ଆସିଲା ୩୪୧୯ କୋଟି ଟଙ୍କାର ବିଜୁଳି ବିଲ୍‌, ଶ୍ୱଶୁରଙ୍କ ଉଡ଼ିଗଲା ହୋସ୍‌

ଭୋପାଳ: ନା ସେ ଆଦାନୀ, ନା ସେ ଅମ୍ବାନୀ। ଏମିତି କି ସେ କୌଶସି ବିଶିଷ୍ଟ ଶିଳ୍ପପତି ନୁହନ୍ତି। ରାଜକୀୟ ଠାଣି କିମ୍ବା ଆଲିସାନ ବଙ୍ଗଳାରେ ରହୁନଥିବା ସେ ଜଣେ ସାଧାରଣ ବ୍ୟକ୍ତି। କିନ୍ତୁ ତାଙ୍କ ଘରକୁ ଯେଉଁ ବିଜୁଳି ବିଲ୍‌ ଆସିଛି, ଆପଣ ଜାଣିଲେ ହୋସ୍‌ ଉଡିଯିବ। ଠିକ୍‌ ସମ୍ପୃକ୍ତ ଉପଭୋକ୍ତାଙ୍କ ସହ ସମାନ ଘଟଣା ଘଟିଛି। ବିଜୁଳି ବିଲ୍‌ ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ଚେତା ଉଡିଯାଇଛି। ମଧ୍ୟପ୍ରଦେଶର ଗ୍ୱାଲିଅର ସହରର ଶିବ ବିହାର କଲୋନିରେ […]

electricity-bill

electricity-bill

Madhupriya Mistry
  • Published: Wednesday, 27 July 2022
  • Updated: 27 July 2022, 01:44 PM IST

Sports

Latest News

ଭୋପାଳ: ନା ସେ ଆଦାନୀ, ନା ସେ ଅମ୍ବାନୀ। ଏମିତି କି ସେ କୌଶସି ବିଶିଷ୍ଟ ଶିଳ୍ପପତି ନୁହନ୍ତି। ରାଜକୀୟ ଠାଣି କିମ୍ବା ଆଲିସାନ ବଙ୍ଗଳାରେ ରହୁନଥିବା ସେ ଜଣେ ସାଧାରଣ ବ୍ୟକ୍ତି। କିନ୍ତୁ ତାଙ୍କ ଘରକୁ ଯେଉଁ ବିଜୁଳି ବିଲ୍‌ ଆସିଛି, ଆପଣ ଜାଣିଲେ ହୋସ୍‌ ଉଡିଯିବ। ଠିକ୍‌ ସମ୍ପୃକ୍ତ ଉପଭୋକ୍ତାଙ୍କ ସହ ସମାନ ଘଟଣା ଘଟିଛି। ବିଜୁଳି ବିଲ୍‌ ଦେଖି ସମ୍ପୃକ୍ତ ବ୍ୟକ୍ତିଙ୍କ ଚେତା ଉଡିଯାଇଛି।

ମଧ୍ୟପ୍ରଦେଶର ଗ୍ୱାଲିଅର ସହରର ଶିବ ବିହାର କଲୋନିରେ ରହୁଥିବା ପ୍ରିୟଙ୍କା ଗୁପ୍ତାଙ୍କ ପରିବାର ସହ ଘଟିଛି ଏଭଳି କିଛି ଘଟଣା। ଜୁଲାଇ ମାସରେ ଏହି ପରିବାରକୁ ଆସିଥିଲା ମୋଟା ଅଙ୍କର ବିଜୁଳି ବିଲ୍‌। ଏହି ବିଲ୍‌ରେ ଯେଉଁ ପରିମାଣ ଥିଲା ତାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ବିଲ୍‌ ବାବଦକୁ ୩,୪୧୯ କୋଟି ଟଙ୍କା ପୈଠ କରିବାକୁ ରସିଦ ଆସିଥିଲା। ଏତେ ଟଙ୍କାର ବିଜୁଳି ବିଲ୍‌କୁ ଦେଖି ପ୍ରିୟଙ୍କାଙ୍କ ଶ୍ୱଶୁରଙ୍କୁ ଲାଗିଥିଲା ଶକ୍ତ ଧକ୍କା। ଏପରିକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରିବାକୁ ପଡିଥିଲା।

Madhya Pradesh (Featured Photo: ANI)

ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଏହି ପରିବାରକୁ ଏଭଳି ପରିସ୍ଥିତି ଭୋଗିବାକୁ ପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟୁତ କମ୍ପାନୀ ଏଥିପାଇଁ "ମାନବୀୟ ତ୍ରୁଟି"କୁ ଦାୟୀ କରିଛି। ଏଥିସହ ସହରର ଶିବ ବିହାର କଲୋନୀରେ ରହୁଥିବା ଗୁପ୍ତ ପରିବାରକୁ ୧୩୦୦ ଟଙ୍କାର ଏକ ସଠିକ ବିଲ୍ ଜାରି କରାଯାଇଛି।

ପ୍ରିୟଙ୍କା ଗୁପ୍ତାଙ୍କ ସ୍ୱାମୀ ଦାବି କରିଛନ୍ତି, ଜୁଲାଇ ୨୦ରେ ଜାରି କରାଯାଇଥିବା ବିଦ୍ୟୁତ୍ ବିଲ୍ ଦେଖି ତାଙ୍କ ବାପାଙ୍କ ସ୍ୱାସ୍ଥ ଖରାପ ହୋଇଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ମଧ୍ୟପ୍ରଦେଶ ବିଦ୍ୟୁତ୍ ବିତରଣ କମ୍ପାନୀର ପୋର୍ଟାଲ୍ ମାଧ୍ୟମରେ ଉକ୍ତ ବିଲ୍‌କୁ ନେଇ କ୍ରସ-ଯାଞ୍ଚ କରାଯାଇଥିଲା, କିନ୍ତୁ ପରେ ସଠିକ୍ ବୋଲି ଜଣାପଡିଛି। ପରେ ରାଜ୍ୟ ବିଦ୍ୟୁତ କମ୍ପାନୀ ଏହି ବିଲକୁ ସଂଶୋଧନ କରିଥିଲେ ବୋଲି ସେ କହିଛନ୍ତି।

ସେପଟେ ବିଦ୍ୟୁତ୍ କମ୍ପାନୀର ଜେନେରାଲ୍ ମ୍ୟାନେଜର ନୀତିନ ମଙ୍ଗଲିକ୍ ଏତେ ଟଙ୍କାର ବିଦ୍ୟୁତ୍ ବିଲ୍ ପାଇଁ ମାନବୀୟ ତ୍ରୁଟିକୁ ଦାୟୀ କରିଛନ୍ତି । ଏଥିସହ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story