ଜନଧନରେ ୧୫ ଲକ୍ଷ ପାଇ କଲେ ଘର, ଏବେ ବ୍ୟାଙ୍କ କହୁଛି ଫେରାଅ

ମୁମ୍ବାଇ: ଜନଧନ ଆକାଉଣ୍ଟ ଆସିଲା ଏକାଥରକେ ୧୫ ଲକ୍ଷ। ଏହା ଦେଖି ଖୁସି ହୋଇଗଲେ ଜଣେ କୃଷକ। ଭାବିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତ ପୂରଣ କରିଛନ୍ତି। ଏଥିପାଇଁ ଖୁସିରେ କୃଷକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ମଧ୍ୟ ଜଣାଇଦେଲେ। ଏହାପରେ ଏହି ଟଙ୍କାରେ ସେ ତୋଳିଲେ ନିଜ ସ୍ୱପ୍ନର ଘର। ତେବେ ଘର ଗଢ଼ିବାର ୬ ମାସ ପରେ ତାଙ୍କ ସ୍ୱପ୍ନ ଏବେ ଭାଙ୍ଗିବାକୁ ବସିଛି। ବ୍ୟାଙ୍କର କର୍ମଚାରୀମାନେ ଆସି ଭୁଲ୍‌ରେ […]

15 lakh in Jan Dhan account

15 lakh in Jan Dhan account

Madhupriya Mistry
  • Published: Thursday, 10 February 2022
  • Updated: 10 February 2022, 01:28 PM IST

ମୁମ୍ବାଇ: ଜନଧନ ଆକାଉଣ୍ଟ ଆସିଲା ଏକାଥରକେ ୧୫ ଲକ୍ଷ। ଏହା ଦେଖି ଖୁସି ହୋଇଗଲେ ଜଣେ କୃଷକ। ଭାବିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତ ପୂରଣ କରିଛନ୍ତି। ଏଥିପାଇଁ ଖୁସିରେ କୃଷକ ଜଣକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଧନ୍ୟବାଦ ମଧ୍ୟ ଜଣାଇଦେଲେ। ଏହାପରେ ଏହି ଟଙ୍କାରେ ସେ ତୋଳିଲେ ନିଜ ସ୍ୱପ୍ନର ଘର। ତେବେ ଘର ଗଢ଼ିବାର ୬ ମାସ ପରେ ତାଙ୍କ ସ୍ୱପ୍ନ ଏବେ ଭାଙ୍ଗିବାକୁ ବସିଛି। ବ୍ୟାଙ୍କର କର୍ମଚାରୀମାନେ ଆସି ଭୁଲ୍‌ରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି ତେଣୁ ଫେରାଇଦେବାକୁ ତାଙ୍କୁ କହିଛନ୍ତି। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ।

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ବାସିନ୍ଦା ଜ୍ଞାନେଶ୍ୱର ଓଟେ। ୨୦୨୧ ଅଗଷ୍ଟ ୧୭ ତାରିଖରେ ‘ବ୍ୟାଙ୍କ୍‌ ଅଫ୍‌ ବରୋଦା’ରେ ଥିବା ତାଙ୍କ ‘ଜନଧନ ଆକାଉଣ୍ଟ’କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା। ଏହାଦେଖି ସେ ଚକିତ ହୋଇପଡିଥିଲେ। ବିସ୍ମିତ ଜ୍ଞାନେଶ୍ୱର କିଛି ମାସ ଅ‌ପେକ୍ଷା କଲେ କିନ୍ତୁ, ଆକାଉଣ୍ଟରୁ ଟଙ୍କା ଫେରସ୍ତ ନିଆଗଲା ନାହିଁ କି, ଏ ସଂକ୍ରାନ୍ତରେ କେହି ତାଙ୍କ ସହ କ‌ୌଣସି ପ୍ରକାର ଯୋଗାଯୋଗ କଲେ ନାହିଁ।

Farmer Gets 15 lakh : नरेंद्र मोदी (Narendra Modi) यांनी प्रत्येक भारतीयाच्या खात्यात 15 लाख रुपये टाकण्याचा जाहीर शब्द दिला होता.

ଏହାପରେ ତାଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଟ୍ରାନ୍‌ସ୍‌ଫର୍‌ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ସେ ଭାବିଲେ। ବେଶ୍‌ ଖୁସିରେ ସେ ନିଜ ପାଇଁ ଏକ ନୂଆ ଘରଟିଏ ତୋଳିବା ପାଇଁ ୯ ଲକ୍ଷ ଟଙ୍କା ଉଠାଇଲେ। ନିଜ ପାଇଁ ଏକ ଘର ମଧ୍ୟ ତୋଳିଦେଲେ। ହେଲେ ଟଙ୍କା ଆସିବାର ୬ମାସ ପରେ ଏବେ ତାଙ୍କ ପାଦ ତଳୁ ମାଟି ଖସି ଯାଇଛି।

ଟଙ୍କା ଫେରାଇବା ପାଇଁ ହଠାତ୍‌ ବ୍ୟାଙ୍କରୁ ଆସିଥିବା ନୋଟିସ୍‌ ଦେଖି ଜ୍ଞାନେଶ୍ୱର ଅବାକ୍‌ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ଥିବା ବାକି ୬ ଲକ୍ଷ ଟଙ୍କା ବ୍ୟାଙ୍କ୍‌ ଫେରାଇ ନେଇଛି। କିନ୍ତୁ, ଏବେ ବ୍ୟାଙ୍କ୍‌ କର୍ମଚାରୀମାନେ ଜ୍ଞାନେଶ୍ୱରକୁ ବଳକ ୯ ଲକ୍ଷ ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି।

ପକୃତ କଥା ହେଲା, ମହାରାଷ୍ଟ୍ରର ଏକ ପିମ୍ପଲ୍‌ୱାଡ଼ି ଗ୍ରାମ ପଞ୍ଚାୟତ ପାଇଁ ଆବଣ୍ଟିତ ଉକ୍ତ ଟଙ୍କା ଭୁଲ୍‌କ୍ରମେ ଜ୍ଞାନେଶ୍ୱରଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା। କିଛି ମାସ ପରେ ବ୍ୟାଙ୍କର ଅଭ୍ୟନ୍ତରୀଣ ତଦନ୍ତରୁ ଜଣାପଡ଼ିଲା ଯେ, ଭୁଲ୍‌ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଇଛି। ସେତେବେଳକୁ ୫ ମାସ ବିତି ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story