ଆତଙ୍କବାଦୀ ଅଭିଯୋଗରେ ଗିରଫ ହୋଇଥିଲେ ସିଦ୍ଦିକ କପ୍ପାନ। ତାଙ୍କୁ ଆଜି ହାଇକୋର୍ଟରୁ ମନି ଲଣ୍ଡରିଂ ମାମଲାରେ ଜାମିନ ମିଳିଛି।

ଗତ ସେପ୍ଟେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟରୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଆତଙ୍କବାଦୀ ମାମଲାରେ ସେ ଜାମିନ ପାଇସାରିଥିଲେ, କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ ହୋଇଥିବା ସମ୍ବନ୍ଧୀୟ ମାମଲାରେ ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ମିଳି ନଥିବାରୁ ସେ ଲକ୍ଷ୍ନୌ ଜେଲରେ ରହିଥିଲେ। ମାସକ ପୂର୍ବରୁ ଲକ୍ଷ୍ନୌର ଏକ କୋର୍ଟରେ ସିଦ୍ଦିକଙ୍କ ସମେତ ୬ ଅନ୍ୟଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ହୋଇଛି।

ଅନ୍ୟପଟେ ପୁଲିସ ଦାବି କରିଛି କେରଳ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କ ସମେତ ଗିରଫ ହୋଇଥିବା ଛଅ ଜଣ ନିଷିଦ୍ଧ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଏବଂ ଏହାର ଛାତ୍ର ଶାଖାର ସଦସ୍ୟ ଅଟନ୍ତି। ସେମାନେ ଦଙ୍ଗା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁପି ଯାତ୍ରା କରୁଥିଲେ। ଗିରଫ ହେବାପରେ ଯୁକ୍ତି କରିଥିଲେ ଯେ ସେମାନେ କେବଳ ସାମ୍ବାଦିକତା କାର୍ଯ୍ୟ ପାଇଁ ହାଥ୍‌ରସ ଯାତ୍ରା କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story