ପଞ୍ଚାୟତ ନିର୍ବାଚନକୁ  ଦୃଷ୍ଟିରେ ରଖି ନୂଆ ଅଭିଯାନ ଆରମ୍ଭ କଲେ ମମତା

କୋଲକାତା: ଚଳିତ ବର୍ଷ ଏପ୍ରିଲରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି।  ଏହି ଅଭିଯାନର ନାଁ ରହିଛି  ‘ଦିଦିର ସୁରକ୍ଷା କବଚ’। ଏହି ଅଭିଯାନ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ୩.୫ ଲକ୍ଷ କର୍ମୀ  ରାଜ୍ୟର ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମମତା […]

mamata

mamata

Tapas Behera
  • Published: Monday, 02 January 2023
  • Updated: 02 January 2023, 03:44 PM IST

Sports

Latest News

କୋଲକାତା: ଚଳିତ ବର୍ଷ ଏପ୍ରିଲରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ଦଳ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପାଇଁ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି।  ଏହି ଅଭିଯାନର ନାଁ ରହିଛି  ‘ଦିଦିର ସୁରକ୍ଷା କବଚ’। ଏହି ଅଭିଯାନ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦଳର ୩.୫ ଲକ୍ଷ କର୍ମୀ  ରାଜ୍ୟର ୧୦ କୋଟି ଲୋକଙ୍କ ପାଖରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।   ମମତା କହିଛନ୍ତି ଯେ, ଆମେ  ଲୋକଙ୍କ ପାଇଁ କାମ  ଜାରି ରଖିବାକୁ ପଡ଼ିବ। ଟିଏମସି ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ବୋଲି ସେ କହିଛନ୍ତି।  ଏହି କାର୍ଯ୍ୟକ୍ରମର ଘୋଷଣା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଟିଏମସି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଉପସ୍ଥିତ ଥିଲେ।  ଅଭିଷେକ ବାନାର୍ଜୀ କହିଛନ୍ତି, ଦଳ ଜାନୁଆରୀ ୧୧ ରେ ଏହି ଅଭିଯାନ ଆରମ୍ଭ କରିବ । ଏହା ସହିତ ୬୦ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ। ଆମ ଦଳର କର୍ମୀମାନେ ସାରା ରାଜ୍ୟରେ ପହଞ୍ଚିବେ। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯେମିତି ପ୍ରତିତି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଦଳୀୟ କର୍ମୀମାନେ ନିଶ୍ଚିତ କରିବେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳର ପ୍ରତ୍ୟେକ ନେତା, ସାଂସଦ ଏବଂ ବିଧାୟକମାନେ ୧୦ ରାତି ଲୋକଙ୍କ ଘରେ ରହିବେ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଭିଯାନ ଆରମ୍ଭ ହୋଇଛି କି ବୋଲି ପ୍ରଶ୍ନ ହେବାରୁ ମମତା କହିଛନ୍ତି, ଆମେ କେବେ ଦୁଆରେ ସକରାର ଆରମ୍ଭ କରିଥିଲୁ।  ଏହା ଏକ ନିରନ୍ତର ପ୍ରକ୍ରିୟା। ସେହିପରି ବିଭିନ୍ନ ସରକାରକାରୀ ଯୋଜନାରେ ନକଲି ହିତ୍ତାଧିକାରୀ ନେଇ ବିଜେପିର ଅଭିଯୋଗ ଉପରେ ଅଭିଷେକ ବାନାର୍ଜୀ କହିଛନ୍ତି, ଆବାସ ଯୋଜନା ଅଧୀନରେ ସରକାର ଭଲ କାମ କରିଛନ୍ତି। ଯେଉଁ ତାଲିକାରେ ହିତାଧିକାରୀମାନେ ନକଲି ଥିଲେ ସେହି ତାଲିକା ୧୦୧୮ମସିହାରେ ପୂର୍ବ ମେଦିନପୁରରୁ ଆସିଛି।

ଏଥିପାଇଁ କିଏ ଦାୟୀ ଆମେ ସମସ୍ତେ ଜାଣୁ।  ସେତେବେଳେ ଟିଏମସିର ନେତା ଥିବା ତଥା ଏବେକାର ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି। ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦଳର କାର୍ଯ୍ୟକର୍ତ୍ତା ତଥା ନେତାମାନଙ୍କୁ ଶ୍ରୀମତୀ ବାନାର୍ଜୀ ମଧ୍ୟ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ଦୁର୍ନୀତିଗ୍ରସ୍ତ ନେତା ଓ ଅଫସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story