ଘାରିଲାଣି ଓମିକ୍ରନ୍‌ ଭୟ, ୧୦୯ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

ମୁମ୍ବାଇ: ଧୀରେ ଧୀରେ ଦେଶକୁ କବ୍‌ଜା କରୁଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦେଖୁ ଦେଖୁ ଏହି ଭୂତାଣୁ ଏବେ ୩୮ରୁ ଅଧିକ ଦେଶକୁ ବ୍ୟାପିଗଲାଣି। ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ। ଏହି ଭୂତାଣୁକୁ ଚିହ୍ନଟ କରିବା ପାଇଁ ଦେଶରେ ଜୋରଦାର ଟେଷ୍ଟିଂ ଚାଲିଛି। ବିଶେଷ କରି ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଛି। ଏହାରି ଭିତରେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପାଖାପାଖି ୧୦୦ରୁ ଅଧିକ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କ […]

Omicron

Omicron

Madhupriya Mistry
  • Published: Tuesday, 07 December 2021
  • Updated: 07 December 2021, 12:35 PM IST

Sports

Latest News

ମୁମ୍ବାଇ: ଧୀରେ ଧୀରେ ଦେଶକୁ କବ୍‌ଜା କରୁଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଦେଖୁ ଦେଖୁ ଏହି ଭୂତାଣୁ ଏବେ ୩୮ରୁ ଅଧିକ ଦେଶକୁ ବ୍ୟାପିଗଲାଣି। ଚାରିଆଡେ ଏହାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ। ଏହି ଭୂତାଣୁକୁ ଚିହ୍ନଟ କରିବା ପାଇଁ ଦେଶରେ ଜୋରଦାର ଟେଷ୍ଟିଂ ଚାଲିଛି। ବିଶେଷ କରି ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଛି। ଏହାରି ଭିତରେ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପାଖାପାଖି ୧୦୦ରୁ ଅଧିକ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି।

ମହାରାଷ୍ଟ୍ରରୁ ଏଭଳି କିଛି ଚିନ୍ତା ବଢ଼ାଇଲା ଭଳି ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ଯାଏଁ ମୋଟ ୧୦ଟି ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ କିଛି ଦିନ ଭିତରେ ବିଦେଶରୁ ମହାରାଷ୍ଟ୍ର ଫେରିଥିବା ପ୍ରାୟ ୧୦୯ଜଣ ଯାତ୍ରୀ ନିଖୋଜ ଅଛନ୍ତି। ଏହି ଯାତ୍ରୀଙ୍କ ବିଷୟରେ କିଛି ବି ପତ୍ତା ମିଳୁନି। କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନର ମୁଖ୍ୟ ବିଜୟ ସୂର୍ଯ୍ୟବଂଶି କହିଛନ୍ତି, ବିଦେଶରୁ ଥାନେ ଜିଲ୍ଲାକୁ ଆସିଥିବା ୨୯୫ ଜଣ ବିଦେଶୀ ଯାତ୍ରୀଙ୍କ ମଧ୍ୟରୁ ୧୦୯ ଜଣ ଯାତ୍ରୀଙ୍କ ଖୋଜଖବର ମିଳୁନି।

କଲ୍ୟାଣ-ଡୋମ୍ବିଭଲି ମ୍ୟୁନିସିପାଲିଟି କର୍ପୋରେସନ୍ ମୁଖ୍ୟ ବିଜୟ ସୂର୍ଯ୍ୟବଂଶି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ଏହି ଲୋକଙ୍କ ମଧ୍ୟରୁ କେତେକଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଥିବାବେଳେ ଦିଆଯାଇଥିବା ଶେଷ ଠିକଣାଗୁଡ଼ିକରେ ମଧ୍ୟ ତାଲା ପଡିଛି। ଫଳର ସଂକ୍ରମଣ ବଢ଼ିବା ଅଶଙ୍କା ରହିଛି ବୋଲି ସେ କହିଛନ୍ତି।

ମୁମ୍ବାଇରେ ଗତ ମାସରେ ବିଦେଶରୁ ଫେରିଥିବା ଦୁଇ ଜଣ ବ୍ୟକ୍ତିଙ୍କ ଠାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ ଚିହ୍ନଟ ହୋଇଥିଲା। ମହାରାଷ୍ଟ୍ରର ରାଜଧାନୀରେ ଏହି ଭାଇରସର ନୂଆ ରୂପର ଏହା ପ୍ରଥମ ମାମଲା ଥିଲା। ବର୍ତ୍ତମାନ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟାଏବେ ୧୦କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ମଧ୍ୟରେ ମୁମ୍ବାଇର ୩ଜଣ ଏବଂ ପୁନେର ୭ଜଣ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story