ଟିଏମସିରେ ଏକ ଘରିଆ ମହୁଆ ମୋଇତ୍ରା ! ଦଳ ଭିତରୁ ବଢ଼ୁଛି ଚାପ

କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ବିବାଦୀ ପୋଷ୍ଟରକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା ଦେଇଥିବା ବୟାନ ଦଳ ଭିତରେ ଝଡ଼ ସୃଷ୍ଟି କରିଛି। ମହୁଆ ମୋଇତ୍ରା ଦେଇଥିବା  ଆପତ୍ତିଜନକ ଟିପ୍ପଣୀ ଦଳରେ କମ୍ପନ ସୃଷ୍ଟି କରିଛି । ଏବେ ଟିଏମସି ଅଡ଼ୁଆରେ ପଡ଼ିଥିବା ବେଳେ ଦଳଭିତରୁ ମହୁଆ ମୋଇତ୍ରାଙ୍କ ଉପରେ ରାଜନୈତିକ ଚାପ ବଢ଼ୁଛି। ମହୁଆ ମୋଇତ୍ରାଙ୍କ ବୟାନକୁ ଦଳ ସମର୍ଥନ କରୁ ନାହିଁ କି ଗ୍ରହଣ କରୁ ନାହିଁ। ବରଂ ମହୁଆଙ୍କୁ ଠାରୁ ଦଳ […]

mahua

mahua

Tapas Behera
  • Published: Monday, 11 July 2022
  • Updated: 11 July 2022, 11:42 AM IST

Sports

Latest News

କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ବିବାଦୀ ପୋଷ୍ଟରକୁ ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରା ଦେଇଥିବା ବୟାନ ଦଳ ଭିତରେ ଝଡ଼ ସୃଷ୍ଟି କରିଛି। ମହୁଆ ମୋଇତ୍ରା ଦେଇଥିବା  ଆପତ୍ତିଜନକ ଟିପ୍ପଣୀ ଦଳରେ କମ୍ପନ ସୃଷ୍ଟି କରିଛି । ଏବେ ଟିଏମସି ଅଡ଼ୁଆରେ ପଡ଼ିଥିବା ବେଳେ ଦଳଭିତରୁ ମହୁଆ ମୋଇତ୍ରାଙ୍କ ଉପରେ ରାଜନୈତିକ ଚାପ ବଢ଼ୁଛି। ମହୁଆ ମୋଇତ୍ରାଙ୍କ ବୟାନକୁ ଦଳ ସମର୍ଥନ କରୁ ନାହିଁ କି ଗ୍ରହଣ କରୁ ନାହିଁ। ବରଂ ମହୁଆଙ୍କୁ ଠାରୁ ଦଳ ଦୂରେଇ ରହିବା ପରେ ସେ ଏବେ ଏକଘରିଆ ପରିସ୍ଥତିରେ ଅଛନ୍ତି। ଅନ୍ୟପଟେ ଗଣମାଧ୍ୟମରେ ଟିଏମସି ନେତା ସିଧାସଳଖ ମହୁଆଙ୍କୁ ଟାର୍ଗେଟ କରୁଛନ୍ତି । ଟିଏମସିର ରାଜ୍ୟସଭା ଏମପି  ସୁଶ୍ମିତା ଦେବ ମହୁଆଙ୍କ ବୟାନକୁ ନାପସନ୍ଦ କରିବା ସହ  ତାଙ୍କୁ ଜଣେ ଦଳର ବରିଷ୍ଟ ନେତ୍ରୀଭାବେ ବିବେଚନା କରିନାହାନ୍ତି । ସୁଶ୍ମିତା କହିଛନ୍ତି ଦଳର କୌଣସି ନେତାଙ୍କର ମମତା ବାନାର୍ଜୀଙ୍କୁ ଅପମାନିତ କରିବାର ଅଧିକାର ନାହିଁ।

ଏମିତି ଦଳର ଏ, ବି,ସି ଭଳି ମହୁଆ ମୋଇତ୍ରାଙ୍କର ମଧ୍ୟ ମମତାଙ୍କୁ ଅପମାନିତ କରିବାର ଅଧିକାର ନାହିଁ।  ମା କାଳୀଙ୍କ ପ୍ରତି ମମତାଙ୍କ ଭାବନା କଣ ରହିଛି ତାହା ସାରା ବେଙ୍ଗଲ ଜାଣିଛି। ତେଣୁ ତାଙ୍କ ମତକୁ କେହି ବଦଳାଇପାରିବେ ନାହିଁ ବୋଲି ସୁଶ୍ମିତା କହିଛନ୍ତି। ଅନ୍ୟପଟେ ସାଧାରଣରେ ମହୁଆ ମୋଇତ୍ରାଙ୍କ ପ୍ରତି ବିରୋଧ ଓ ଅସନ୍ତୋଷ ବଢ଼ୁଛି।  ହେଲେ ମହୁଆ ନିଜ ଜିଦରେ ଅଟଳ ଅଛନ୍ତି। ସେ ଦେଇଥିବା ବୟାନ ପ୍ରତ୍ୟାବର୍ତ୍ତନ କରିବାକୁ ସେ ପ୍ରସ୍ତୁତ ନଥିବା ତାଙ୍କ ଆଚରଣରୁ ଜଣାପଡ଼ିଛି। କାରଣ କାଳୀ ଫିଲ୍ମ ପ୍ରସଙ୍ଗରେ ସେ ନିଜ ଭୁଲ ସମ୍ପର୍କରେ କୌଣସି ଟିପ୍ପଣୀ ଦେବା ପରିବର୍ତ୍ତେ ବିଜେପିକୁ ଅଧିକ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ମହୁଆ ମୋଇତ୍ରାଙ୍କୁ ଲକ୍ଷ୍ୟ କରି କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଯିଏ କିଛି କାମ କରେ ଭୁଲ ହୁଏ। ତାହା ସୁଧରାଯାଇପାରେ କହି ମହୁଆଙ୍କ ପ୍ରତି ତାଙ୍କର ସମର୍ଥନ ନଥିବା ଜଣାଇଦେଇଥିଲେ।

ଇତିମଧ୍ୟରେ ଟିଏମସିର ବରିଷ୍ଠ ନେତା ସୁଗତା ରୟ କହିଛନ୍ତି ଯେ, ମହୁଆ ମୋଇତ୍ରାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛି। କାଳୀ ପୋଷ୍ଟରକୁ ନେଇ ମହୁଆ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ସେ କହିଛନ୍ତି ।  ଏକ କନ୍‌କ୍ଲେଭରେ ମହୁଆ ମୋଇତ୍ରା ସାମିଲ ହୋଇଥିଲେ। ଏହି ସମୟରେ ସେ ‘କାଳୀ’ ପୋଷ୍ଟରକୁ ନେଇ ଜାରି ବିବାଦ ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ‘କାଳୀଙ୍କ ଅନେକ ରୂପ ଅଛି। ମୋ ପାଇଁ କାଳୀ ଅର୍ଥ, ମାଂସ ଏବଂ ମଦ ଗ୍ରହଣ କରୁଥିବା ଦେବୀ ଅଟନ୍ତି।’ ମହୁଆଙ୍କ ଏଭଳି ବିବାଦୀୟ ବୟାନରୁ ଟିଏମସି ନିଜକୁ ଦୂରେଇ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story