ଭୁଶୁଡିଲା ଟନେଲ, ମାଟିତଳୁ ଜୀବନ୍ତ ଉଦ୍ଧାର ହେଲେ ୭ ଶ୍ରମିକ

ଭୋପାଲ: ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ ସେଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକଙ୍କୁ ମାଟି ତଳେ ପୋତି ହୋଇଯାଇଥିଲା। ଏଥିମଧ୍ୟରୁ ୭ଜଣ ଶ୍ରମିକଙ୍କୁ ରବିବାର ସକାଳେ ଜୀବନ୍ତ ଉଦ୍ଧାର କରାଯାଇଛି।  ମାଟି ତଳେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକମାନେ ମଧ୍ୟ ଜୀବିତ ଥିବା ଏସ୍‌ଡିଏମ୍‌ ସୂଚନା ଦେଇଛନ୍ତି। […]

labour

labour

Madhupriya Mistry
  • Published: Sunday, 13 February 2022
  • Updated: 13 February 2022, 02:03 PM IST

ଭୋପାଲ: ମଧ୍ୟପ୍ରଦେଶର କାଟନି ଜିଲ୍ଲାର ସ୍ଲିମ୍ନାବାଦ ନିକଟରେ ଏକ ନିର୍ମାଣାଧୀନ ଟନେଲ ହଠାତ୍ ଭୁଶୁଡ଼ିବା ପରେ ସେଠାରେ କାର୍ଯ୍ୟ କରୁଥିବା ୯ ଜଣ ଶ୍ରମିକଙ୍କୁ ମାଟି ତଳେ ପୋତି ହୋଇଯାଇଥିଲା। ଏଥିମଧ୍ୟରୁ ୭ଜଣ ଶ୍ରମିକଙ୍କୁ ରବିବାର ସକାଳେ ଜୀବନ୍ତ ଉଦ୍ଧାର କରାଯାଇଛି।  ମାଟି ତଳେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଫଶି ରହିଥିବା ଅନ୍ୟ ୨ ଜଣ ଶ୍ରମିକମାନେ ମଧ୍ୟ ଜୀବିତ ଥିବା ଏସ୍‌ଡିଏମ୍‌ ସୂଚନା ଦେଇଛନ୍ତି। ନର୍ମଦା ଘାଟି କେନାଲ ପ୍ରକଳ୍ପ ଅଧୀନରେ ଅଣ୍ଡରଗ୍ରାଉଣ୍ଡ କେନାଲ କାମ ଚାଲିଥିବା ବେଳେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

କାଟନି ଜିଲ୍ଲାପାଳ ପ୍ରିୟଙ୍କା ମିଶ୍ରାଙ୍କ କହିବା ମୁତାବକ, ଯେଉଁ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ସ୍ୟାସ୍ଥାବସ୍ଥା ସାମାନ୍ୟ ଗୁରୁତର ରହିଛି। ସେପଟେ ମଧ୍ୟ ପ୍ରଦେଶ ଗୃହ ବିଭାଗର ପ୍ରମୁଖ ସଚିବ ରାଜେଶ ରାଜୋରା କହିଛନ୍ତି, ବର୍ତ୍ତମାନ ଯାଏ ୭ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନନ୍ୟ ୨ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରାହିଛି। ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟ ସକୁଶଳ ସମ୍ପନ୍ନ ହେବା ନେଇ ସେ ଆଶା କରିଛନ୍ତି।

ସୂଚନା ମୁତାବକ, ଗତକାଲି ନିର୍ମାଣଧୀନ ଟନେଲର ଏକ ଭାଗ ଭୁଶୁଡି ଯାଇଥିଲା। ଫଳରେ ସେଠାରେ କାମ କରୁଥିବା ୯ଜଣ ଶ୍ରମିକ ମାଟି ତଳେ ଦବି ଯାଇଥିଲେ। ସ୍ଲିମନାବାଦ ଅଞ୍ଚଳର ଏନ୍‌ଏଚ୍‌-୩୦ ତଳ ଭାଗ ଦେଇ ଏହି ଟନେଲର ତିଆରି ଚାଲିଥିଲା।

https://twitter.com/CollectorKatni/status/1492606996679634944?s=20&t=Fs4RkRjC6q8jsLr3Ocfsdg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story