ଋତୁସ୍ରାବ ସମୟରେ ଗଛ ଲଗାଇଲେ ଜଳିଯିବ: ସ୍କୁଲ ଶିକ୍ଷକଙ୍କ ଅଜବ ନିୟମ

ନୂଆଦିଲ୍ଲୀ: ମହିଳାମାନଙ୍କର ଋତୁସ୍ରାବକୁ ନେଇ ଏବେ ବି ସମାଜରେ ଅଜବ ଅନ୍ଧବିଶ୍ୱାସ ଓ ଲିଙ୍ଗଗତ ବୈଷମ୍ୟ ଏବଂ ଭେଦଭାବ ବଞ୍ଚି ରହିଛି। ଯେଉଁଥିରେ ମହିଳାମାନଙ୍କୁ ଲାଞ୍ଝିତ ଓ ଅପମାନିତ ହେବାକୁ ପଡ଼ୁଛି। ଏହି ସମସ୍ୟାରେ କିଶୋରୀ ବୟସର ଝିଅ ମାନଙ୍କୁ ମଧ୍ୟ ଶିକାର ହେବାକୁ ପଡ଼ୁଛି। ମହାରାଷ୍ଟ୍ରରୁ ଏମିତି ଏକ ଅଭିଯୋଗ ଆସିଛି। ମହାରାଷ୍ଟ୍ରର ନାସିକ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଋତୁସ୍ରାବ ହେଉଥିବା ଜଣେ […]

girl

girl

Tapas Behera
  • Published: Thursday, 28 July 2022
  • Updated: 28 July 2022, 02:53 PM IST

Sports

Latest News

ନୂଆଦିଲ୍ଲୀ: ମହିଳାମାନଙ୍କର ଋତୁସ୍ରାବକୁ ନେଇ ଏବେ ବି ସମାଜରେ ଅଜବ ଅନ୍ଧବିଶ୍ୱାସ ଓ ଲିଙ୍ଗଗତ ବୈଷମ୍ୟ ଏବଂ ଭେଦଭାବ ବଞ୍ଚି ରହିଛି। ଯେଉଁଥିରେ ମହିଳାମାନଙ୍କୁ ଲାଞ୍ଝିତ ଓ ଅପମାନିତ ହେବାକୁ ପଡ଼ୁଛି। ଏହି ସମସ୍ୟାରେ କିଶୋରୀ ବୟସର ଝିଅ ମାନଙ୍କୁ ମଧ୍ୟ ଶିକାର ହେବାକୁ ପଡ଼ୁଛି। ମହାରାଷ୍ଟ୍ରରୁ ଏମିତି ଏକ ଅଭିଯୋଗ ଆସିଛି। ମହାରାଷ୍ଟ୍ରର ନାସିକ ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ।

ସମ୍ପୃକ୍ତ ଶିକ୍ଷକ ଜଣଙ୍କ ଋତୁସ୍ରାବ ହେଉଥିବା ଜଣେ ଛାତ୍ରୀଙ୍କୁ ବିଦ୍ୟାୟଳରେ ଗଛ ଲଗାଇବାକୁ ବାରଣ କରିଛନ୍ତି। ସ୍କୁଲରେ ହେଉଥିବା ଚାରା ରୋପଣ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଛାତ୍ରୀଙ୍କୁ ଭାଗ ନେବାକୁ ମନା କରାଯାଇଥିଲା। ଏହି ଅଭିଯୋଗ ଆସିବା ପରେ ପ୍ରଶାସନକିସ୍ତରରେ ଏକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ଛାତ୍ରୀ ଦ୍ବାଦଶ ଶ୍ରେଣୀରେ ପଢୁଛନ୍ତି।

ଅଭିଯୁକ୍ତ ଶିକ୍ଷକଙ୍କ କହିବା ଅନୁଯାୟୀ ଯଦି ସେ ଗଛକୁ ଛୁଅନ୍ତି ତେବେ ଗଛଟି ବଢ଼ିବନି । ବରଂ ଜଳିଯିବ। ତ୍ରିମ୍ବକେଶ୍ୱର ଦେବ ଗାଁର ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଆଶ୍ରମ ବିଦ୍ୟାଳୟରେ ସମ୍ପୃକ୍ତ ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଏହି ଅଭିଯୋଗ ଆସିବା ପରେ ଆଦିବାସୀ ଉନ୍ନୟନ ବିଭାଗ ତରଫରୁ ଏକ ତଦନ୍ତ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ କୁହାଯାଛି ଯେ, ଆମେ ବିଦ୍ୟାଳୟର  ସମ୍ପୃକ୍ତ ଛାତ୍ରୀଙ୍କ ସହ ତାଙ୍କ ସହଯୋଗୀ  ଏବଂ ସ୍କଲର ସୁପରିଟେଣ୍ଟେଣ୍ଟଙ୍କ ବୟାନ ରେକର୍ଡ଼ କରାଯାଇଛି। ନାସିକର ଅତିରିକ୍ତ ଜିଲ୍ଲାପାଳ ଏବଂ ଆଦିବାସୀ ବିଭାଗର ପ୍ରକଳ୍ପ ଅଧିକାରୀ ସମ୍ପୃକ୍ତ ପୀଡ଼ିତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ ଏହି ବିଦ୍ୟଳୟରେ ୫୦୦ ଜଣ ଛାତ୍ରୀ ଅଧ୍ୟୟନ କରନ୍ତି। ଏହି ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନାସିକ ଜିଲ୍ଲାର ଶ୍ରମଜୀବୀ ସଙ୍ଗଠନ ସମ୍ପାଦକ  ଭଗୱାନ ମାଧେଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଭଗୱାନଙ୍କକ କହିବା ଅନୁଯାୟୀ ଛାତ୍ରୀ ଜଣକ ତାଙ୍କ ଶିକ୍ଷକଙ୍କ କଥାରେ ପ୍ରତିବାଦ କରିବାକୁ  ସାହସ ପାଇ ନଥିଲେ। କାରଣ ୮୦ ପ୍ରତିଶତ ମାର୍କ ସେହି ଶିକ୍ଷକଙ୍କ ହାତରେ ରହୁଛି। ଶିକ୍ଷକ ଜଣକ ମାର୍କ କାଟି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ତେବେ ଏହି ପ୍ରସଙ୍ଗକୁ ପ୍ରଶାସନିକସ୍ତରକୁ ନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story