କବାଟ ଭିତରୁ ବାହାରିଲା ମାଳ ମାଳ ମଦ ବୋତଲ

ନୂଆଦିଲ୍ଲୀ: କିଏ ପରିବାର ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋର ଚାଲାଣ କରୁଛନ୍ତି ମଦ। କେତେବେଳେ ଟ୍ରକ୍‌ରେ, କେତେବେଳେ ବାଇକ୍ ଡିକିରେ ତ ଆଉ କେତେବେଳେ ଗ୍ୟାସ୍ ସିଲିଣ୍ଡର ଭିତରେ ମଦ ଲୁଚାଇ ହେଉଛି ଚୋରା ଚାଲାଣ। ଏବେ ସାମ୍ନାକୁ ଆସିଛି ବେଆଇନ ମଦ ଚାଲାଣର ଆଉ ଏକ ନୂଆ ଫଣ୍ଡା। କବାଟ ଭିତରେ ଲୁଚାଇ ଚାଲାଣ ହେଉଛି ମାଳ ମାଳ ମଦ ବୋତଲ। ବିହାରକୁ […]

liquor-smuggling-in-doors

liquor-smuggling-in-doors

Madhupriya Mistry
  • Published: Thursday, 03 November 2022
  • Updated: 03 November 2022, 10:58 AM IST

Sports

Latest News

ନୂଆଦିଲ୍ଲୀ: କିଏ ପରିବାର ଗାଡି ଭିତରେ ଲୁଚାଇ ମଦ ଚାଲାଣ କରୁଛି ତ ଆଉ କିଏ ବିଭିନ୍ନ ସାମଗ୍ରୀ ଆଳରେ ଚୋର ଚାଲାଣ କରୁଛନ୍ତି ମଦ। କେତେବେଳେ ଟ୍ରକ୍‌ରେ, କେତେବେଳେ ବାଇକ୍ ଡିକିରେ ତ ଆଉ କେତେବେଳେ ଗ୍ୟାସ୍ ସିଲିଣ୍ଡର ଭିତରେ ମଦ ଲୁଚାଇ ହେଉଛି ଚୋରା ଚାଲାଣ। ଏବେ ସାମ୍ନାକୁ ଆସିଛି ବେଆଇନ ମଦ ଚାଲାଣର ଆଉ ଏକ ନୂଆ ଫଣ୍ଡା। କବାଟ ଭିତରେ ଲୁଚାଇ ଚାଲାଣ ହେଉଛି ମାଳ ମାଳ ମଦ ବୋତଲ।

शराब तस्करी के लिए नया जुगाड़... दरवाजे में सेट कर दी 300 बोतलें, ट्रिक  देखकर हर कोई रह गया हैरान - liquor smuggling in doors gang supplying liquor  to Bihar busted by

ବିହାରକୁ ମଦ ମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଛି। ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି ସରକାର। ମଦ ବିକ୍ରି ଉପରେ ଏଠାରେ ବ୍ୟାନ୍ ଲାଗିଥିଲେ ମଧ୍ୟ ବିହାରକୁ ବିଭିନ୍ନ ରାଜ୍ୟରୁ ବେଧଡକ ଭାବେ ମଦ ସପ୍ଲାଏ ହେଉଛି। ଏଥର ରାଜଧାନୀ ଦିଲ୍ଲୀରୁ ଏଠାକୁ ମଦ ଚାଲାଣ ହେଉଥିବା ମାମଲା ସାମ୍ନାକୁ ଆସିଛି।

ଜନତା ଫ୍ଲାଟ ସେକ୍ଟର-୨୫ ରୋହିଣୀ ନିକଟରେ ଏକ ଅଟୋ ଜବତ ହୋଇଥିଲା। ଚେକିଂ ବେଳେ ଅଟୋ ଭିତରୁ ବାହାରିଥିଲା କିଛି କାଠ କବାଟ। ଆଉ କାଠ କବାଟ ଭିତରୁ ପୁଲିସ ହାତରେ ଲାଗିଥିଲା ମାଳ ମାଳ ମଦ ବୋତଲ। ଏକ ନୂଆ ଢ଼ଙ୍ଗରେ ଅଭିଯୁକ୍ତମାନେ ୬ଟି କାଠ କବାଟ ଭିତରେ ଗ୍ରୀନ୍ ବ୍ରାଣ୍ଡ ହ୍ୱିସ୍କିର ପ୍ରାୟ ୨୧୧୨ ମଦ ବୋତଲ ଲୁଚାଇ ରଖିଥିଲେ।

ଏନେଇ ଦିଲ୍ଲୀ ପୁଲିସର ଏକ ସ୍ପେଶାଲ ଟିମ୍ ସୂଚନା ପାଇ ଚଢ଼ାଉ କରିଥିଲା। ପୁଲିସ ଏହି ମାମଲାରେ ଅଟୋ ଡ୍ରାଇଭରଙ୍କ ସମେତ ଆଉ ଜଣଙ୍କୁ ଗିରଫ କରିଛି। ପଞ୍ଜାବ ବ୍ରାଣ୍ଡର ଏହି ମଦକୁ ଦିଲ୍ଲୀରୁ କିଣା ଯାଇ ବିହାରକୁ ଚାଲାଣ ହେଉଥିବା ପୁଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story